Posted inଜାତୀୟ

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ନଜରରେ ଭବାନୀପୁର ଆସନ

କୋଲକାତା, ୨୫।୪: ଅଧିକ ସଂକ୍ରମଣ ବୃଦ୍ଧି ପାଇଥିବା ପଶ୍ଚିମବଙ୍ଗରେ ସୋମବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୪ ଆସନ ପାଇଁ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପୂର୍ବ ପର୍ଯ୍ୟାୟରେ ହିଂସାକାଣ୍ଡ ଘଟିଥିବାରୁ ଏଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ନିର୍ବାଚନ କମିଶନ ଏହି ପର୍ଯ୍ୟାୟରେ ୭୯୬ କମ୍ପାନୀ କେନ୍ଦ୍ରୀୟ ବଳ ନିୟୋଜିତ କରିଛନ୍ତି। ମୁର୍ଶିଦାବାଦ, ପଶ୍ଚିମ ବର୍ଦ୍ଧମାନ, ଦକ୍ଷିଣ ଦିନାଜପୁର, ମାଲଦା ଏବଂ କୋଲକାତାର ମୋଟ ୧୨,୦୬୮ ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ହେବ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁର ଉପରେ ସମସ୍ତଙ୍କର ନଜର ରହିବ। ଟିଏମ୍‌ସି ସୁପ୍ରିମୋ ଏବେ ଭବାନୀପୁରରୁ ବିଧାୟକ ଅଛନ୍ତି। ଏଥର ସେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ପକେଇ ହତ୍ୟା କରିଥିବା ସ୍ବାମୀ ଗିରଫ

ମୁମ୍ବାଇ,୧୩।୧: ସ୍ତ୍ରୀ ପୁନମ ଚୋହ୍ବାନଙ୍କ ହତ୍ୟା ମାମଲାରେ ସ୍ବାମୀ ଅନଓ୍ବର ଅଲି ଶେଖଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୩୭ ବର୍ଷୀୟା ପୁନମଙ୍କୁ ଟ୍ରେନରୁ ଠେଲି...

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି...

ଜ୍ଞାନବାପି ମସଜିଦ୍‌ ମାମଲା, ବଦଳିବେନି କମିଶନର, ୧୭ ମେ’ ପୂର୍ବରୁ ପୁଣି ସର୍ଭେ…

ଆହ୍ଲାବାଦ୍‌, ୧୨।୫ : ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତ ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୩।୧୨: ପାକିସ୍ତାନ ବାରମ୍ବାର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ମଙ୍ଗଳବାର ପୁଣି ଥରେ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରର କିର୍‌ନିରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ବର୍ଷଣ...

ଜାତି ଜନଗଣନା ଉପରେ ହାଇକୋର୍ଟଙ୍କ ରୋକ

ପାଟନା, ୫ା୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରଙ୍କୁ...

ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର

ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍‌ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି...

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ...

ଧାରା ୩୭୦: ପୂରଣ ହେଲା ବାଲା ସାହେବ, ବାଜପେୟୀଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୫।୮: ରାଜ୍ୟ ସଭାରେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ଶାହ ପ୍ରସ୍ତାବ...

Advertisement
Archives

Model This Week