ଡିଆର୍ଡିଓ ଆଣ୍ଟି-କୋଭିଡ୍ ଔଷଧ ଏବେ ବଜାରରେ, ୨-ଡିଜିଟିଏମ୍ ନାମରେ ହେବ ବିକ୍ରି…
ନୂଆଦିଲ୍ଲୀ,୨୮।୬: ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟି-କୋଭିଡ୍ ଔଷଧ ବଜାରରେ ୨-ଡିଜିଟିଏମ୍ ନାମରେ ହେବ ବିକ୍ରି କରାଯିବ। ଏନେଇ ଡିଆର୍ଡିଓ ପକ୍ଷରୁ ଘୋଷଣା କରାଯାଇଛି। ହାଇଦ୍ରାବାଦ୍ ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀରେ ତିଆରି କରାଯାଇଥିବା ଏହି ଔଷଧର ବଜାର ଦାମ୍...
ଘରେ ପଶି ଏସ୍ପିଓଙ୍କୁ ଗୁଳି କଲେ ଆତଙ୍କବାଦୀ…
ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବା ପରେ ଜଣେ ଏସ୍ପିଓଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ ହରିପରିଗାମ୍ରେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ ଏସ୍ପିଓ ଫୈୟାଜ୍ ଅହମ୍ମଦଙ୍କ ଘରେ ପଶି ଆଖିବୁଜା...
୫୦ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଜୁନ୍ ୨୭ରେ ୫୦ ହଜାର ତଳକୁ ଖସିଛିି। ଜୁନ୍...
ଝୁଲୁଛି ପିଲାଙ୍କ ଭାଗ୍ୟ
ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧାହୋଇଛି। ଅନ୍ଲାଇନ୍ରେ ପଢ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନ ଥିବାରୁ...
ସାଙ୍ଗକୁ ଭରସା କରି ଗିରଫ ହେଲେ ଯୁବକ
ରାୟପୁର,୨୭।୬: କ୍ରାଇମ କରି ଆଇନ ହାତରୁ ବଞ୍ଚିବା ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ର ରାଜଧାନୀ ରାୟପୁରରୁ। ୧୦ ବର୍ଷ ତଳର ହତ୍ୟାକାଣ୍ଡ ଉପରୁ ପର୍ଦ୍ଧା ହଟାଇଛି ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ସାଧାରଣ କଥାବାର୍ତ୍ତା।...
ଅଗଷ୍ଟ ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକା
ନୂଆଦିଲ୍ଲୀ, ୨୭।୬: ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ସୁଦ୍ଧା କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଇତିମଧ୍ୟରେ ଜାଇଡସ୍ କାଡିଲା କମ୍ପାନୀର ଭାକ୍ସିନର...
ଟିକା ଆସିଲେ ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୨୭।୬: ପିଲାଙ୍କ ପାଇଁ କୋଭିଡ୍-୧୯ ଟିକା ପ୍ରସ୍ତୁତ ହେବା ଏକ ବଡ଼ ସଫଳତା। ଏହା ଉପଲବ୍ଧ ହେବା ପରେ ସ୍କୁଲ ଖୋଲିବା ସହ ଅନ୍ୟାନ୍ୟ କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ୍ ଗୁଲେରିଆ ରବିବାର...
ସପା ରାସ୍ତାରେ ମାୟାବତୀ
ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ତାଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସ୍ପି) ମଧ୍ୟ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା...
ଦୁଇରୁ ୩ ମାସରେ ଭାଙ୍ଗିବ ବିହାର ସରକାର
ପାଟନା,୨୭।୬: ଦୁଇରୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ଯାଉଛି ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ସରକାର। ବିହାର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବଙ୍କ ଏଭଳି ଦାବି ଜାତୀୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ। କିନ୍ତୁ...
ବଡ଼ ଧରଣର ବିସ୍ଫୋରଣ ଘଟାଇବା ଯୋଜନାରେ ଥିଲେ ଆତଙ୍କବାଦୀ
ଶ୍ରୀନଗର,୨୭।୬: ଜମ୍ମୁ ବିମାନ ବନ୍ଦରରେ ଭାରତୀୟ ବାୟୁ ସେନା (ଆଇଏଏଫ୍)ର ଷ୍ଟେଶନ ଉପରେ ଦୁଇଟି ଡ୍ରୋନ ଆକ୍ରମଣ ପରେ ରବିବାର ସକାଳେ ଉଦ୍ଧାର ହୋଇଛି ଆଇଇଡି ବୋମା। ଏହି ବୋମା ଦ୍ୱାରା ସର୍ବସାଧାରଣ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ...
ଡ୍ରୋନ୍ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍ ବାଗ୍ ସିଂ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ସୀମାପାର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଛି। ଡ୍ରୋନ୍ ଦ୍ୱାରା...
ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…
ଲକ୍ଷ୍ନୌ/କାନପୁର/ଦେହାତ୍,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍ ଜିଲାର ନିଜ ଜନ୍ମସ୍ଥଳୀ ପରୋଂଖ ଗାଁରେ ଏକ ସଭାରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି।...
Archives


