ଏବିଭିପି ନେତାରୁ ମୁଖ୍ୟମନ୍ତ୍ରୀ
ଡେରାଡୁନ,୩।୭: ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଉଧାମସିଂନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଭାଜପା ରାଜ୍ୟ ଉପାଧ୍ୟକ୍ଷ ଅଛନ୍ତି। ୪୫...
‘ରାଫେଲ ଚୁକ୍ତିରେ ଦୁର୍ନୀତି ସ୍ପଷ୍ଟ’
ନୂଆଦିଲ୍ଲୀ, ୩ା୭- ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଫାଇଟର ଜେଟ୍ ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜଣେ ଫ୍ରେଞ୍ଚ ଜଜ୍ଙ୍କୁ ନିଯୁକ୍ତ କରାଯାଇଛି। ଏ...
ନର୍ସଙ୍କଠୁ ଛଡ଼ାଇ ଲୋକଙ୍କୁ ଟିକା ଦେଲେ ଟିଏମ୍ସି କାଉନ୍ସିଲର
କୋଲକାତା,୩।୭: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମହିଳା କାଉନ୍ସିଲର ତବସୁମ ଅରା ଟିକାଦାନ କେନ୍ଦ୍ରରେ ନର୍ସଙ୍କ ଠାରୁ ଟିକା ଛଡ଼ାଇ ଜଣେ ମହିଳାଙ୍କୁ ଟିକାକରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି। ରାଜ୍ୟ ରାଜଧାନୀଠାରୁ ୨୧୦ କିମି ଦୂର ଆସନସୋଲର ଟିକାଦାନ କେନ୍ଦ୍ରର...
ୟୁପି ଜିଲା ପଞ୍ଚାୟତ ନିର୍ବାଚନ: ୭୫ରୁ ୬୭ରେ ବିଜୟୀ ହେଲା ଭାଜପା
ଲକ୍ଷ୍ନୌ,୩ ।୭: ଉତ୍ତର ପ୍ରଦେଶର ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ୭୫ରୁ ୬୭ଆସନରେ ବିଜୟୀ ହୋଇଛି । ଶନିବାର ୫୩ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଏହାପୂର୍ବରୁ...
ଲାଲୁଙ୍କ ଲଣ୍ଠନ ଧରିଲେ ଜେଡିୟୁ ନେତା
ପାଟନା,୩ ।୭: ବିହାର ରାଜନୀତିରେ ଏବେ ବି ସରଗରମ ଲାଗି ରହିଛି । ଶନିବାର ଜନତାଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ସିଂ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ରେ ଯୋଗ ଦେଇଛନ୍ତି । ସେ ଶନିବାର ବିବହାରର ପୂର୍ବତନ...
ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଡେରାଡୁନ,୩ ।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଡେରାଡୁନରେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...
ଭାଜପା ଏମ୍ପି ଖେଳୁଛନ୍ତି ବାସ୍କେଟ୍ବଲ୍, ସୋସିଆଲ୍ ମିଡ଼ିଆରେ ଭାଇରାଲ…
ଭୋପାଳ,୩।୭: ଏବେ ଜଣେ ଭାଜପା ଏମ୍ପିଙ୍କର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ପ୍ରଗ୍ୟା ଠାକୁର। ପ୍ରଗ୍ୟା ଭୋପାଳରେ ବାସ୍କେଟ୍ବଲ୍ ଖେଳୁଥିବାର ୨୦ ସେକେଣ୍ଡର ଭିଡ଼ିଓ ଅନୁରାଗ ଦ୍ୱାରୀ ନାମକ ଜଣେ ୟୁଜରଙ୍କ...
୨୦୦ ସହରରେ ପେଟିମ୍ ଦେବ ୫୦ କୋଟିର କ୍ୟାସ୍ବ୍ୟାକ୍…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍ଲାଇନ୍ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ...
ଲଦ୍ଦାଖ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆର୍ଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ
ଲଦ୍ଦାଖ,୩ ।୭: କରୋନା ମହାମାରୀ ଏବେ ସବୁ କ୍ଷେତ୍ର ଉପରେ ପ୍ରଭାବ ପକାଇ ସାରିଲାଣି । ବିଶେଷ ଭାବେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଶିଳ୍ପ କେବେ ଯେ ଅଣ୍ଟା ସଳଖି ଠିଆ ହେବ ତାହା ଏବେ ପ୍ରଶ୍ନ ହୋଇ ରହିଯାଇଛି...
ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…
ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଭଣଜାଙ୍କୁ ଭଲ...
୨୧ ବର୍ଷରେ ରାଜ୍ୟରେ ୧୦ ମୁଖ୍ୟମନ୍ତ୍ରୀଙ୍କ ଶାସନ …
ଡେରାଡୁନ୍,୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ୧୧୪ ଦିନ ଶାସନ ଡୋର ଧରିବା ପରେ ତିରଥ ସିଂ ରାଓ୍ବତ ଇସ୍ତଫା ଦେଇଛନ୍ତି। ୨୦୦୦ରେ ଉତ୍ତରାଖଣ୍ଡ ସହିତ ଝାଡ଼ଖଣ୍ଡ ରାଜ୍ୟର ଜନ୍ମ ହୋଇଥିଲା। ଏହି...
ଅଗଷ୍ଟରେ ତୃତୀୟ ଲହର, ଆଇଆଇଟି କାନପୁର ଦେଲା ଚେତାବନୀ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଚେତାବନୀ ଦେଇଛି ଆଇଆଇଟି କାନପୁର। ଦେଶରେ ଅଗଷ୍ଟରେ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ଆଇଆଇଟି ପକ୍ଷରୁ କୁହାଯାଇଛି। ଦେଶରେ...
Archives


