ଜାତୀୟ

ଖେଳୁ ଖେଳୁ ଫାଶିରେ ଝୁଲି ପଡ଼ିଲା ୯ ବର୍ଷୀୟା ଝିଅ

ହାଇଦ୍ରାବାଦ,୨୯।୩ : ଗତ ସପ୍ତାହରେ ୯ ବର୍ଷୀୟା ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ହାଇଦ୍ରାବାଦ୍‌ ପୋଲିସ। ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ପୋଲିସ ତନାଘନା କରୁଛି। ତେବେ କୁନି ଝିଅଟି ଖେଳୁ ଖେଳୁ ଏଭଳି ଭୁଲ କରିଥାଇପାରେ ବୋଲି...

ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଶହୀଦ୍‌, ଜଣେ କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର,୨୯।୩: ଜମ୍ମୁ-କଶ୍ମୀରର ସୋପୋରରେ ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପିଏସ୍‌ଓ ଶହୀଦ ହୋଇଥିବାବେଳେ ଜଣେ କାଉସିଲରଙ୍କର ମୃତ୍ୟୁ ଘଟିଛି। ପିଏସ୍‌ଓଙ୍କ ନାମ ମୁସ୍ତାକ ଅହମ୍ମଦ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି...

ସି-୬୦ କମାଣ୍ଡୋଙ୍କୁ ସଫଳତା: ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ

ଗଡ଼ଚିରୋଲି,୨୯।୩: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଖେଡ଼ା ଅଞ୍ଚଳରେ ସି-୬୦ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଖୋବ୍ରା ମେଢ଼ା ଜଙ୍ଗଲରେ ମାଓବାଦୀମାନେ ସି-୬୦ କମାଣ୍ଡୋଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ କମାଣ୍ଡୋଙ୍କ ପକ୍ଷରୁ ପାଲଟା ଆକ୍ରମଣ...

ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ...

କ୍ଷମତା ଦଖଲ ଲକ୍ଷ୍ୟ: ହ୍ବିଲ୍‌ଚେୟାରରେ ବସି ପ୍ରଚାର କଲେ ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍‌ ୧ରେ କରାଯିବ। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ହଟାଇବା ଲାଗି ପ୍ରୟାସ ଜାରି ରଖିଛି। ଅପରପକ୍ଷରେ ମମତା ରାଜ୍ୟରେ ପୁଣି ତୃଣମୂଳ କଂଗ୍ରେସର ସଫଳତା...

ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୯।୩: ଏନ୍‌ସିପି ଅଧ୍ୟକ୍ଷ ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। ସେଠାର ତାଙ୍କର ଏଣ୍ଡୋସ୍କୋପି କରାଯାଇଛି। ତାଙ୍କ ଗଲ୍‌ ବ୍ଲାଡରରେ ସମସ୍ୟା ଥିବା ଡାକ୍ତର...

ଲକ୍ଷେ ମୁହାଁ କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ଟପିଲା

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି। ଦେଶରେ ଲଗାତାର ତୃତୀୟ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଜଣାଇଲେ ହୋଲିର ଶୁଭକାମନା

ନୂଆଦିଲ୍ଲୀ,୨୯।୩: ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ରଙ୍ଗର ଉତ୍ସବ ହୋଲି ସମସ୍ତଙ୍କଜୀବନରେ ସୁଖ ଶାନ୍ତି ଭରି ଦେଉ ବୋଲି ରାଷ୍ଟ୍ରପତି ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର...

ଉତ୍ତରପ୍ରଦେଶରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ

ଲକ୍ଷ୍ନେ,୨୮।୩: ଉତ୍ତରପ୍ରଦେଶର ୪ ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଆଗ୍ରା ବାସିନ୍ଦା। ଅନ୍ୟ ଜଣେ ମଥୁରାର ବାସିନ୍ଦା ବୋଲି ଜଣାପଡିଛି। ଆକ୍ରାନ୍ତ ୪ଜଣଙ୍କ ମଧ୍ୟରୁ ଜଣେ ମହିଳା ଦକ୍ଷିଣ ଆଫ୍ରିକାରୁ...

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ ପୋଲିସ ଅଧିକାରୀ ଦାବି କରିଥିଲେ। ଇଟା ଜିଲାର କୋଟଓ୍ବାଲି ଦେହତ୍‌ ଥାନାରେ ଜବତ...

ଶରଦ ପାଓ୍ବାରଙ୍କ ସହ ଅମିତ୍‌ ଶାହଙ୍କ ଗୋପନ ବୈଠକ

ନୂଆଦିଲ୍ଲୀ,୨୮।୩ : ଦୁର୍ନୀତି ଅଭିଯୋଗ ଯୋଗୁ ମହାରାଷ୍ଟ୍ର ମେଣ୍ଟ ସରକାର ସଙ୍କଟରେ ଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ସହ ଗୋପନ ବୈଠକ କରିଛନ୍ତି। ବୈଠକ ସମ୍ପର୍କରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri