ମାସ୍କ ପିନ୍ଧି ପୋଲିଂବୁଥ୍ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…
କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟିଂ ଜାରି ରଖିଛନ୍ତି। ସପ୍ତମ ପର୍ଯ୍ୟାୟରେ ୫ଟି...
ଭାରତକୁ ଭାକ୍ସିନ୍ କଞ୍ଚା ମାଲ୍ ଦେବାକୁ ରାଜି ହେଲା ଆମେରିକା…
ନୂଆଦିଲ୍ଳୀ,୨୬।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ଭାକ୍ସିନ୍ ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଥିବା କଞ୍ଚାମାଲ୍ ଯୋଗାଇବାକୁ ମନା କରିଥିଲା। ତେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କ କୂଟନୀତି କାମ ଦେଇଛି। ସେ ନ୍ୟାଶନାଲ...
କରୋନାରେ ଟିଏମ୍ସି ପ୍ରାର୍ଥୀ ମୃତ
କୋଲକାତା, ୨୬ା୪: ଉତ୍ତର ୨୪ ପ୍ରଗଣା ଜିଲା ଖର୍ଦାହ ନିର୍ବାଚନମଣ୍ଡଳୀର ଟିଏମ୍ସି ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ଦୁଇ ଦିନ ପୂର୍ବେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ କୋଲକାତାର ଏକ...
ସୁପ୍ରିମକୋର୍ଟ ବିଚାରପତି ଶାନ୍ତାଗୌଡରଙ୍କ ପରଲୋକ
ନୂଆଦିଲ୍ଲୀ, ୨୬ା୪: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତାଗୌଡରଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ହୋଇଥିଲା। ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ସେ...
ପ୍ରତି ମିନିଟରେ ୨୪୩ ସଂକ୍ରମିତ
ନୂଆଦିଲ୍ଲୀ, ୨୬।୪: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସୁନାମି ଭଳି ମାଡ଼ିଚାଲିଛି କରୋନା। ପ୍ରତି ମିନିଟରେ ୨୪୩...
କହିଥିଲେ, ଦେଲେ ନାହିଁ
ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍-୧୯ ଟିକା ନେବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ଆୟୁ ବର୍ଗର ନାଗରିକଙ୍କୁ...
ଚାରିଆଡ଼େ ହାହାକାର: ମୃତ୍ୟୁ ସଂଖ୍ୟା ଟପିଲା ୨୮୦୦…
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ...
ଭାରତ ସହ ଅଛୁ: ବ୍ରିଟେନ୍
ନୂଆଦିଲ୍ଲୀ, ୨୫।୪: ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଭାରତରେ ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଚାଲିଥିବା ବେଳେ ଏବେ...
ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ
ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦ ଲିଟର ଅକ୍ସିଜେନ ସିଲିଣ୍ଡର। ଜାତୀୟ ରାଜଧାନୀରେ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ ହସ୍ପିଟାଲ ଅକ୍ସିଜେନ...
ସପ୍ତମ ପର୍ଯ୍ୟାୟ ନିର୍ବାଚନ: ନଜରରେ ଭବାନୀପୁର ଆସନ
କୋଲକାତା, ୨୫।୪: ଅଧିକ ସଂକ୍ରମଣ ବୃଦ୍ଧି ପାଇଥିବା ପଶ୍ଚିମବଙ୍ଗରେ ସୋମବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୪ ଆସନ ପାଇଁ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପୂର୍ବ ପର୍ଯ୍ୟାୟରେ ହିଂସାକାଣ୍ଡ ଘଟିଥିବାରୁ ଏଥର...
ଅନଲାଇନ୍ ରେଜିଷ୍ଟ୍ରେଶନ ବିନା ମିଳିବ ନାହିଁ ଟିକା
ନୂଆଦିଲ୍ଲୀ,୨୫।୪ : ଟିକାକରଣ ପ୍ରକ୍ରିୟାରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ ଅନଲାଇନ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୩ୟ ପର୍ଯ୍ୟାୟ ଟିକାକରଣ ଲାଗି ହସ୍ପିଟାଲରେ କୌଣସି ରେଜିଷ୍ଟ୍ରେଶନ କରାଯିବ...
ମେଡିକାଲରେ କୋଭିଡ୍ ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ; ଭିଡିଓ ଭାଇରାଲ
ସୁରଟ,୨୫।୪ : କୋଭିଡ୍-୧୯ ବିରୋଧରେ ଦିନ-ରାତି ଲଢ଼େଇ କରୁଛନ୍ତି ଦେଶର ସ୍ବାସ୍ଥ୍ୟକର୍ମୀମାନେ। ଏହାସତ୍ତ୍ୱେ କାମ ପ୍ରତି ସେମାନଙ୍କ ଭଲପାଇବା କମ୍ ହୋଇ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସୁରଟ ସିଭିଲ ମେଡିକାଲରେ। ଡାକ୍ତର ଓ ନର୍ସମାନେ କରୋନା ଆକ୍ରାନ୍ତଙ୍କ...
Archives


