ଜାତୀୟ

ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ ମା’ଙ୍କୁ ହତ୍ୟା କଲା ନାବାଳିକା ଝିଅ

ମୁମ୍ବାଇ,  ୧୦।୮: ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ କରାଟେ ବେଲ୍ଟରେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛି ୧୫ ବର୍ଷୀୟା ନାବଳିକା ଝିଅ। ନବି ମୁମ୍ବାଇରେ ଗତ ୩୦ ତାରିଖରେ ଏଭଳି ଘଟଣା ଘଟିଥିବା ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା…

ଆସନ୍ତା ୫ବର୍ଷ ଯାଏ ରାଜ୍ୟରେ ଲାଗୁ ହେବ ନାହିଁ ଜନସଂଖ୍ୟା ଆଇନ: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

ପାଟନା,୧୦।୮: ବିହାରରେ ଜାତୀୟ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ନିଜର ମତ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ବିହାରରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୀତୀଶ କୁମାର ସଙ୍କେତ…

ନାଁ ନୀରଜ ହୋଇଥିଲେ ମିଳିବ ମାଗଣା ପେଟ୍ରୋଲ

ନୂଆଦିଲ୍ଲୀ, ୧୦।୮: ଫିଲ୍ଡ ଓ ଆଥ୍‌ଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ପଦକ ଜିତିଥିବା ନୀରଜ ଚୋପ୍ରା ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ହରିୟାଣାର ୨୩ ବର୍ଷୀୟ ଜାଭେଲିନ ଥ୍ରୋୟରଙ୍କ ଉପରେ ଦେଶବାସୀ ପୁରସ୍କାର ବର୍ଷା କରୁଥିବା ବେଳେ ଗୁଜୁରାଟ ବାରୁଚର…

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ ଦ୍ୱିପ୍ରହରରେ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଆକ୍ରମଣ…

ମିସ୍‌ କଲ୍‌ରେ ମିଳିବ ଗ୍ୟାସ୍‌ ସଂଯୋଗ, ଆଇଓସି କଲା ଘୋଷଣା…

ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ଚାହୁଁଥିଲେ କେବଳ ଗୋଟିଏ ମିସ କଲ କରିବାକୁ ପଡିବ। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ତୈଳ…

ବିନା ମାସ୍କରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୮: ଦୀର୍ଘ ସମୟରୁ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଭାବେ ରହିଥିବା ବେଳେ ଏଠାରେ କୋଭିଡ-୧୯ର କଡ଼ା ନିୟମ ମଧ୍ୟ ପାଳନ କରାଯାଉଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ଦୈନିକ କରୋନା ସଂକ୍ରମଣ ମାମଲା ପ୍ରାୟ ୬ରୁ ୭ହଜାର ତଳକୁ ଖସି ଆସିଛି।…

ଗ୍ୟାସ୍‌ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍‌ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ…

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି ବ୍ୟକ୍ତି ଜମ୍ମୁ-କଶ୍ମୀରରେ ଜମି କିଣି ପାରିବେ। ମଙ୍ଗଳବାର ଦିନ ସରକାରଙ୍କୁ ସଂସଦରେ ପଚରାଯାଇଥିବା ଏକ…

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା ଭାଇରସ୍‌ର ପ୍ରଥମ ମାମଲା ପୁନେରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୭୯ଗାଁରେ ଏହି ଭାଇରସ୍‌ ବ୍ୟାପିବା…

ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…

ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ହାଇକୋର୍ଟଙ୍କ ଅନୁମତି ବିନା ଅନୁମତିରେ ଏମ୍‌ପି ଏବଂ…

ବିପଦ ଆସୁଛି ମାଡ଼ି, ୭୯ ବର୍ଷ ମଧ୍ୟରେ ଦେଶର ୧୨ ସହର ସମୁଦ୍ରରେ ଯିବ ବୁଡ଼ି…

ନୂଆଦିଲ୍ଲୀ,୧୦।୮: ଦେଶର ୧୨ଟି ସହର ଉପରେ ବିପଦ ମାଡ଼ି ଆସୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭୯ ବର୍ଷ ମଧ୍ୟରେ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର ସମୁଦ୍ରରେ ବୁଡ଼ିଯିବ। ସହରରେ ୩ ଫୁଟର ସମୁଦ୍ର ପାଣି ପ୍ରବାହିତ ହେବ। ମେରୁ ଅଞ୍ଚଳରେ…

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲା ସୂଚନା…

ନୂଆଦିଲ୍ଲୀ,୧୦।୮: ରାଜନୈତିକ ଅପରାଧୀକରଣ ସହ ଜଡିତ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସମ୍ପର୍କିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri