ହତ୍ୟା ମାମଲରେ ଗିରଫ ହେଲେ ପଶ୍ଚିମବଙ୍ଗର ଭାଜପା ନେତା
ବର୍ଦ୍ଧମାନ,୨୧।୩ : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ୭୪ ବର୍ଷୀୟ ବୃଦ୍ଧଙ୍କ ହତ୍ୟା ମାମଲାରେ ଭାଜପା ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା।...
ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଡେରାଡୁନ,୨୧।୩: ଉତ୍ତରାଖଣ୍ଡ ସିଏମ ତିରଥ ସିଂ ରାୱତଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ରବିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ରାମନଗରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏଠାରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ବଣ୍ଟା...
ମେ ୨ରେ ହଟିବେ ଦିଦି: ମୋଦି
କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍କୁରାରେ ପହଞ୍ଚିଥିଲେ। ଏଠାରେ ସେ ଏକ...
ନିଜକୁ ଗଧ ବୋଲି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି
କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇଛନ୍ତି। ଅଭିଯୋଗ କରିଛନ୍ତି ଯେ, ସେ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ...
ଜେଜେ ମା’ ଗୁଟ୍ଖା ଖାଇବାକୁ ମନା କରିବାରୁ ୯ ବର୍ଷୀୟା ନାତୁଣୀ ନେଲେ ଏମିତି ନିଷ୍ପତ୍ତି
ରାୟପୁର,୨୧।୩: ଛତିଶଗଡର ବିଭିନ୍ନ ଜିଲାରେ ତମାଖୁ ମୁକ୍ତ ଅଭିଯାନ ଚାଲିଛି। ସେପଟେ ସରଗୁଜା ଜିଲାରୁ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୯ ବର୍ଷର ବାଳିକାଙ୍କୁ ଗୁଟଖା ଖାଇବାକୁ ମନା କରିବାରୁ ସେ ଫାଶୀ ଲଗାଇଦେଇଛନ୍ତି। ଝିଅଟିର ଜେଜେ...
ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲରେ...
ଦିଦିଙ୍କୁ ଝଟ୍କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ
କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍ସି) ନେତା ମମତା ଦିଦିଙ୍କ ଶିବିର ଛାଡ଼ି ଭାଜପାରେ ଯୋଗଦେବାରେ ଲାଗିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ...
ଅଧା ପୋଷାକ ପିନ୍ଧି ଶିକ୍ଷାର୍ଥୀଙ୍କ ପ୍ରତିବାଦ
ଗ୍ବାଲିୟର,୨୧।୩: ମଧ୍ୟପ୍ରଦେଶରର ଗ୍ବାଲିୟରରେ ଥିବା କୃଷି ମହାବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଅଧା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଅନିୟମିତତା ନେଇ ଶିକ୍ଷାର୍ଥୀମାନେ ଏଭଳି କରିଛନ୍ତି। ରାଜ୍ୟରେ ବ୍ୟାପମ୍ ଦୁର୍ନୀତି ଯୋଗୁ ଫେବୃୟାରୀରେ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍ସାମିଶନ ବୋର୍ଡ(ପିଇବି) ଦ୍ୱାରା...
ଆସାମରେ ପୁଣିଥରେ ଡବଲ ଇଞ୍ଜିନ ସରକାର: ମୋଦି
ବୋକାଖାଟ,୨୧।୩: ଆସାମରେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ରାଜ୍ୟର ଲୋକଙ୍କୁ ମିଳିଥିବା ସୁବିଧା ସୁଯୋଗରେ ଅଧିକ ବିକାଶ ମଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ରବିବାର ଏଭଳି...
ଏହି ରାଜ୍ୟରେ ୫୫ ହଜାରରୁ ଅଧିକ ମହିଳାମଦ୍ୟପ…
ପାଟନା,୨୧।୩: ଦେଶରେ ନିଶାମୁକ୍ତି ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନକୁ ଆଶା ଅନୁସାରେ ସଫଳତା ମିଳି ପାରିନାହିଁ। ସେଭଳି ରାଜ୍ୟ ମଧ୍ୟରେ ବିହାରରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢ଼ିଚାଳିଛି। ବିହାରରେ ୧୦...
କରୋନା ଟିକା ନେବା ପରେ ମୃତ୍ୟୁ
ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଆତଙ୍କ ବୃଦ୍ଧି ପାଉଛି। ଝାଡ଼ଖଣ୍ଡର ସିମଡେଗା ଜିଲାର କେଶରପୁର...
ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି
ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଯୋଜନା କରାଯାଉଛି। ଏହି ମର୍ମରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
Archives


