ଜାତୀୟ

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩ ଦିନ…

ପ୍ରେମିକଙ୍କ ସହ ଲୁଚିକି ପଳାଉଥିଲେ ବିବାହିତା ମହିଳା: ଧରାପଡିବାରୁ ମିଳିଲା ଏମିତି ଦଣ୍ଡ

ଗାନ୍ଧୀନଗର,୧୪।୭: ଗୁଜରାଟର ଦାହୋଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ଲୁଚିକି ପଳାଇବା ବିବାହିତ ମହିଳାଙ୍କୁ ମହଙ୍ଗା ପଡିଛି। ଗ୍ରାମବାସୀମାନେ ଦେଖିଦେବାରୁ ମହିଳାଙ୍କ କଡା ଦଣ୍ଡ ମିଳିଛି। ସୂଚନାଯୋଗ୍ୟ,ଦାହୋଦ ଜିଲାର ଖଜୁରୀ ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରର ବ୍ୟବସାୟିକ ମାର୍ଜିନ ୭୦ ପ୍ରତିଶତରେ ସୀମିତ କରିଛନ୍ତି। ଫଳରେ ଏହି…

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି…

ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର

ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା…

ବହି ଲେଖି କରିନା ଅଡ଼ୁଆରେ

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାନ ଲେଖିଥିବା ‘ପ୍ରେଗନାନ୍ସି ବାଇବେଲ’ ବହିର ନାମ କରଣକୁ ନେଇ ବିବାଦ ଦେଖାଦେଇଛି। ବହିର ଏଭଳି ନାମ କରଣ ଉପରେ ଆପତ୍ତି ଉଠାଇବା ସହ ମହାରାଷ୍ଟ୍ରର ବିଡ୍‌ ସହରର ଶିବାଜୀନଗର ଥାନାରେ କରିନା ଓ…

ଅଧା ବୈଠକରୁ ଉଠି ଆସିଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା ସହ…

ଧାର ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ କେନାଲରେ

ନୂଆଦିଲ୍ଲୀ,୧୪।୭: ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀ ନଜଫଗଡ଼ ଅଞ୍ଚଳର କେନାଲରେ ଫିଙ୍ଗି ଦେବା ଘଟଣାରେ ବୁଧବାର ଏକ ଦମ୍ପତିକୁ ଗିରଫ କରାଯାଇଛି। ମୃତକଙ୍କ ଠାରୁ ଅଭିଯୁକ୍ତ ଦମ୍ପତି ୧ ଲକ୍ଷ ଟଙ୍କା ଧାରା ଆକାରରେ ନେଇଥିଲେ। କିନ୍ତୁ ସୁଜି ପାରୁ…

ପୀୟୁଷଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୪।୭: ରାଜ୍ୟସଭାରେ ଭାଜପା ସଂସଦୀୟ ଦଳ ନେତା ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ ଦାୟିତ୍ୱ ଦିଆଯାଇଛି। ଥାୱରଚନ୍ଦ ଗେହଲଟଙ୍କ ବଦଳରେ ଭାଜପା ତାଙ୍କୁ ରାଜ୍ୟସଭାରେ ନେତା ଭାବେ ଚୟନ କରିଛି। କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ…

ଏହି ଟିକାର ଗୋଟିଏ ଡୋଜ୍‌ କରୋନାକୁ ରୋକିବ!

ନୂଆଦିଲ୍ଲୀ,୧୪।୭: ବିଶ୍ୱର ସମସ୍ତ ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସ୍ବାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣରୁ ରକ୍ଷା କରିବାରେ ଦୁଇ ମାତ୍ରା ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶର ଜନସଂଖ୍ୟାର…

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର ଶିଶୁପାଳ…

୨୦୨୪ରେ ମୋଦିଙ୍କୁ ହରାଇବା କଷ୍ଟକର

ମୁମ୍ବାଇ,୧୪।୭: ଆଜିକାଲି ମହାରାଷ୍ଟ୍ରର ରାଜନୀତିର ରଙ୍ଗ ବଦଳୁଥିବା ଜଣାପଡିଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଏକତ୍ର କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଧବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଏବେ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri