ପୋଲିସକୁ ବଡ ସଫଳତା: ଟଳିପଡିଲେ ୧୩ ନକ୍ସଲ
ପୁନେ,୨୧।୫: ମହାରାଷ୍ଟ୍ରରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏଥିରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା...
ଦେଶରେ କରୋଗ୍ରାଫ୍ ସାମାନ୍ୟ ତଳମୁହାଁ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୨୧।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨,୫୯,୫୫୧ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୨୦୯...
ଚିନ୍ତା ବଢାଇଲାଣି ‘ବ୍ଲାକ୍ ଫଙ୍ଗସ୍’: ଦେଶରେ ମୋଟି ୫,୫୦୦ ସଂକ୍ରମିତ, ୧୨୬ ମୃତ
ନୂଆଦିଲ୍ଲୀ,୧୨।୫: ଦେଶରେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ବ୍ଲାକ୍ ଫଙ୍ଗସ୍ ୧୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଏପର୍ଯ୍ୟନ୍ତ ପ୍ରାୟ ୫୫୦୦ ଲୋକ ଏଥିରେରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷରେ ରହିଛି।...
ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ମୃତ
ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ ଅଭିନାଭ ରାଜସ୍ଥାନର ସୁରତଗଡରୁ ମିଗ -୨୧ର ଉଡାଣ କରିଥିଲେ। ଏହି ସମୟରେ ବାଘପୁରାନା...
ମୃତକଙ୍କୁ ବଞ୍ଚାଇବା ପାଇଁ ଗୋବର ଖାତରେ ପୋତିଲେ
ଅମ୍ବିକାପୁର(ଛତିଶଗଡ଼), ୨୧।୫:ବଜ୍ରପାତରେ ପ୍ରାଣ ହରାଇଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମୃତଦେହକୁ ଗୋବର ଭର୍ତ୍ତି ଖାତରେ ପୋତିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଛତିଶଗଡ଼ର ସୁରଗୁଜା ଜିଲାରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତବ୍ୟକ୍ତି ହେଲେ...
ଯୋଗୀ: ସତ ବନାମ ମିଛ
ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର ପୂର୍ବାହ୍ନ ୧୦ଟାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟା...
ଆଇଟିଆର୍ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ...
ସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ
ଚେନ୍ନାଇ, ୨୦।୫: ପ୍ରାୟ ସମସ୍ତ ରାଜ୍ୟରେ ଲକ୍ଡାଉନ ଜାରି ହୋଇଥିବାରୁ ଖୋଲୁ ନାହିଁ ମଦ ଦୋକାନ। ଏହାର ଫାଇଦା ଉଠାଇବା ପାଇଁ ତାମିଲନାଡୁର କୁଡାଲୋର ଜିଲା ରାମନାଥନ କୁପମ୍ ଅଞ୍ଚଳରେ ସାନିଟାଇଜରରୁ ମଦ ପ୍ରସ୍ତୁତ କରିବା ଅଭିଯୋଗରେ ୬ ଜଣଙ୍କୁ...
ଅନାଥ ଶିଶୁଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା ଦିଅ
ନୂଆଦିଲ୍ଲୀ,୨୦ା୫: କୋଭିଡ୍-୧୯ ମହାମାରୀରେ ମା’ବାପାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ମୋଦିଙ୍କୁ ପଠାଇଥିବା ପତ୍ରରେ ସୋନିଆ ଲେଖିଛନ୍ତି, ମା’ବାପାଙ୍କୁ...
ନଡ୍ଡା, ସମ୍ବିତଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ ପାଇଁ ଦାବି
ନୂଆଦିଲ୍ଲୀ, ୨୦।୫ : ଟୁଲକିଟ୍ ମାମଲାରେ ଭାଜପା ମିଥ୍ୟା ତଥ୍ୟ ପ୍ରଚାର କରୁଛି। ଏଥି ଲାଗି ଭାଜପା ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ...
ହ୍ବାଇଟ୍ ଫଙ୍ଗସ୍ ଅଧିକ ବିପଜ୍ଜନକ
ପାଟନା,୨୦।୫: ବ୍ଲାକ୍ ଫଙ୍ଗସ୍ ପରେ ବିହାର ରାଜଧାନୀ ପାଟନାରେ ଗୁରୁବାର ୪ ହ୍ବାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରୋଗୀଙ୍କ ଚର୍ମକୁ ନଷ୍ଟ କରିବା ସହ ଫୁସ୍ଫୁସ୍କୁ ସଂକ୍ରମଣ କରୁଛି। ଅବହେଳା କଲେ ଜୀବନ ନେଇପାରେ ବୋଲି...
‘ ଏବେ ବି ୫୦ ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ ’
ନୂଆଦିଲ୍ଲୀ, ୨୦।୫ : ଏବେ ମଧ୍ୟ ୫୦ ପ୍ରତିଶତ ଲୋକେ ପିନ୍ଧୁ ନାହାନ୍ତି ମାସ୍କ। ଆଉ ବାକି ୫୦ ପ୍ରତିଶତରୁ ୬୪ ପ୍ରତିଶତ ଲୋକେ କେବଳ ନା’କୁ ମାତ୍ର ମାସ୍କ ପିନ୍ଧୁଛନ୍ତି ଅର୍ଥାତ ନାକକୁ ଘୋଡ଼ାଉ ନାହାନ୍ତି। ଏକ ଅନୁଧ୍ୟାନରୁ...
Archives


