ଆଶିଷ ନେପାଳ ପଳାଇଥିବା ଆଶଙ୍କା
ଲକ୍ଷ୍ନୌ,୮।୧୦: ଲଖିମ୍ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ କୌଣସି ଖୋଜଖବର ନାହିଁ। କୁହାଯାଉଛି ସେ ଫେରାର୍ ହୋଇ ନେପାଳ ପଳାଇଛନ୍ତି। କାରଣ ତାଙ୍କ…
ରାମ ରହିମ୍ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି
ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ୧୨ରେ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବ। ଏହି ମାମଲାରେ ଅଭିଯୁକ୍ତ ଡେରାମୁଖୀ…
ରେପୋ ରେଟ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ…
ନୋଟିସ ମିଳିବା ସତ୍ତ୍ୱେ କ୍ରାଇମ୍ବ୍ରାଞ୍ଚ ନିକଟରେ ହାଜର ହେଲେ ନାହିଁ ଆଶିଷ
ନୂଆଦିଲ୍ଲୀ,୮।୧୦: ଲଖିମ୍ପୁର ଖେରି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। କ୍ରାଇମ ବ୍ରାଞ୍ଚ ଦଳ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଛଦ୍ମନାମ ମୋନୁଙ୍କୁ ଶୁକ୍ରବାର ସକାଳ ୧୦ ଟାରେ ପଚରାଉଚରା ପାଇଁ ଡାକିଥିଲେ। କ୍ରାଇମବ୍ରାଞ୍ଚ୍ ଆଶିଷଙ୍କ ଘରେ ନୋଟିସ…
ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ: ପ୍ରଦର୍ଶିତ ହେବ ଲଢୁଆ ବିମାନ
ଲକ୍ଷ୍ନୌ,୮।୧୦:ଆଜି ହେଉଛି ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ।…
ଦିନେ ବଢିଲେ, ଦିନେ କମୁଛି
ନୂଆଦିଲ୍ଲୀ,୮।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨୧,୨୫୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…
ଭାରତ-ଚାଇନା ପୁଣି ମୁହାଁମୁହିଁ: ମୁହଁତୋଡ ଜବାବ ଦେଲା ଭାରତୀୟ ସେନା
ଇଟ୍ଟାନଗର,୮।୧୦: ଅରୁଣାଚଳ ପ୍ରଦେଶରେ ନିକଟରେ ପୁଣି ଭାରତ-ଚାଇନା ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି) ନିକଟରେ ଚାଇନା ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ପ୍ରାୟ…
ଏତିକି ଟଙ୍କାରେ ବିକ୍ରି ହେଲା ନୀରଜଙ୍କ ଜାଭେଲିନ୍
ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମର ଗୁରୁବାର ଶେଷ ଦିନ ଥିଲା। ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମରେ ଧାର୍ମିକ କଳାକୃତି ଅନେକ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା। ଧାର୍ମିକ କଳାକୃତି ବ୍ୟତୀତ ଅଲିମ୍ପିଆନ୍ଙ୍କର କ୍ରୀଡା…
ଫୋର୍ବସ ଧନୀ ତାଲିକାରେ ୬ ମହିଳା
ନୂଆଦିଲ୍ଲୀ, ୮ା୧୦:ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ୧୩.୪୬ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ସେ ତାଲିକାର ୭ ନମ୍ବରରେ ରହିଛନ୍ତି।…
କଶ୍ମୀରରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ
ଶ୍ରୀନଗର,୮।୧୦(ପି.ଟି.):ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କିଛିଦିନ ହେଲା ନିରୀହ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଗୁରୁବାର ଶ୍ରୀନଗରସ୍ଥିତ ଏକ ସରକାରୀ ସ୍କୁଲ୍ର ଜଣେ ମହିଳା ପ୍ରିନି୍ସପାଲ ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ଏହାକୁ ମିଶାଇ କଶ୍ମୀର ଉପତ୍ୟକାରେ ୫…
ଲକ୍ଷ୍ମୀପୁର ଖେରି ହିଂସା: ଅଜୟ ମିଶ୍ରାଙ୍କ ପୁଅଙ୍କୁ ସମନ, ୨ ଗିରଫ
ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ହିଂସା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ମାଗିବାର କିଛି ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ ପୋଲିସ ୨ ଜଣଙ୍କୁ ଗିରଫ କରିଛି…
ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କଶ୍ୱୀରରେ ବଢୁଛି ଟାର୍ଗେଟ କିଲିଂ
ଜମ୍ମୁ,୮ ।୧୦: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପାକିସ୍ତାନର ଇସାରାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ଅକ୍ଟୋବରରେ ଏମିତି ଲୋକଙ୍କୁ ଟାର୍ଗେଟ କରାଯାଉଛି ଯେଉଁମାନେ ଆତଙ୍କବାଦାର ଚରମ ସୀମାରେ ପହଞ୍ଚିଥିଲେ ବି ସେମାନେ ପଳାୟନ କରି…
Archives


