Posted inଜାତୀୟ

ପୋଲିସକୁ ବଡ ସଫଳତା: ଟଳିପଡିଲେ ୧୩ ନକ୍ସଲ

ପୁନେ,୨୧।୫: ମହାରାଷ୍ଟ୍ରରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏଥିରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପୋଲିସର ସି -୬୦ ୟୁନିଟ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ଗାଡଚିରୋଲି ଡିଜି ସନ୍ଦୀପ ପାଟିଲ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ମୁମ୍ବାଇ, ୧୩ ।୯: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି...

୧.୩୪ କୋଟି ଅତିକ୍ରମ କଲାଣି କରୋନା ଟିକାକରଣ

ନୂଆଦିଲ୍ଲୀ,୨୬ ।୨: କରୋନା ମହାମାରୀକୁ ଏଡାଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର...

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ।...

ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ

ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର...

କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୭।୧୧: କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି କେରଳ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ...

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା...

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ...

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା...

Advertisement


Archives

Model This Week