ଓଡ଼ିଶାରେ ପଶିଛନ୍ତି ବାଂଲାଦେଶୀ ଆତଙ୍କବାଦୀ
ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ରହିଛନ୍ତି। କୋଲକାତା ପୋଲିସ ସ୍ପେଶାଲ ଟାସ୍କଫୋର୍ସର ଜଣେ ଅଧିକାରୀ ସୋମବାର ଏହି…
ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା
ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉପକାର ବୋଲି ଜଣାପଡ଼ିଛି। କୋର୍ଟ ପରିସରରେ ଥିବା ଓକିଲ…
ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି
କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ…
୧ ଲକ୍ଷ ଜରିମାନା ଦେବେ ତାମିଲ ସୁପରଷ୍ଟାର ବିଜୟ
ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି କରି ମାଦ୍ରାସ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଟ୍ୟାକ୍ସ ପୈଠ କରିବାକୁ…
କରୋନାର ତୃତୀୟ ଲହରକୁ ଲୋକେ ମୌସୁମୀ ଅପଡେଟ୍ ଭଳି ନେଉଛନ୍ତି: ଲଭ ଅଗ୍ରୱାଲ
ନୂଆଦିଲ୍ଲୀ,୧୩ ।୭: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି ଲୋକେ କରୋନାର ତୃତୀୟ ଲହରୀକୁ ମୌସୁମୀର ଅପଡେଟ୍ ଭଳି ଗ୍ରହଣ କରୁଛନ୍ତି । ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଏହାପ୍ରତି…
କାଉଡ଼ି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ-ଆରଟି ପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ଲକ୍ଷ୍ନୌ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା ପାରମ୍ପରିକ କାଉଡ଼ି ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ହେଲେଣି। ହେଲେ କରୋନାକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।…
ଜୁଲାଇ ୧୬ରେ ୬ରାଜ୍ୟର ମୁଖମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ,୧୩।୭: କରୋନାର ତୃତୀୟ ଲହର ବିପଦକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ ସକାଳ ୧୧ଟାରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ଓଡ଼ିଶା, ମହାରାଷ୍ଟ୍ର ଓ କେରଳର…
ରାହୁଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୩ ।୭: ଦେଶରେ ଏବେ ଗୋଟିଏ ପଟେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଆଉ କିଛି ରାଜ୍ୟରେ ଏବେ ରାଜନୀତି ହୋଇଛି ସରଗରମ । କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ପ୍ରସ୍ତୁତି…
୬୪ଦିନ ପରେ ପୁଅ ସହ ଜେଲ୍କୁ ଫେରିଲେ ଏସ୍ପି ନେତା
ଲକ୍ଷ୍ନୌ,୧୩।୭: ସମାଜବାଦୀ ପାର୍ଟିର (ଏସ୍ପି)ର ବରିଷ୍ଠ ନେତା ଆଜମ ଖାଁ ୬୪ ଦିନ ପରେ ପୁଅ ଅବଦ୍ଦୁଲା ସହ ତ୍ତତ୍ତରପ୍ରଦେଶ ଲକ୍ଷ୍ନୌରୁ ସୀତାପୁର ଜେଲ୍କୁ ଫେରିଛନ୍ତି। ମଙ୍ଗଳବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ସେମାନଙ୍କୁ ନେଇ ଜେଲ୍ରେ ପହଞ୍ଚିଥିଲା। ଏହାପରେ…
ସିଦ୍ଧୁଙ୍କ ଗୁଗ୍ଲୀ
ଚଣ୍ଡିଗଡ,୧୩।୭: ପଞ୍ଜାବ କଂଗ୍ରେସରେ ବିବାଦର କାରଣ ହୋଇଥିବା ନବଜୋତ ସିଦ୍ଧୁ ମଙ୍ଗଳବାର ଆମ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି। ସିଦ୍ଧୁ ଟୁଇଟ୍ ଯୋଗେ କହିଛନ୍ତି ଯେ, ଆମର ବିରୋଧୀ ଆମ୍ ଆଦ୍ମୀ ପାର୍ଟି ପଞ୍ଜାବ ପାଇଁ ମୋର ଦୃଷ୍ଟିକୋଣ ଏବଂ କାର୍ଯ୍ୟକୁ…
କାଉଡ଼ି ଯାତ୍ରାକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍ଏ
ଡେରାଡୁନ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା କାଉଡି ଯାତ୍ରାକୁ ଅନୁମତି ଦେବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଜୋର ଧରିଛି। ଏନେଇ ଉତ୍ତରାଖଣ୍ଡର ଇଣ୍ଡିଆନ…
ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ
ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି କରୋନା ଚିନ୍ତାର କାରଣ ପାଲଟିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଦେଶର ପ୍ରଥମ…
Archives


