ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ…
ଡେରାଡୁନ୍ବାସୀଙ୍କ ଅସହଯୋଗ ଆନ୍ଦୋଳନ
ଡେରାଡୁନ୍, ୪ା୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଅନୁରୂପ ଭାବେ ରାସ୍ତା କାମ ପାଇଁ ଗଛକଟା କାମକୁ ବିରୋଧ କରିଛନ୍ତି ଡେରାଡୁନ୍ବାସୀ। ଉତ୍ତରପ୍ରଦେଶର ଗଣେଶପୁରଠାରୁ ଉତ୍ତରାଖଣ୍ଡର ଆଶାରୋରି ପର୍ଯ୍ୟନ୍ତ ୧୯.୫ କିମିର ୪ ଲେନ୍ ବିଶିଷ୍ଟ…
ଅଖିଳେଶ ଯାଦବ ନଜର ବନ୍ଦୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ମିଳିଲାନି ଅନୁମତି
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣା ବେଳକୁ ବେଳ ରାଜନୈତିକ ମୋଡ ନେଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବିରୋଧିଦଳ ନେତାମାନେ ଲକ୍ଷ୍ମୀପୁର ପହଞ୍ଚିବା ଆରମ୍ଭ କରି ଦେଇଥିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା…
ଟିକାକରଣକୁ ଅପେକ୍ଷା ନ କରି ଖୋଲାଯାଉ ସ୍କୁଲ, ପ୍ରଭାବିତ ହେଉଛି ଶିଶୁଙ୍କ ବିକାଶ: ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷରୁ ଅଧିକ ସମୟ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କୁ ଅନଲାଇନରେ ପାଠପଢା ଯାଉଛି । ତେବେ ଛୋଟ ଛୋଟ ପିଲାଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା…
ଲକ୍ଷ୍ମୀପୁର ଖେରି ଘଟଣା: ରାକେଶ ଟିକାଏତ କହିଲେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ହେବନାହିଁ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୪ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣା ଏବେ ଉତ୍ତେଜନାପୂର୍ଣ୍ଣ ହେବାକୁ ଯାଉଛି । ସେଠାରେ କୃଷକମାନେ ସାରା ରାତି ଧାରଣାରେ ବସିଛନ୍ତି । କୃଷକଙ୍କ ଦାବି ହେଉଛି ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେପଯ୍ୟନ୍ତ…
ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା
ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା କୁଟନୀତି ସ୍ତରରେ କଥାବାର୍ତ୍ତା ପରେ ବି ଚାଇନାର ଉସକାଉଥିବା ଗୁଣ ଯୋଗୁ ପରିସ୍ଥିତି ବିଗିଡି…
ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ତିକୋନିୟା…
ଏନ୍ସିବି କଷ୍ଟଡିରେ ରାତି କାଟିଲେ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତ
ମୁ୍ମ୍ବାଇ,୪ ।୧୦: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଏନ୍ସିବି ଅଧିକାରୀଙ୍କ ଚଢାଉ ପରେ ସେଥିରେ ଡ୍ରଗ୍ସ ପାର୍ଟି ଚାଲିଥିବା ଜଣାପଡିଥିଲା । ଡ୍ରଗ୍ସ ପାର୍ଟି କଥା ଜଣା ପଡିବା ପରେ ଏନ୍ସିବି ଅଧିକାରୀମାନେ ସାଦା ପୋଷାକରେ ସିପରେ ଯାତ୍ରା…
ପ୍ରିୟଙ୍କା-ସତିଶ ମିଶ୍ରା ଗୃହବନ୍ଦୀ
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୋଟେଲରେ କାନପୁରରର ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ପୋଲିସର ମାଡ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଶେଷ ହୋଇ ନ ଥିବା ବେଳେ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ମଡାଇ ଦେବାରୁ…
କୁକୁରକୁ ଛାଡ଼ିଲେ ନାହିଁ
ଗୁରୁଗ୍ରାମ, ୪ା୧୦: ହରିୟାଣାର ଗୁରୁଗ୍ରାମ ସୋହନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ କୁକୁରକୁ ବଳାତ୍କାର କରିଛନ୍ତି। ଗତ ୨୮ ତାରିଖରେ ଘରେ କୁକୁରକୁ ନ ପାଇ ଏହାର ମାଲିକ ଖୋଜାଖୋଜି…
ଗୁଜରାଟ ଡ୍ରଗ୍ସ ଜବତ ଘଟଣାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଭାଜପା
ପାଣଜୀ, ୪ା୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଗତ ମାସରେ ପ୍ରାୟ ୩ ହଜାର କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଏହି ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ଏନ୍ସିବି ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ ଶିପ୍ରେ ଚଢ଼ାଉ କରିଛି। ଏଭଳି…
ରାତି ଅଧରେ ‘ମନତ୍’ରେ ପହଞ୍ଚିଲେ ସଲମାନ
ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ଗିରଫ ହେବା ଖବର ବଲିଉଡ୍ରେ ହଇଚଇ ସୃଷ୍ଟି କରିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ଶାହରୁଖଙ୍କ ଘର ‘ମନତ୍’ରେ ପହଞ୍ଚି ଥିଲେ ସଲମାନ…
Archives


