ସପା ରାସ୍ତାରେ ମାୟାବତୀ
ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ତାଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସ୍ପି) ମଧ୍ୟ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା...
ଦୁଇରୁ ୩ ମାସରେ ଭାଙ୍ଗିବ ବିହାର ସରକାର
ପାଟନା,୨୭।୬: ଦୁଇରୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ଯାଉଛି ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ସରକାର। ବିହାର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବଙ୍କ ଏଭଳି ଦାବି ଜାତୀୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ। କିନ୍ତୁ...
ବଡ଼ ଧରଣର ବିସ୍ଫୋରଣ ଘଟାଇବା ଯୋଜନାରେ ଥିଲେ ଆତଙ୍କବାଦୀ
ଶ୍ରୀନଗର,୨୭।୬: ଜମ୍ମୁ ବିମାନ ବନ୍ଦରରେ ଭାରତୀୟ ବାୟୁ ସେନା (ଆଇଏଏଫ୍)ର ଷ୍ଟେଶନ ଉପରେ ଦୁଇଟି ଡ୍ରୋନ ଆକ୍ରମଣ ପରେ ରବିବାର ସକାଳେ ଉଦ୍ଧାର ହୋଇଛି ଆଇଇଡି ବୋମା। ଏହି ବୋମା ଦ୍ୱାରା ସର୍ବସାଧାରଣ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ...
ଡ୍ରୋନ୍ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍ ବାଗ୍ ସିଂ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ସୀମାପାର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଛି। ଡ୍ରୋନ୍ ଦ୍ୱାରା...
ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…
ଲକ୍ଷ୍ନୌ/କାନପୁର/ଦେହାତ୍,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍ ଜିଲାର ନିଜ ଜନ୍ମସ୍ଥଳୀ ପରୋଂଖ ଗାଁରେ ଏକ ସଭାରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି।...
୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍କୁ ନେଇ ଏବେ ବି ରହିଛି ଦ୍ୱନ୍ଦ…
ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ୯୪ କୋଟି ଜନସଂଖ୍ୟାଙ୍କୁ ଭାକ୍ସିନ୍ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏବେ ମଧ୍ୟ ଦେଶର ୩୩...
ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …
ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍ ୨୪ରେ ଜମ୍ମୁ-କଶ୍ମୀର ୮ଟି...
ଭାକ୍ସିନ୍ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍ …
ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍ ନେବା ପୂର୍ବରୁ କୋଓ୍ବିନ୍ ଆପ୍ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍ ନେଇପାରିବେ। ସୁପ୍ରିମ୍କୋର୍ଟଙ୍କ କଡ଼ା ତାଗିଦ୍ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ...
ଭାକ୍ସିନ୍ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…
ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ ଦ୍ୱିଧା ଆଣନ୍ତୁ ନାହିଁ। ସଭିଏଁ ଭାକ୍ସିନ୍ ଡୋଜ୍ ନେବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ...
ଖୁସି ଖବର, ଜୁଲାଇରେ ସିଙ୍ଗଲ୍ ଡୋଜ୍ ଭାକ୍ସିନ୍ …
ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବାଜନୀକ ଟିକାକରଣ ଅନ୍ତର୍ଗତ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ୍ର ୨ ଡୋଜ୍ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରାଯାଉଛି। ସେହିପରି ରୁଷିଆ...
ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ଘଟିଛି। ରାତ୍ର ୧ଟା ୩୭ରେ ଏବଂ ୧ଟା ୪୨ରେ ୫ ମିନିଟ୍ ମଧ୍ୟରେ ୨ ଥର ବିସ୍ଫୋରଣ ଘଟିଥିବା ଏୟାରଫୋର୍ସ ଷ୍ଟେଶନ ପକ୍ଷରୁ ସୂଚନା ଦିଆଯାଇଛି। ୨ ଡ୍ରୋନ୍କୁ...
ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୫୦ ହଜାର ଟପିଛି। ଜୁନ୍ ୨୫ରେ ନୂଆ...
Archives


