ଜାତୀୟ

ଟିକା ନେବା ପରେ ୪୦ କୋଟି ଲୋକ ପାଲଟି ଯାଇଛନ୍ତି ‘ବାହୁବଳୀ’: ମୋଦି

ନୂଆଦିଲ୍ଲୀ,୧୯ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ସୋମବାର ସଂସଦରେ ପହଞ୍ଚିଥିଲେ । ଏହି ସମୟରେ ସେ ଖବରଦାତାଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତ୍‌କାର ଦେଇଥିଲେ । ମୋଦି ପ୍ରଥମେ କରୋନା ଭାଇରସକୁ ନେଇ…

କୋଟି କୋଟି ଟଙ୍କାର ଡ୍ରଗ୍ସ ଉପରେ ବୁଲଡୋଜର ଚଢାଇଲେ ମୁଖ୍ୟମନ୍ତ୍ରୀ

ଗୁଆହାଟି,୧୯।୭: ଆସାମରେ ପ୍ରତିବର୍ଷ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଏ। ରାଜ୍ୟରେ କୋଟି କୋଟି ଟଙ୍କାର ବେଆଇନ ଡ୍ରଗ କାରବାର ହୋଇଥାଏ। ଏହି ଡ୍ରଗ କାରବାର ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏବେ…

କାଉଡିଆ ଯାତ୍ରାକୁ ନେଇ ଜବାବ ଦାଖଲ କଲେ ୟୁପି ସରକାର

ନୂଆଦିଲ୍ଲୀ,୧୯ ।୭: କାଉଡିଆ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଦେଇଛନ୍ତି । ୟୁପି ସରକାର କହିଛନ୍ତି ଚଳିତ ବର୍ଷ କାଉଡିଆ ଯାତ୍ରା ହେବ ନାହିଁ । ୟୁପି ସରକାରଙ୍କ ଓକିଲ ବୈଦନାଥନ କୋର୍ଟରେ ଶୁଣାଣି…

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାଲିଗଲା ୩ ଜୀବନ, ୪ ନିଖୋଜ

ଡେରାଡୁନ୍‌,୧୯।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ବିଳମ୍ବିତ ରାତିରେ ବାଦଳଫଟା ବର୍ଷାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମାଣ୍ଡୋରେ ୨ ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ଜିଲା ଡାକ୍ତରଖାନାକୁ ଅଣାଯାଇଛି। ମାଣ୍ଡୋ ଗ୍ରାମରେ…

ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍‌ ରଖୁଛନ୍ତି ସରକାର

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ୩୦ ଦିନିଆ ବଫର ଷ୍ଟକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୀବନ ରକ୍ଷାକାରୀ…

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ହଟ୍ଟଗୋଳ …

ନୂଆଦିଲ୍ଲୀ,୧୯।୭: ସଂସଦର ସୌମୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହେବା ସହିତ ହଙ୍ଗାମା କରାଯାଇଛି। କରୋନା ମହାମାରୀ ନିୟନ୍ତ୍ରଣ ଏବଂ ପେଟ୍ରୋଲ-ଡିଜେଲ-ଗ୍ୟାସ୍‌ ଦାମ ବୃଦ୍ଧି…

ବ୍ରାହ୍ମଣ ଭୋଟ୍‌କୁ ମାୟାବତୀଙ୍କ ଲୋଭ

ଲକ୍ଷ୍ନୌ,୧୯ା୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରାହ୍ମଣଙ୍କ ଭୋଟକୁ ଲୋଭ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବ୍ରାହ୍ମଣ ସମାଜକୁ ଭାଜପା ଭ୍ରମରେ ରଖି ସେମାନଙ୍କ ଭୋଟ ହାସଲ…

ଜାମିଆରେ ହେବ ଡାନିଶ୍‌ଙ୍କ ସମାଧି

ନୂଆଦିଲ୍ଲୀ,୧୯ା୭: ଆଫଗାନିସ୍ତାନରେ ହତ୍ୟାର ଶିକାର ହୋଇଥିବା ପୁଲିଜର ପୁରସ୍କାରପ୍ରାପ୍ତ ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍‌ ସିଦ୍ଦିକିଙ୍କ ମୃତଦେହକୁ ନୂଆଦିଲ୍ଲୀର ଜାମିଆ କବରସ୍ଥାନରେ ସମାଧି ଦିଆଯିବ। ଏ ନେଇ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ରଏଟର୍ସ ପାଇଁ…

୪୦ ହଜାର ତଳେ ଦୈନିକ ସଂକ୍ରମଣ, ମୁତ୍ୟୁ ସଂଖ୍ୟା ୫ ଶହରୁ କମ୍‌…

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ଶୋପିଆନ୍‌ ଏନ୍‌କାଉଣ୍ଟରରେ ଲଶ୍କର କମାଣ୍ଡରଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୯।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ଶୀର୍ଷ କମାଣ୍ଡର ଇଶଫାକ୍‌ ଡାର…

ଟାର୍ଗେଟ୍‌ରେ ଭାରତୀୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ/ କାବୁଲ, ୧୯।୭: ଆଫଗାନିସ୍ତାନରେ ଥିବା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶର ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିବାନ ସହ ମିଶି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶକ୍ରମେ ପାକିସ୍ତାନରୁ ୧୦ ହଜାରରୁ…

ଜାଲରେ ୪୦ ଭାରତୀୟ ନେତା, ଖବରଦାତା

ନୂଆଦିଲ୍ଲୀ, ୧୯ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ପୁଣି ଥରେ ଚର୍ଚ୍ଚାରେ। ଏହି ସ୍ପାଏଓ୍ବେର ଜାଲରେ ଭାରତ ସମେତ ବିଶ୍ୱର ଅନେକ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଖବରଦାତା ପଡ଼ିଥିବା ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri