Advertisement
Posted inଜାତୀୟ

ମୁକ୍ତାର ଆବାସ ନକଭୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୭: ଭାଜପା ବରିଷ୍ଠ ନେତା ମୁକ୍ତାର ଆବାସ ନକଭୀଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ମୁକ୍ତାର ରାଜ୍ୟସଭାରେ ଭାଜପା ସଂସଦୀୟ ଦଳର ଉପନେତା ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଭାଜପା ପୀୟୂଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳ ନେତା ନିଯୁକ୍ତି କରିଥିଲା।

ଭାଜପା ନେତା ନକଭୀ ଦୀର୍ଘ ଦଶନ୍ଧି ହେଲା ଦଳ ପାଇଁ କାମ କରୁଛନ୍ତି। ସେ ମୋଦି ସରକାର-୧ରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ। ସେ ଏକମାତ୍ର ମୁସଲିମ ଚେହେରା ଭାବେ କ୍ୟାବିନେଟରେ ଅଛନ୍ତି। ଅଟ୍ଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୭।୧୨: କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡର ଗୁଳିକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ସପ୍ତାହେ ମଧ୍ୟରେ କଂଗ୍ରେସ...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼...

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ...

ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ।...

ଭୂମି ପୂଜନ ଅବସରରେ ଗୀତ ଗାଇଲେ ଏହି ରାଜନେତା

ମୁମ୍ବାଇ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିଛନ୍ତି। କରୋନା ଯୋଗୁ ଏହି...

ପୋଲ ଭାଙ୍ଗିବା ଘଟଣା ମିଛ ବୋଲି କହିଲେ ନୀତୀଶ ସରକାର

ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ...

ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଆଇପିଏସ୍‌

ଚେନ୍ନାଇ,୨୪।୨: ତାମିଲନାଡୁର ଜଣେ ମହିଳା ଆଇପିଏସ୍‌ ଅଫିସର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପିଡନା ଓ ଅସଦାଚରଣ କରିଥିବା ଅଭିଯୋଗ।...

ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍‌ଆଇ

ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍‌-ଇନସପେକ୍ଟର(ଏସ୍‌ଆଇ) ୬୫...

Advertisement
Archives

Model This Week