ଜାତୀୟ

ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର,୨୯ା୮: ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌…

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…

ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ ବିଶ୍ବରେ…

ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ସେପ୍ଟେମ୍ବରରେ ଅଧିକ ରୁଷୀୟ ତୈଳ କିଣିବ: ରିପୋର୍ଟ

ନୂଆଦିଲ୍ଲୀ,୨୮।୮: ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଭାରତ ସେପ୍ଟେମ୍ବର ମାସରେ ରୁଷୀୟ ତୈଳର ଆମଦାନୀ ୧୦-୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି। ରଇଟର୍ସ୍‌ର ରିପୋର୍ଟ ଅନୁଯାୟୀ, ରୁଷୀୟ ନିର୍ଯ୍ୟାତକାରୀମାନେ ଯୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ କ୍ଷତିଗ୍ରସ୍ତ ରିଫାଇନରୀ ଉତ୍ପାଦନ କମ୍‌ କରି ମୂଲ୍ୟ…

ଏହି ବର୍ଷ ଜନ୍ମଦିନରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି! ମୋହନ ଭାଗବତ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ, ୨୮।୮: ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ତିନି ଦିନିଆ ସମ୍ମିଳନୀର ଶେଷ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମୋଦିଙ୍କୁ ୭୫ ବର୍ଷରେ ଅବସର ନେବାକୁ କହିଥିଲେ କି ମୋହନ ଭାଗବତ ? ପ୍ରଥମଥର ପାଇଁ ଖୋଲିଲେ ମୁହଁ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଭାଜପା ଓ ଆରଏସଏସରେ ୭୫ ବର୍ଷ ବୟସ ସୀମାରେ ଅବସର ନେବା ନୀତି ସମ୍ପର୍କିତ ଜଳ୍ପନାକୁ ଖଣ୍ଡନ କରିଛନ୍ତି। ଏହି ଜଳ୍ପନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ମାସରେ…

ମୋହନ ଭାଗବତଙ୍କ ବିସ୍ଫୋରକ ବୟାନ: ଭାଜପା-ଆରଏସଏସ ମଧ୍ୟରେ…

ନୂଆଦିଲ୍ଲୀ, ୨୮।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସଂଘ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ କୌଣସି ବିବାଦ ନାହିଁ। ସେ କହିଛନ୍ତି ଯେ ସଂଘ ଯେକୌଣସି ପ୍ରସଙ୍ଗରେ ପରାମର୍ଶ…

”ଆମେ ଦୁଇ, ଆମର ତିନି”, ଜାତୀୟ ସ୍ୱାର୍ଥ ପାଇଁ ପ୍ରତ୍ୟେକ ପରିବାରରେ ତିନି ସନ୍ତାନ ରହିବା ଉଚିତ: ମୋହନ ଭାଗବତ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଦମ୍ପତିଙ୍କର ତିନି ଜଣ ସନ୍ତାନ ହେବା ଉଚିତ। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଜନସଂଖ୍ୟା ପରିବର୍ତ୍ତନ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର…

ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍‌: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…

ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା ଉତ୍ପାଦନ…

ଭାଜପା ପାଇଁ ନିଷ୍ପତ୍ତି ନେଉଛି କି ଆରଏସଏସ ? ଖୁଲାସା କଲେ ମୋହନ ଭାଗବତ

ନାଗପୁର,୨୮ା୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି…

Video: ଆକାଶରେ ଅକାମି ହୋଇଗଲା ଆମେରିକାର ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ F-୩୫, ହେଲା ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ,୨୮ା୮: ଆମେରିକା ବାୟୁସେନାର ଏକ ଏଫ-୩୫ ଯୁଦ୍ଧବିମାନର ପାଇଲଟ ଆକାଶରେ ୫୦ ମିନିଟ୍‌ ଧରି ଇଞ୍ଜିନିୟରମାନଙ୍କ ସହ ଫୋନ୍‌ରେ ଆଲୋଚନା କରି ଗୁରୁତର ତ୍ରୁଟି ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅବଶେଷରେ ବିମାନଟି ଆଲାସ୍କାର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ…

ଭାରତକୁ ନୂଆ ଧମକ ଦେଲା ଆମେରିକା: ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ…

ଓ୍ବାଶିଂଟନ୍‌,୨୮।୮:ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍‌ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ତୀବ୍ର ହୋଇଛି। ଏହି ସମ୍ପର୍କରେ, ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ ହାସେଟ କହିଛନ୍ତି, ଯଦି ଭାରତ ରୁଷିଆ ଅଶୋଧିତ…

ଶୌଚାଳୟ ଭିତରେ ଶିଶୁ ପୁତ୍ର ଜନ୍ମ ଦେଲେ ୯ମ ଶ୍ରେଣୀ ଛାତ୍ରୀ, ଘଟଣା ଜଣାପଡିବା ପରେ…

ବେଙ୍ଗାଲୁରୁ, ୨୮।୮: କର୍ନାଟକର ୟାଦଗିର ଜିଲାର ଏକ ସରକାରୀ ଆବାସିକ ବିଦ୍ୟାଳୟର ଶୌଚାଳୟ ଭିତରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଝିଅ ଏବଂ ନବଜାତ ଶିଶୁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri