ଜାତୀୟ

୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ

ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କଥା ନ କହିଲେ ଭଲ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହର...

ଭାଜପା ଏମ୍‌ପିଙ୍କ କାର୍‌ ଉପରକୁ ଆକ୍ରମଣ

ଜୟପୁର,୨୮।୫: ଭାରତପୁରରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ରଣଜିତା କୋଲିଙ୍କ ଗାଡି ଉପରେ ଆକ୍ରମଣ ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯାଞ୍ଚ କରିବା ପରେ ଏମ୍‌ପି ତାଙ୍କ ଘରକୁ ଫେରୁଥିବା ବେଳେ ତାଙ୍କ କାର ଉପରେ କିଛି ଦୁର୍ବୃତ୍ତ ଧରସୋନି...

ମୋଦିଙ୍କୁ ଭେଟିବେ ଦିଦି

ନୂଆଦିଲ୍ଲୀ,୨୮।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଏକ ବୈଠକ କରି ବାତ୍ୟା ୟାସ ଯୋଗୁ ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ ହୋଇଥିବା...

ବିଷାକ୍ତ ମଦ ପିଇ ଚାଲିଗଲା ୭ ଜୀବନ: ୫ ହରାଇଲେ ଦୃଷ୍ଟିଶକ୍ତି

ଆଲିଗଡ,୨୮।୫: ଉତ୍ତରପ୍ରଦେଶର ଆଲିଗଡ ଜିଲାରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ଦୁଇ ଟ୍ରକ ଡ୍ରାଇଭରଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଥିମଧ୍ୟରୁ ଅନେକ ଦୃଷ୍ଟି ଶକ୍ତି ହରାଇଛନ୍ତି।...

୪୪ ଦିନ ପରେ ଦୁଇ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୨୮।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧,୮୬,୧୬୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୦୦୦...

ଜୁଲାଇରେ ଆସିବ ଫାଇଜର

ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ସରକାର ଦୋହରାଇଛନ୍ତି। ଆମେରିକାର ଫାଇଜର କମ୍ପାନୀ ଭାରତକୁ ୫ କୋଟି ଡୋଜ୍‌...

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର ସବିଶେଷ ବିବରଣୀ ଦାଖଲ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ ଓ ନଦୀକୂଳର ଚିତ୍ର ଦେଖିଲେ ସରକାରଙ୍କ ଡାଟା ତ୍ରୁଟିଯୁକ୍ତ ମନେହେଉଛି। ଏଭଳି ସମୟରେ...

ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି: ଆଜି ଆକାଶମାର୍ଗରୁ ଦେଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବେ। ବୁଧବାର ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳରେ ମାଡ଼ କରିବା ସହ ଉଭୟ ରାଜ୍ୟରେ...

ଜୁଲାଇରେ ଆସିବ ଫାଇଜର ଟିକା

ନୂଆଦିଲ୍ଲୀ, ୨୭।୫: ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ କରିବା ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନିକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍‌...

ବର୍ଷେ ବଢ଼ିଲା ‘ର’, ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୭।୫ : ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋୟଲ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବଢ଼ାଇ ଦିଆଯାଇଛି। ର’...

ଫସିଗଲେ ଚୋକ୍‌ସି: ଫିଟିଲା ପ୍ରତ୍ୟର୍ପଣ ବାଟ

ନୂଆଦିଲ୍ଲୀ, ୨୭।୫: ପିଏନ୍‌ବି ବ୍ୟାଙ୍କରୁ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ କୂଟନୀତି ମାଧ୍ୟମରେ ଡୋମିନିକାରୁ ସିଧାସଳଖ ଭାରତ ନେଇପାରେ ବୋଲି ଗୁରୁବାର ବିବୃତି ଜାରି କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri