Odisha Elections 2024

ଜାତୀୟ

ବିଜୟୀ ୩ ରାଜ୍ୟରେ ୨ ଜଣିଆ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛି ଭାଜପା…

ନୂଆଦିଲ୍ଲୀ,୬।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତାରେ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ଏହି ତିନୋଟି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ନାନା କଳ୍ପଜାଳ୍ପନା ଚାଲିଛି। ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନରେ...

ମୋଦି ଦିଅନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ଗ୍ୟାରେଣ୍ଟି: ଇଭିଏମରେ ଜାଣିଶୁଣି କରାଯାଇଛି ତ୍ରୁଟି, ବାଲାଟ ପେପର ଭୋଟିଂ ପାଇଁ ବିରୋଧୀଙ୍କ ଦାବି…

ନୂଆଦିଲ୍ଲୀ,୬।୧୨ : ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଅନୁଷ୍ଠିତ ତିନୋଟି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ର ବିଜୟ ପରେ ସମସ୍ତ ବିରୋଧୀ ଦଳଙ୍କ ପକ୍ଷରୁ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ ହୋଇଛି। ଶିବସେନାର...

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର ଦରକାର ପଡୁଛି। ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ...

ଭାଜପା ପ୍ରାର୍ଥୀ ହାରିବା ପରେ ଅଧା ନିଶ-କେଶ କାଟିଲେ କାର୍ଯ୍ୟକର୍ତ୍ତା

ରାୟପୁର,୬।୧୨: ଛତିଶଗଡର ବିଧାନସଭା ନିର୍ବାଚନରେ ନେତା ଏବଂ ସେମାନଙ୍କ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜନୈତିକ ଦଳର ନେତାଙ୍କ ସହ ସେମାନଙ୍କ କର୍ମୀମାନେ ମଧ୍ୟ ନିର୍ବାଚନରେ ଭାଗ ନେଇଥିଲେ। କର୍ମୀମାନେ ମଧ୍ୟ ତାଙ୍କ ନେତାଙ୍କୁ ଜିତାଇବା ପାଇଁ କୌଣସି...

ସପ୍ତାହକୁ ଅଫିସରେ ୭୦ ଘଣ୍ଟିଆ କାର୍ଯ୍ୟ: ସଂସଦରେ ଚର୍ଚ୍ଚା, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ ଜନ୍ମ ଦେଇଥିଲେ। ସଂସଦରେ ସରକାର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଶ୍ରମ ଓ...

ଦୁର୍ବଳ ହେଲା ‘ମିଗଜୋମ’: ୧୭ ମୃତ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇପଡିଥିବା ବୁଧବାର ଭାରତ ପାଣିପାଗ ବିଭାଗ କହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ ନେଇ ସେମାନେ ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି। ହେଲେ ଆପଣ କେବେ...

ନିଜ ବୁଥ୍‌କୁ ବି ବଞ୍ଚାଇପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ; ଯେଉଁଠି ଦେଇଥିଲେ ଭୋଟ ସେଠାରେ ବି ବାଜି ମାରିଲା ଭାଜପା

ଜୋଧପୁର,୬।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ରେ ଭାଜପାର ବିପୁଳ ବିଜୟ ଚର୍ଚ୍ଚାର କାରଣ ପାଲଟିଛି। ସରଦାରପୁରା ଆସନର ଯେଉଁ ବୁଥ୍‌ରେ ଗେହଲଟ ମତଦାନ ଦେଇଥିଲେ ସେଠାରେ...

ନିର୍ବାଚନରେ ପରାଜୟ: ୩୩ ବର୍ଷ ପରେ ଏମ୍‌ଏନ୍‌ଏଫ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜୋରାମଥାଙ୍ଗା

ଆଇଜଲ,୬।୧୨: ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ପରାଜୟ ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ୩୩ ବର୍ଷ ଧରି ଦଳ ସହ କାର୍ଯ୍ୟ କରିବା ପରେ ସେ ମଙ୍ଗଳବାର ଏମ୍‌ଏନ୍‌ଏଫ୍‌ ଅଧ୍ୟକ୍ଷ...

କର୍‌ନି ସେନା ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା: ୨ ଗିରଫ

ଜୟପୁର,୬ା୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ୍‌ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଜୟପୁର ସହରସ୍ଥିତ ତାଙ୍କ ଘରେ ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟା ମାମଲାରେ ହରିୟାଣାରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୋବାଇଲ୍‌ରୁ ତଥ୍ୟ ଆଧାରରେ ଉଭୟଙ୍କୁ...

ପୁଣି ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ: ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୬।୧୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ଇଣ୍ଡୋନେସିଆ ସମେତ ଚାରିଟି ଦେଶ ଗସ୍ତ କରିବେ। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସେ ବିଦେଶ ଗସ୍ତ କରିବେ। କେବଳ ଏତିକି ନୁହେଁ, ବିଧାନସଭା...

ଦେଶର ପୋଲିସ ଫୋର୍ସରେ ୧୧.୭୫% ମହିଳା

ନୂଆଦିଲ୍ଲୀ,୬ା୧୨(ପି.ଟି.):ଦେଶର ପୋଲିସ୍‌ ଫୋର୍ସରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୩୩ ପ୍ରତିଶତକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରମାଗତ ଉଦ୍ୟମ ସତ୍ତ୍ୱେ ଏବେ ମାତ୍ର ୧୧.୭୫ ପ୍ରତିଶତ ମହିଳା ପୋଲିସ ରହିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri