ଜାତୀୟ

ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୦।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆତଙ୍କବାଦେୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ଦିଲ୍ଲୀର ସୁରକ୍ଷା ପାଇଁ ହାଇ ଆଲର୍ଟ…

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର ଫିଙ୍ଗୁଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟରେ ସାମିଲଥିବା ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।…

ଦୈନିକ ସଂକ୍ରମଣ ୧୯ ହଜାର ତଳେ…

ନୂଆଦିଲ୍ଲୀ,୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୧୬୬ ରେ…

ସଂସଦୀୟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ, ୧୦।୧୦: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଶନିବାର ବିଭିନ୍ନ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରିଛନ୍ତି। ଭୂପିନ୍ଦର ସିଂ ଯାଦବଙ୍କ ସ୍ଥାନରେ ଭାଜପା ନେତା ତଥା ବିହାରର ପୂର୍ବତନ…

୧୬ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ-ରାଣେ

ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଶନିବାର ଏକ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ପରସ୍ପରର ତୀବ୍ର ବିରୋଧୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଶ ସ୍ବାଧୀନ…

ସିବିଆଇ ମୁଖ୍ୟଙ୍କୁ ଥାନାକୁ ଡକାଇଲା ପୋଲିସ

ମୁମ୍ବାଇ,୯।୧୦: ରାଜନୈତିକ ଝଡ଼ ସୃଷ୍ଟି କରିଥିବା ଫୋନ ଟାପିଂ ଓ ଡାଟା ଲିକ୍‌ ସମ୍ପର୍କିତ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ଚାଲିଛି। ଏ ସଂକ୍ରାନ୍ତରେ ପଚରାଉଚୁରା ପାଇଁ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୈଶ୍ୱାଲଙ୍କୁ ସମନ୍‌ ପଠାଇଛି ମୁମ୍ବାଇ ପୋଲିସର ସାଇବର…

ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ମାରିଲେ

ଜୟପୁର,୧୦।୧୦: ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି ସ୍ବାମୀ ଓ ତାଙ୍କ ପରିବାର ସମ୍ପର୍କିୟ। ଗୁରୁବାର ରାଜସ୍ଥାନର ହନୁମାନଗଡ଼ ଜିଲାରେ ଏଭଳି ଘଟଣା ଘଟିଛି। ସୋସିଆଲ ମିଡିଆରେ ହତ୍ୟାକାଣ୍ଡର କିଛି ଭିଡିଓ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।…

ପରୀକ୍ଷାର ଦିନକ ପୂର୍ବରୁ ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୯।୧୦: ୟୁପିଏସ୍‌ସି ପ୍ରିଲିମ୍‌ ୨୦୨୧ ପରୀକ୍ଷା ରବିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ରୀୟ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଜଣେ ୨୫ ବର୍ଷୀୟ ୟୁପିଏସ୍‌ସି ଆଶାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଭାଦୋହି ଅଞ୍ଚଳର ଆକାଂକ୍ଷା…

ଦେଶକୁ ଡରାଇଲାଣି ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ,୯।୧୦: ପୂରା ଦେଶରେ କୋଇଲା ସଙ୍କଟ ଘନେଇବାରେ ଲାଗିଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ(ୟୁପି)ରେ ମଧ୍ୟ ବିଦ୍ୟୁତ୍‌ କାଟ ହେବା ନେଇ ଘୋଷଣା ହୋଇସାରିଲାଣି। ବିଦ୍ୟୁତ୍‌ ସଙ୍କଟରୁ ବର୍ତ୍ତିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମାଗିବା…

ଲମ୍ବା ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୯।୧୦: ଲଖିମପୁର ଖେରି ହିଂସା ଘଟଣାରେ ଶନିବାର ସନ୍ଧ୍ୟାରେ ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚୁରା କରିଥିଲା ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର…

ଆମରଣ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା କ୍ରାଇମ୍‌ ବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି। ଏହାପରେ ଆମରଣ ଅନଶନ ଭାଙ୍ଗିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ…

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ ତାଙ୍କୁ ପଚରାଉଚୁରା ପାଇଁ ଏନ୍‌ସିବି ଡକାଇଛି। ମୁମ୍ବାଇର ଏକ କୋର୍ଟ ଶାହରୁଖଙ୍କ ପୁଅ ଆର୍ୟନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri