ଜାତୀୟ

ପଞ୍ଜାବରେ କ୍ୟାପଟେନଙ୍କ ଅଫର ଭାଜପା ପାଇଁ ହୋଇପାରେ ଗେମ ଚେଞ୍ଚର

ଚଣ୍ଡିଗଡ଼,୨୧ ।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳ ଛାଡି ନିଜର ନୂଆ ଦଳ ଗଢିବେ ବୋଲି ଘୋଷଣା କରି ସାରିଛନ୍ତି । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଲଢିବେ…

ଟିକାକରଣରେ ରେକର୍ଡ ପରେ ଲାଲକିଲାରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୧ ।୧୦: କରୋନା ଟିକାକରଣରେ ସରକାର କେର୍ଡ କରିବାକୁ ଯାଉଛନ୍ତି । ଗୁରୁବାର ଦେଶରେ ୧୦୦କୋଟି ଟିକାକରଣ ପୂରଣ ହେବା ପରେ ମୋଦି ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡିଛି । ପ୍ରଥମେ ଏହି ଅବସରରେ ଦିଲ୍ଲୀର ଲାଲ କିଲାରେ…

ହ୍ବାଟ୍ସଆପ୍‌ ଚାଟ୍‌ରୁ ମିଳିଲା ସୁରାକ

ମୁମ୍ବାଇ, ୨୦।୧୦: ଆର୍ୟନ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ତାଙ୍କ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ତେଣୁ ସେ ଜାମିନରେ ଗଲେ ଏଭଳି ଅପରାଧ ଯେ କରିବେ ନାହିଁ, ତାହା କୁହାଯାଇପାରିବ ନାହିଁ ବୋଲି ବିଚାରପତି ଭି.ଭି. ପାଟିଲ କହିନ୍ତି।…

ଥାନାରୁ ୨୫ ଲକ୍ଷ ଚୋରି, ଜେରା ବେଳେ ଆଖି ବୁଜିଲେ ଅଭିଯୁକ୍ତ

ଆଗ୍ରା,୨୦।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ ହୋଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପରିବାରକୁ ଭେଟିବା ପାଇଁ…

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ୍‌ କରୋନା ଟିକା

ନୂଆଦିଲ୍ଲୀ,୨୦ା୧୦: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ଅନ୍ୟପଟେ ଅଧିକାଂଶ ଲୋକ ଆଜି ପର୍ଯ୍ୟନ୍ତ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ନ୍ୟାଶନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କରୋନା ଦ୍ୱିତୀୟ…

ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ

ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ପଞ୍ଜାବରେ ରାଜନୈତିକ ସମୀକରଣ ବଦଳିବ ବୋଲି ଅନୁମାନ କରାଯାଉଛି। କ୍ୟାପଟେନଙ୍କ ଆଖି…

କଂଗ୍ରେସର ମଜାକ୍‌ ଉଡାଇଲା ଟିଏମ୍‌ସି

କୋଲକତା,୨୦।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ଦଳ ଘୋଷଣା କରିଛି। କଂଗ୍ରେସର ଏଭଳି ନିଷ୍ପତ୍ତିକୁ ତୃଣମୂଳ କଗ୍ରେସ(ଟିଏମ୍‌ସି)ଉପହାସ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଘୋଷଣା…

କେବଳ ୧୦ ବର୍ଷ ଅଭିଜ୍ଞତା ଆଧାରରେ କେବେ ନିଯୁକ୍ତ ହୋଇ ନାହାନ୍ତି ହାଇକୋର୍ଟ ବିଚାରପତି, କେନ୍ଦ୍ର ଦେଲା ଜବାବ୍‌…

ନୂଆଦିଲ୍ଲୀ,୨୦।୧୦: କେବଳ ୧୦ ବର୍ଷ ଆଇନଗତ ଅଭିଜ୍ଞତା ଥିବା କୌଣସି ଆଇନଜୀବୀଙ୍କୁ କେବେ ମଧ୍ୟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ ବୋଲି ଟ୍ରିବ୍ୟୁନାଲ୍‌ ଆକ୍ଟ-୨୦୨୧ର ସାମ୍ବିଧାନିକ ବୈଧତା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜବାବୀ ସତ୍ୟପାଠ…

ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅବିକଳ ଚେହେରା, ଚାଟ୍‌ ବିକି ପ୍ରସିଦ୍ଧ ହେଲେ ଏହି ବ୍ୟକ୍ତି

ଭୋପାଳ,୨୦ା୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁପ୍ତା ଜୀ ଚାଟ୍‌ ବିକାଳି ବେଶ୍‌ ପ୍ରସିଦ୍ଧ। ତାଙ୍କ ଚେହେରା ଅବିକଳ ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପରି। ମୋତିମହଲ ବ୍ୟାଙ୍କ ସମ୍ମୁଖରେ ଗୁପ୍ତା ଜୀ ଏକ ଚାଟ୍‌ ଦୋକାନ…

ଆର୍ୟନଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଖାରଜ

ମୁମ୍ବାଇ,୨୦।୧୦: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ଝଟ୍‌କା ଲାଗିଛି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଆର୍ୟନଙ୍କ ସହ ତାଙ୍କ ଦୁଇ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ…

ଲଖିମପୁରରେ ୨ ଡଙ୍ଗାବୁଡ଼ିି, ୨୫ ନିଖୋଜ…

ଚେନ୍ନାଇ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ଜିଲାରେ ବୁଧବାର ୨ଟି ଡଙ୍ଗାବୁଡ଼ି ଘଟଣାରେ ୨୫ ଜଣ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ମିର୍ଜାପୁର ଗାଁର ୧୦ ଜଣ ଲୋକ ଚାଷ ଜମିରେ କଟାହୋଇ ପଡ଼ିଥିବା ଧାନ…

ଜମ୍ମୁ-କଶ୍ମୀରରେ ଶିଖ୍‌-କ୍ଷତ୍ରୀୟ-ମହାଜନ କିଣିପାରିବେ ଚାଷ ଜମି, ସୂଚନା ଦେଲେ ଉପରାଜ୍ୟପାଳ…

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଚାଷ ଜମି କିଣବା ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ନୂଆ ସୂଚନା ଦେଇଛନ୍ତି। ଏବେ ଏଠାରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିଛି। ଅନୁଷ୍ଠିତ ହୋଇଥିବା ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?