Posted inଜାତୀୟ

ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ,୧୯।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ ଫିଲ୍ମ (ପର୍ନ) ପ୍ରସ୍ତୁତ କରି ଏହାକୁ ବିଭିନ୍ନ ମୋବାଇଲ ଆପ୍‌ରେ ଛାଡୁଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଗତ ଫେବୃୟାରୀରେ ମାମଲା ରୁଜୁ ହୋଇଥିଲା ବୋଲି ମୁମ୍ବାଇ ପୋଲିସ କମିଶନର ହେମନ୍ତ ନଗ୍ରାଲେ କହିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ-ସିଆଇଡି ଏହାର ତଦନ୍ତ ଚଳାଇଥିଲା। କୁନ୍ଦ୍ରା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶିଷଙ୍କ ଜାମିନ ଆବେଦନର ବିଚାର ୨୦ ଜାନୁୟାରୀରେ…

ନୂଆଦିଲ୍ଲୀ,୧୧।୧ : ଲଖିମପୁର ଖେରୀରେ ଚାଷୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସୁପ୍ରିମକୋର୍ଟ...

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି...

ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ...

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ...

ପୁଣିଥରେ ପାକିସ୍ତାନର ମନେ ପଡିଲା ପୂର୍ବ ପ୍ରକୃତି

ଶ୍ରୀନଗର,୭।୮: ପାକିସ୍ତାନ ସେନା ଦ୍ୱାରା ଶୁକ୍ରବାର ଜମ୍ମୁ-କଶ୍ମୀରର ନୌଗାମ ଓ ତାଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ପଟରୁ ହୋଇଥିବା ଗୁଳି ବର୍ଷଣ ଓ...

କଷଟି ପଥରରେ ସଂଘୀୟ ସହଯୋଗିତା

ନୂଆଦିଲ୍ଲୀ,୭ା୫: ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଅଦ୍ୟାବଧି ୧୧୨ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘାତକ ଭୂତାଣୁ ୩.୫ ନିୟୁତ...

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି...

ଚାଞ୍ଚଲ୍ୟକର ଖୁଲାସା: ଆଇଏସଆଇ ସମ୍ପର୍କରେ ଥିଲେ ଅମ୍ରିତପାଲ

ଚଣ୍ଡିଗଡ, ୧୯।୩: ଖଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ୍‌ ସିଂଙ୍କ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ସାମ୍ନାକୁ...

Advertisement
Archives

Model This Week