ମନ୍ତ୍ରୀ ପଦରୁ ଇସ୍ତଫା ପରର ଯନ୍ତ୍ରଣା
ନୂଆଦିଲ୍ଲୀ,୮।୭: ଜୁଲାଇ ୭ ମୋଦି କ୍ୟାବିନେଟ ବିସ୍ତାର ହୋଇଛି। ନୂତନ ମନ୍ତ୍ରିମଣ୍ଡଳରେ ୪୩ ଜଣ ସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନେକ ମନ୍ତ୍ରୀ...
ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରରେ ଦୁଇ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଏଭଳି ଘଟିଛି। କୁଲଗାମ୍ରେ ଲଶ୍କର-ଇ-ତୋଏବାର ୨ ଜଣ...
ଇଞ୍ଜିନ ଖରାପ, ଡବା ବଦଳିଲା
ନୂଆଦିଲ୍ଲୀ,୮ା୭: ଇଞ୍ଜିନ ଖରାପ ହୋଇଯାଇ ଥିବାବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ...
୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ ବଢୁଛି ପୁଣି ଦିନେ କମୁଛି। ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି...
ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଳମ୍ଙ୍କ ସ୍ତ୍ରୀଙ୍କୁ ହତ୍ୟା
ନୂଆଦିଲ୍ଲୀ, ୮।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର୍. କୁମାରମଙ୍ଗଳମ୍ଙ୍କ ସ୍ତ୍ରୀ କିଟ୍ଟି କୁମାରମଙ୍ଗଳମ୍ଙ୍କୁ ମଙ୍ଗଳବାର ରାତିରେ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରସ୍ଥିତ ବାସଭବନରୁ ୬୭ ବର୍ଷୀୟ କିଟ୍ଟିଙ୍କ ମୃତଦେହ ମିଳିଛି। ପ୍ରାରମ୍ଭିକ ଅନୁଧ୍ୟାନ ଅନୁଯାୟୀ...
ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
ଶିମଲା,୮।୭: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ରେ ଶିମଲା...
ଆଇନ ଡିଗ୍ରୀ ଧାରୀଙ୍କୁ ମିଳିଲା ଆଇନ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟା ପାଇଥିବା ୬ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜୁଜି। ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଛି। ଏହାବାଦ୍ ସେ ସମ୍ଭାଳୁଛନ୍ତି ଯୁବ ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର ଓ ଆୟୁଷ...
ମୋଦିଙ୍କ କ୍ୟାବିନେଟରେ ୭ ମହିଳା
ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ୭ ଜଣ ମହିଳା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁପ୍ରିୟା ସିଂ ପଟେଲ ଉତ୍ତରପ୍ରଦେଶ ମିର୍ଜାପୁରରୁ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ପୂର୍ବ ମୋଦି ସରକାରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ସୁଶ୍ରୀ ଶୋଭା...
ନିର୍ବାଚନୀ ଥୋପ: ୟୁପିରୁ ସର୍ବାଧିକ ୭ ମନ୍ତ୍ରୀ
ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ କୌଶଲ କିଶୋର, ଏସ୍.ପି. ବାଘେଲ, ପଙ୍କଜ ଚୌଧରୀ, ବି.ଏଲ୍. ବର୍ମା, ଅଜୟ କୁମାର, ଭାନୁ ପ୍ରତାପ ବର୍ମା ଏବଂ...
ଏହି ମନ୍ତ୍ରଣାଳୟ ସମ୍ଭାଳିବେ ରାହୁଲଙ୍କ ପୂର୍ବତନ ଘନିଷ୍ଠ ସିନ୍ଧିଆ
ନୂଆଦିଲ୍ଲୀ,୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୂର୍ବତନ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବିମାନ ଚଳାଚଳ ମନ୍ତ୍ରଣାଳୟ। ପୂର୍ବରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ହର୍ଦୀପ ପୁରୀଙ୍କୁ ଦିଆଯାଇଛି ସହରାଞ୍ଚଳ ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ନୂଆ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୭: ନୂଆ ମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ୪୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅଭିନନ୍ଦନ ଜଣାଇଛନ୍ତି। ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହକର୍ମୀଙ୍କୁ...
ଦେଶକୁ ମିଳିଲା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ, ସାମ୍ନାରେ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ ଧରଣର ଅଦଳବଦଳ କରାଯାଇଛି। ଦେଶକୁ ମିଳିଛି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ବାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ...
Archives


