Odisha Elections 2024

ଜାତୀୟ

ଲୋକସଭାରେ ପାସ୍ ହେଲା ତିନି ଆପରାଧିକ ଆଇନ ସଂଶୋଧନ ବିଲ୍

ନୂଆଦିଲ୍ଲୀ,୧୯।୧୨: ଆପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି। ଏହାପୂର୍ବରୁ ବୁଧବାର ଏହି ବିଲ୍ ଉପରେ ଆଲୋଚନା ପରେ ବାଚନିକା ଭୋଟରେ ଏଗୁଡିକ ପାରିତ ହୋଇଛି। ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଏବଂ ଭିଡ଼...

ବାବ୍ରି ମସଜିଦ ତାଲା ଖୋଲିବା ନେଇ ରାଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପ୍ରଣବ: ପ୍ରକାଶ କଲେ ଝିଅ ଶର୍ମିଷ୍ଠା…

ଲକ୍ଷ୍ନୌ,୨୦।୧୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୯୮୬ ମସିହାରେ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଯୋଧ୍ୟାରେ ବାବ୍ରି ମସଜିଦ ତାଲା...

ପୁଣି ୨ଏମପି ନିଲମ୍ବିତ

ନୂଆଦିଲ୍ଲୀ,୨୦।୧୨: ସଂସଦ ତାତି ଥମି ନ ଥିବାବେଳେ ପୁଣି ୨ଏମପିଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର, ଗୃହ ଅବମାନନା ମାମଲାରେ ବାଚସ୍ପତି ଦୁଇ ବିରୋଧୀ ଦଳ ନେତା ସି ଥମାସ ଏବଂ ଏ ଏମ ଆରିଫଙ୍କୁ ସଂସଦ ଅଧିବେଶନ ସରିବା ପର୍ଯ୍ୟନ୍ତ...

ଭଗବାନଙ୍କ ନାମରେ ଜାରି ହେଲା ଏଣ୍ଟ୍ରି ପାସ…

ପ୍ରୟାଗରାଜ,୨୦।୧୨ : ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ବିବାଦର ଶୁଣାଣି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଭଗବାନ କେଶବଙ୍କ ନାମରେ ଏକ ଏଣ୍ଟ୍ରି ପାସ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ଅନୁଯାୟୀ କୋର୍ଟ ଏହି ପାସ ଜାରି କରିଛନ୍ତି। ଏହି ପାସ ରେ ମୋବାଇଲ ନମ୍ବର,...

ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…

ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ...

ସଂସଦ ସୁରକ୍ଷାରେ ତ୍ରୁଟି: ଭାଜପା ଏମପିଙ୍କୁ କାହିଁକି କରାଯାଉନି ପଚରାଉଚରା, ପ୍ରଶ୍ନ କଲା କଂଗ୍ରେସ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୧୪୧ ଏମପିଙ୍କୁ ନିଲମ୍ବନ ପ୍ରସଙ୍ଗ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦର ସୁରକ୍ଷା ତ୍ରୁଟି ମାମଲା ସମ୍ପର୍କରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ କଂଗ୍ରେସ ବୁଧବାର ଏକ ସଂସଦୀୟ ଦଳ ବୈଠକ ଡାକିଥିଲା।...

ବିବାହିତା ମହିଳା ପାଖରେ ରଖି ପାରିବେ କେତେ ସୂନା ? ସରକାରୀ ନିୟମ ଉଲ୍ଲଂଘନ କଲେ ଲାଗୁ ହେବ ଜରିମାନା…

ନୂଆଦିଲ୍ଲୀ,୨୦।୧୨ : ଭାରତୀୟମାନଙ୍କ ପାଇଁ ସୁନା ସବୁଠାରୁ ପ୍ରିୟ ଧାତୁ। ବିବାହ, ଅଳଙ୍କାରଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ମଧ୍ୟ ଭାରତୀୟମାନଙ୍କ ପାଇଁ ସବୁଠାରୁ ପବିତ୍ର ଧାତୁ। ଏହା ଦୁନିଆର...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪ ଛୁଇଁଲା, ୨୪ ଘଣ୍ଟାରେ ୩ ମୃତ…

ନୂଆଦିଲ୍ଲୀ,୨୦।୧୨ : ପୁଣିଥରେ ଭାରତରେ କରୋନା ଭାଇରସ ସଂକ୍ରମଣ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ତିନି ଜଣଙ୍କ ମୃତ୍ୟୁ ସହିତ...

ଚିନ୍ତା ବଢାଇଲାଣି କରୋନା: କର୍ନାଟକରେ ଗଲା ଜଣଙ୍କ ଜୀବନ

ବେଙ୍ଗାଲୁରୁ,୨୦।୧୨: କର୍ନାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ...

ନିର୍ବାଚନ ଲଢିବେ କଙ୍ଗନା

ନୂଆଦିଲ୍ଲୀ,୨୦।୧୨: ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ କିଛିଦିନ ହେବ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ଚର୍ଚ୍ଚାରେ ଥିଲେ। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି...

ମଧ୍ୟପ୍ରଦେଶକୁ ଫେରିଲା କରୋନା, ମାଳଦ୍ୱୀପରୁ ଫେରିଥିବା ଦମ୍ପତି କୋଭିଡ ପଜିଟିଭ୍‌

ଭୋପାଳ,୨୦।୧୨: ପୁଣିଥରେ ମୁଣ୍ଡ ଟେକିଲାଣି କରୋନା। ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋରରୁ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। କରୋନା ସଂକ୍ରମିତ...

୯ ଦିନରେ ଦୁଇଗୁଣା କରୋନା ସଂକ୍ରମଣ ନେଇ ରାଜ୍ୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ: ସତର୍କ ରୁହ, ରାଜନୀତିଠାରୁ ରୁହ ଦୂରେଇ…

ନୂଆଦିଲ୍ଲୀ,୨୦।୧୨ : ଦେଶରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri