୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…
ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍ ଟ୍ୟାକ୍ସ୍ ବାବଦରେ ସରକାର ୩.୩୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି।...
ଓଟିରେ ବିୟର ବୋତଲ, ଚଢ଼ାଉ ସମୟରେ ୨୯ ହସ୍ପିଟାଲର ପର୍ଦ୍ଦାଫାଶ୍…
ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ଏଠାରେ ଥିବା ହସ୍ପିଟାଲ ଗୁଡ଼ିକ ନିଜ ଇଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଭୟ ନାହିଁ। ରୋଗୀଙ୍କ ଜୀବନ ସହିତ ଖେଳ ହେଉଛି। ଜିଲା ପ୍ରଶାସନ...
ପ୍ରିୟଙ୍କାଙ୍କୁୁ ସାକ୍ଷାତ୍ କରିବାକୁ ଜିଦ୍ ଧରିଲେ କଂଗ୍ରେସକର୍ମୀ, ଫିଲ୍ମ ଷ୍ଟାଇଲ୍ରେ ପାଣି ଟାଙ୍କିରେ ଚଢ଼ିଲେ…
ଲକ୍ଷ୍ନୌି,୨୦।୭: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିବା ପାଇଁ ଜଣେ କର୍ମୀ ଜିଦ୍ ଧରି ତୁମୁଳ କାଣ୍ଡ ଭିଆଇଛନ୍ତି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସକର୍ମୀ କେ.ଡ଼ି. ଦିକ୍ଷୀତ ହାତରେ ପୋଷ୍ଟର ଧରି ପାଣିଟାଙ୍କିରେ ଚଢ଼ି ଫିଲ୍ମ ଷ୍ଟାଇଲ୍ରେ...
ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…
ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ ପ୍ରଥମ ଘଟଣା। ପୂର୍ବ ଆସାମର ଦିବ୍ରୁଗଡ଼ ଜିଲାରେ ବାସ କରୁଥିବା ମହିଳା ଡାକ୍ତରଙ୍କ...
୧୨୫ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…
ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୨ ଦିନ...
ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିବା ଅଭିଯୋଗ…
ମୁମ୍ବାଇ,୨୦।୭: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରୁଥିବା ଏବଂ ଆପତ୍ତିଜନକ କଣ୍ଟେ୍ଟ ଅପଲୋଡ୍ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ରାଜ୍ଙ୍କୁ ଗିରଫ କରିଛି। ୨୦୨୧ ଫେବୃୟାରୀରେ ଏନେଇ...
ବର୍ଷାରେ ଦିଲ୍ଲୀ ଉବୁଟୁବୁ
ନୂଆଦିଲ୍ଲୀ, ୨୦।୭(ପି.ଟି.): ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥିଲା। ଆଇଟିଓ, ରିଙ୍ଗ୍ ରୋଡ୍, ପ୍ରଗତି ମଇଦାନ, ପାଲାମ, କିରାରି ଏବଂ ରୋହତକ୍...
ବୃହତ୍ ଶିଳ୍ପରେ ପରିଣତ ହେଲାଣି ହସ୍ପିଟାଲ
ନୂଆଦିଲ୍ଲୀ, ୨୦।୭(ଆଇଏଏନ୍ଏସ୍): ହସ୍ପିଟାଲଗୁଡ଼ିକ ବୃହତ ଶିଳ୍ପରେ ପରିଣତ ହୋଇଛନ୍ତି। ଜନସାଧାରଣଙ୍କ ବିପତ୍ତିରୁ ଫାଇଦା ଉଠାଇ ସେମାନେ ବଡ଼ ହୋଇଛନ୍ତି। ଜୀବନ ବଦଳରେ ସେଗୁଡ଼ିକୁ ସମୃଦ୍ଧ ହେବାକୁ ଦିଆଯାଇପାରିବ ନାହିଁ। ଏଭଳି ହସ୍ପିଟାଲଗୁଡ଼ିକୁ ବନ୍ଦ କରିଦେବା ଭଲ ବୋଲି ସର୍ବୋଚ୍ଚ ଅଦାଲତ...
ତାଲିକାରେ ଅଶ୍ୱିନୀ, ରାହୁଲ
ନୂଆଦିଲ୍ଲୀ, ୨୦ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏଓ୍ବେର ଜାଲରେ ଛନ୍ଦି ହୋଇଛନ୍ତି ଭାରତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଦେଶର ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିରୋଧୀ ଦଳର ବରିଷ୍ଠ ନେତା,...
ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ
ମୁମ୍ବାଇ,୧୯।୭: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ ଫିଲ୍ମ (ପର୍ନ) ପ୍ରସ୍ତୁତ କରି ଏହାକୁ ବିଭିନ୍ନ ମୋବାଇଲ ଆପ୍ରେ ଛାଡୁଥିବା ଅଭିଯୋଗ...
ଲଦାଖରେ ଚାଇନାର ନୂଆ ଏୟାରବେସ୍
ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା ସହ ସୈନ୍ୟମାନଙ୍କ ପାଇଁ ସ୍ଥାୟୀ କଂକ୍ରିଟ ଶିବିର ନିର୍ମାଣ କରୁଛି। ଏଥିସହିତ ଲଦାଖ...
ମୁକ୍ତାର ଆବାସ ନକଭୀଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୧୯।୭: ଭାଜପା ବରିଷ୍ଠ ନେତା ମୁକ୍ତାର ଆବାସ ନକଭୀଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ମୁକ୍ତାର ରାଜ୍ୟସଭାରେ ଭାଜପା ସଂସଦୀୟ ଦଳର ଉପନେତା ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଭାଜପା ପୀୟୂଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳ ନେତା...
Archives


