ଜାତୀୟ

ଲକ୍ଷ୍ମୀପୁର ଖେରି ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ,୫ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାରେ ମୃତ୍ୟୁ ହୋଇଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଗୁଳିବାଜି ମୃତ୍ୟୁ ହୋଇଥିବା ଆଦୌ କୁହାଯାଇ ନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଲାଠିରେ ମାଡ,…

ମଲ୍ଟି ଏଜେନ୍ସି ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୧୦: ପାଣ୍ଡୋରା ପେପର୍ସ ଲିକ୍‌ରୁ ଅନେକ ଭାରତୀୟ ଟିକସ ଫାଙ୍କି ବିପୁଳ ସମ୍ପତ୍ତିର ଅଧିକାର ହୋଇଥିବା ଖବର ପ୍ରକାଶ ପାଇବା ପରେ ଏହାର ମଲ୍ଟି ଏଜେନ୍ସି ତଦନ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ…

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନଁ।ରେ ମାମଲା

ଲକ୍ଷ୍ନୌ, ୫।୧୦: ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଜିଲାର ଚିକୁନିଆ ଅଞ୍ଚଳରେ ରବିବାର ଚାଷୀ ଆନ୍ଦୋଳନ ସମୟରେ ୪ଚାଷୀଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହେବା ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଯୋଗୀ ସରକାର ଏହି ଘଟଣାକୁ ଶାନ୍ତ କରିବା…

ଉପବାସରେ ପ୍ରିୟଙ୍କା

ଲକ୍ଷ୍ନୌ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ କୃଷକ ଓ ପ୍ରଶାସନ ମଧ୍ୟରେ ସୋମବାର କଥାବାର୍ତ୍ତା ହୋଇଯାଇଛି । କେବଳ ଏତିକି ନୁହେଁ ଗିରଫ କରାଯାଇଥିବା ନେତାଙ୍କୁ ମଧ୍ୟ ପୋଲିସ ଛାଡି ଦେଇଛି । ହେଲେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏବେବି…

ଲକ୍ଷ୍ମୀପୁର ହିଂସା: ସଞ୍ଜୟ ସିଂ ଟୁଇଟ୍ କଲେ ଭିଡିଓ, କୃଷକଙ୍କ ଉପରେ ମାଡିଯାଉଛି ୨ ଏସ୍‌ୟୁଭି!

ନୂଆଦିଲ୍ଲୀ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ ଆଉ ଏକ ତଥ୍ୟା ସାମ୍ନାକୁ ଆସିଛି । କୃଷକଙ୍କ ଉପରେ ଗାଡି ମାଡି ଯାଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ…

ଯେଶାକୁ ତେସା: ବ୍ରିଟେନରୁ ଆସିଥିବା ୭ଶହ ଯାତ୍ରୀ ୧୦ ଦିନ ପାଇଁ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୫ ।୧୦: ବ୍ରିଟେନର ଯାତ୍ରା ପ୍ରତିବନ୍ଧକୁ ନେଇ ଯେଶାକୁ ତେସା ନୀତି ଆପଣାଛି ଭାରତ । ସୋମବାର ଲଣ୍ଡନରୁ ଦିଲ୍ଲୀ ପହଞ୍ଚିଥିିବା ପ୍ରାୟ ୭୦୦ ଯାତ୍ରୀଙ୍କୁ ଅନିର୍ବାଜ୍ୟ ୧୦ ଦିନ ପାଇଁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ବ୍ରିଟେନ…

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର ଡାଉନ୍ ରହିବା ପରେ ଏବେ ଗୋଟିଏ ପରେ ଗୋଟିଏ କାମ ଆରମ୍ଭ କରି ଦେଇଛି…

ବ୍ରିଜରେ ଫସିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୫।୧୦ : ବ୍ରିଜ ତଳେ ଫସିଥିବା ଏୟାର ଇଣ୍ଡିଆର ଏକ ବିମାନକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଭାଇରାଲ ହେଉଥିବା ଏକ ଭିଡିଓରେ ଦିଲ୍ଲୀ ବିମାନ ବନ୍ଦରରୁ ନିଆଯାଉଥିବା ସ୍କ୍ରାପଡ୍‌ ବିମାନ ଏକ ବ୍ରିଜରେ ଅଟକି ଯାଇଥିବା…

ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରୁଛୁ: ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୪।୧୦ : ସୋମବାର ସନ୍ଧ୍ୟାରେ ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଓ ଫେସବୁକ୍‌ ଭଳି ସୋସିଆଲ ମିଡିଆର ସର୍ଭର ଡାଉନ ହୋଇଯାଇଛି। ଏ ନେଇ ହ୍ବାଟ୍ସଆପ୍‌ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ”ବର୍ତ୍ତମାନ ୟୁଜର୍ସ ହ୍ବାଟ୍ସଆପ୍‌ ବ୍ୟବହାର ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

ସିଦ୍ଧୁ ଅଟକ, ଚନ୍ନିଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୪।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ୍‌ ସିଂ ସିଦ୍ଧୁ ସୋମବାର ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବା ବେଳେ ତାଙ୍କୁ ଅଟକ…

ସୋସିଆଲ ମିଡିଆ ସର୍ଭର ଡାଉନ

ନୂଆଦିଲ୍ଲୀ,୪।୧୦: ପାଖାପାଖି ୩୦ମିନିଟ୍‌ ଧରି ସୋସିଆଲ ମିଡିଆ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ,ହ୍ବାଟ୍ସଆପ୍‌ରେ ସର୍ଭର ଡାଉନ ରହିଛି। ବ୍ୟବହାରକାରୀମାନେ ପରସ୍ପର ସହ ଯୋଗଯୋଗ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଉଛି।

ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ

ନୂଆଦିଲ୍ଲୀ,୪।୧୦ : କ୍ରୁଜ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି। ୨୩ ବର୍ଷୀୟ ଆର୍ୟନଙ୍କୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri