Odisha Elections 2024

ଜାତୀୟ

ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା ଅନୁଯାୟୀ ଆପଲ ଏବଂ ସାମସଙ୍ଗ ଉପକରଣରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି।...

ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା। ଏଥି ସହିତ, କମ୍ପାନୀର ସିଇଓ ସୁନ୍ଦର...

କର୍ମଚାରୀ ଟ୍ରାଫିକ ନିୟମ ପାଳନ ନ କଲେ ମାଲିକଙ୍କ ପାଖରେ ଅଭିଯୋଗ କରିବ ପୋଲିସ ବିଭାଗ: ନୂଆ ଟ୍ରାଫିକ ଆଇନ…

ବେଙ୍ଗାଲୁରୁ,୧୬।୧୨ : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପାନେ ଦେବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। ଏହି ଅନୁଯାୟୀ, ଯଦି କୌଣସି କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତେବେ ପୋଲିସ ଏହି...

ଜାନୁୟାରୀ ୨୨ରେ ଅଯୋଧ୍ୟାକୁ ଆସନ୍ତୁ ନାହିଁ, ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

ନୂଆଦିଲ୍ଲୀ,୧୬।୧୨: ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଆସନ୍ତା ମାସରେ ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର‌୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରିବାକୁ ଲକ୍ଷାଧିକ...

ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଭାଜପା ନେତା ପାଲଟିଲେ ବସ କଣ୍ଡକ୍ଟର: ଭିଡିଓ ଭାଇରାଲ…

ଜୟପୁର,୧୬।୧୨ : ଯେତେବେଳେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା, ସେତେବେଳେ ଅନେକ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିଲା ଯେଉଁଥିରେ ପୂର୍ବତନ ରାଜ୍ୟସଭା ଏମପି ତଥା ବିଧାୟକ କିରୋଡି ଲାଲ ମୀନାଙ୍କ ନାମ ମଧ୍ୟ...

କ୍ୟାରି ବ୍ୟାଗ ପାଇଁ ଟଙ୍କା ନେବା ପଡିଲା ମହଙ୍ଗା, କଞ୍ଜ୍ୟୁମର କୋର୍ଟ ଷ୍ଟୋର ଉପରେ ଲାଗୁ କଲେ ଜରିମାନା…

ନୂଆଦିଲ୍ଲୀ,୧୬।୧୨ : ଦିଲ୍ଲୀର ଜିଲା ଉପଭୋକ୍ତା ବିବାଦ ସମାଧାନ କମିଶନ (ଡିସିଡିଆରସି) ଏକ ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ ଲାଇଫଷ୍ଟାଇଲ ଷ୍ଟୋରକୁ କାଗଜ ପରିବହନ ବ୍ୟାଗ ପାଇଁ ୭ ଟଙ୍କା ଚାର୍ଜ କରି ଥିବାରୁ ୩ ହଜାର ଟଙ୍କା ଜରିମାନା ଦେବାକୁ...

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ରାହୁଲ ଗାନ୍ଧୀ କହିଲେ କାରଣ

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ...

ଜନତାକୁ ଚାନ୍ଦା ମାଗିବ କଂଗ୍ରେସ, ଡିସେମ୍ବର ୧୮ ରୁ ଆରମ୍ଭ କରିବ ‘ଦେଶ ପାଇଁ ଦାନ’ ଅଭିଯାନ

ନୂଆଦିଲ୍ଲୀ,୧୬।୧୨: ଜନତାଙ୍କଠାରୁ ଚାନ୍ଦା ଆଦାୟ ପାଇଁ ‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ମହାତ୍ମା ଗାନ୍ଧୀଙ୍କ ‘ତିଳକ ସ୍ୱରାଜ ପାଣ୍ଠି’ ୧୯୨୦-୨୧ରୁ ଅନୁପ୍ରେରିତ ହୋଇ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ। ଶନିବାର...

ଭାରତରେ ବାଲ୍ୟ ବିବାହରେ ବୃଦ୍ଧି, ୧୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ,୧୬।୧୨ : ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି । ରିପୋର୍ଟ...

ଶୀତ ରାତିରେ ଖୋଲା ଆକାଶ ତଳେ କେହି ଶୋଇବେ ନାହିଁ : ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ…

ଲକ୍ଷ୍ନୌ,୧୬।୧୨ : ଶୀତ ରାତିରେ ଖୋଲା ଆକାଶ ତଳେ କେହି ଯେପରି ଶୋଇବେ ନାହିଁ , ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା କଡରେ ଖୋଲା ସ୍ଥାନରେ ଶୋଇଥିବା ବ୍ୟକ୍ତିଙ୍କୁ ରାତ୍ରି ଆଶ୍ରୟସ୍ଥଳକୁ...

ମୋ ଘରକୁ ରାତିରେ ଏକୁଟିଆ ଆସ, ମହିଳା ବିଚାରପତିଙ୍କୁ ଜିଲା ଜଜଙ୍କ ଯୌନ ନିର୍ଯାତନା, ଚନ୍ଦ୍ରଚୂଡଙ୍କୁ ଲେଖିଲେ ଚିଠି…

ଲକ୍ଷ୍ନୌ,୧୬।୧୨ : ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ପୋଷ୍ଟ ହୋଇଥିବା ଜଣେ ମହିଳା ବିଚାରପତି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ଜଣେ ଜିଲା ଜଜଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ମହିଳା ବିଚାରପତି ମଧ୍ୟ...

ମାଲବାହୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ନୌସେନା ମାଲ୍ଟା ଫ୍ଲାଗ ଲାଗିଥିବା ଏକ ମାଲ ପରିବହନ ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି। ସୂଚନା ପାଇବା ପରେ ନୌସେନା ତୁରନ୍ତ ପଦକ୍ଷେପ ନେଇ ଏହାର ଗୋଟିଏ ସର୍ଭେଲାନ୍ସ ବିମାନ ଏବଂ ଯୁଦ୍ଧ ଜାହାଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri