କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍ ୧୯ ଲକ୍ଷ: ୮ ଲକ୍ଷ ଦେବା ପରେ ବି ମୃତଦେହ ମିଳିଲାନି…
ଲକ୍ଷ୍ନୌ,୩୧।୫: ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍ ୧୯ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପୈଠ ନ କଲେ ମୃତଦେହ ହସ୍ତାନ୍ତର କରିବାକୁ ମନା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟ ୮ ଲକ୍ଷ ୮୫...
ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍ଇ
ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍ଇ ଏବଂ ସିଆଇଏସ୍ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର...
୪ ନୂଆ ହେଲ୍ପଲାଇନ ନମ୍ବର ଦେଖାଅ
ନୂଆଦିଲ୍ଲୀ, ୩୧।୫ (ପି.ଟି.): କୋଭିଡ୍-୧୯ ସଚେତନତା ପଦକ୍ଷେପର ଅଂଶବିଶେଷ ଭାବେ ନାଗରିକଙ୍କ ସୁବିଧା ପାଇଁ ୪ଟି ନୂଆ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବା ଲାଗି କେନ୍ଦ୍ର ସରକାର ରବିବାର ଘରୋଇ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିରତି ସମୟରେ...
ତଳ ମୁହାଁ କରୋନା ଗ୍ରାଫ୍: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ୪ ଦିନ ଧରି ୨ ଲକ୍ଷରୁ କମ୍ ରହିଛି। ଗତ ୨୪...
୩ରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ...
୫ରୁ ୧୨ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଜାଇଡସ୍ କାଡିଲା
ଅହମଦାବାଦ, ୩୦।୫: ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍ କାଡିଲା ପ୍ରସ୍ତୁତ ଜିକୋଭ୍-ଡି କୋଭିଡ୍ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି। କମ୍ପାନୀ ଏହାର ପ୍ଲାସ୍ମିଡ୍ ଡିଏନ୍ଏ ଟିକା ୫ରୁ ୧୨ ବର୍ଷ ପିଲାଙ୍କଠାରେ ପରୀକ୍ଷା...
ଦିଲ୍ଲୀ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ଅନ୍ଲକ ପ୍ରକ୍ରିୟା
ଲକ୍ଷ୍ନୌ, ୩୦।୫: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅର୍ଥନୈତିକ କାରବାର ଆରମ୍ଭ କରିବା ନେଇ ଉତ୍ତରପ୍ରଦେଶରେ ପର୍ଯ୍ୟାୟ କ୍ରମେ ଲକ୍ଡାଉନ କଟକଣା କୋହଳ କରିବାକୁ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୯୦୮ କୋଭିଡ୍...
‘ଟିକା ନ ନେଲେ ଦରମା ଭୁଲି ଯାଅ’
ନୂଆଦିଲ୍ଲୀ, ୩୦।୫: କୋଭିଡ୍ ଟିକା ନ ନେଲେ ଦରମା ନାହଁି। ଉଜେନ ମ୍ୟୁସିନିପାଲଟି କର୍ପୋରେଶନ ପକ୍ଷରୁ ରବିବାର ଏହାର କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ କିଛି ଅଫିସରଙ୍କ ସମେତ ୩୦ ପ୍ରତିଶତ କର୍ମଚାରୀଙ୍କୁ ଦରମା ପାଇଁ ଟିକା ନେବା...
ଏହି ଆଧାରରେ ଦ୍ୱାଦଶ ପରୀକ୍ଷା ଫଳାଫଳ ଘୋଷଣା କରିପାରେ ସିବିଏସ୍ଇ
ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍ଇ ଏବଂ ସିଆଇଏସ୍ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର...
ଜୁନ୍ରେ ୧୦ କୋଟି ଡୋଜ୍ ଟିକା ପ୍ରସ୍ତୁତ କରିବ ସେରମ୍
ନୂଆଦିଲ୍ଲୀ,୩୦।୫: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍ଆଇଆଇ) ଜୁନ ମାସରେ କୋଭିଶିଲ୍ଡ ଟିକା ୯-୧୦ କୋଟି ଡୋଜର ଉତ୍ପାଦନ ତଥା ଯୋଗାଣ ବିଷୟରେ ସରକାରଙ୍କୁ ସୂଚନା ଦେଇଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଠାଯାଇଥିବା ଏକ ଚିଠିରେ ଏସ୍ଆଇଆଇ...
‘ପାରୋଲ ଦରକାର ନାହିଁ ଆମେ ଜେଲ୍ରେ ସୁରକ୍ଷିତ ଅଛୁ’
ଲକ୍ଷ୍ନୌ, ୩୦।୫: ଜେଲ୍ରୁ ବାହାରିବା ପାଇଁ ପ୍ରାୟ ଅନ୍ତେବାସୀ ପାରୋଲ ଲାଗି ଅନେଇ ବସିଥାନ୍ତି। କିନ୍ତୁ ଉତ୍ତର ପ୍ରଦେଶର ୯ ଜେଲ୍ରେ କାରାଦଣ୍ଡ ଭୋଗୁଥିବା ୨୧ ଅନ୍ତେବାସୀଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। କୋଭିଡ୍-୧୯ ମହାମାରୀ ସମୟରେ ଆମେ ପାରୋଲରେ ଯିବାକୁ...
ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ଡୋମିନିକାକୁ ଡକ୍ୟୁମେଣ୍ଟ ପଠାଇଲା ଭାରତ
ନୂଆଦିଲ୍ଲୀ, ୩୦।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ୯ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଡୋମିନିକାକୁ ପଠାଇଛି ଭାରତ। ପଳାତକ ହୀରା ବ୍ୟବସାୟୀ ଏବେ କାରିବିଆନ...
Archives


