ମସ୍ଜିଦରେ ଜାତୀୟ ସଙ୍ଗୀତକୁ ବିରୋଧ
ଆଗ୍ରା, ୨୦।୮: ମସ୍ଜିଦ ପରିସରରେ ଜାତୀୟ ସଙ୍ଗୀତ ଗାନ କରିବା ଇସ୍ଲାମ ବିରୋଧୀ ଦର୍ଶାଇଥିଲେ ଆଗ୍ରା ଜାମା ମସ୍ଜିଦ୍ର ଜଣେ ଖ୍ୟାତନାମା ମୌଲବୀ। ଏଥି ଲାଗି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ବାଧୀନତା ଦିବସରେ ସ୍ଥାନୀୟ ଭାଜପା ନେତା...
ବଦଳିବାକୁ ଯାଉଛି ଲକର ନିୟମ
ନୂଆଦିଲ୍ଲୀ,୨୦।୮: ୨୦୨୨ ଜାନୁୟାରୀ ପହିଲାରୁ ସାରା ଦେଶରେ ନୂଆ ଲକର ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ଜରୁରୀ କାଗଜପତ୍ର କିମ୍ବା ଗହଣା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସେଫ୍ ଡିପୋଜିଟ ଲକର ନେଇଛନ୍ତି ତେବେ ଖୁସି ଖବର। ଏଥିରେ...
ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍ଏମ୍ଏସ୍
ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍ଏମ୍ଏସ୍ ଭାଇରାଲ ହୋଇଥିଲା। ଏବେ ଆଉ ଜଣେ ଭୋଜପୁରୀ ଆକ୍ଟ୍ରେସ ପ୍ରିୟଙ୍କା ପଣ୍ଡିତଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ ହୋଇଛି। କିଛି...
ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ୩.୮୬ କୋଟି
ନୂଆଦିଲ୍ଲୀ,୧୯।୮: ଦେଶରେ ୩.୮୬ କୋଟିରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍ ଭାକ୍ସିନ ପ୍ରଥମ ଡୋଜ୍ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ କରାଯାଇଥିବା ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ...
କାର୍ରେ ମହିଳାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୧୯।୮ : ଜଣେ ୨୨ ବର୍ଷୀୟା ମହିଳାଙ୍କୁ କାର୍ ଭିତରେ ୨ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରୁ। ମହିଳାଙ୍କୁ ଚାକିରି କରାଇଦେବାକୁ କହି ଅଭିଯୁକ୍ତମାନେ ଦିଲ୍ଲୀ ନେଇ ଆସିଥିଲେ। ସୋମବାର ବଳାତ୍କାର କରିବା...
ରାତାରାତି ମନ୍ଦିରରୁ ଉଠିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଚ୍ୟୁ
ମୁମ୍ବାଇ,୧୯।୮ : ମହାରାଷ୍ଟ୍ରର ପୁଣେରେ ଭାଜପା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପତ୍ତି ଉଠାଯିବା ପରେ ରାତାରାତି ଗାଏବ ହୋଇଯାଇଛି ମୋଦିଙ୍କ ଷ୍ଟାଚ୍ୟୁ। ଭାଜପା କର୍ମୀ ତଥା ପ୍ରଧାନମନ୍ତ୍ରୀ...
ରାଷ୍ଟ୍ରପତିଙ୍କ ହେଲା ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୧୯।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଗୁରୁବାର ଅସ୍ତ୍ରୋପଚାର କରାଯାଇଛି। ଏକ ଡାକ୍ତରୀଦଳ ରାଷ୍ଟ୍ରପତିଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଅସ୍ତ୍ରୋପଚାର ସଫଳତାର ସହ...
ମେଜର ଧ୍ୟାନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ
ଲକ୍ଷ୍ନୌ.୧୯ ।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ...
ଆମେରିକା ସେନାଙ୍କ ସହାୟତାରେ ଦୋହା ଯାଇଥିବା ୧୫୦ ଭାରତୀୟ ଫେରିବେ ସ୍ୱଦେଶ
ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା କାମ ପୁଣିଥରେ ଆରମ୍ଭ ହୋଇଛି । ଆମେରିକା ସେନା ଆଫଗାନିସ୍ତାନରୁ ପ୍ରାୟ ୧୫୦ ଭାରତୀୟଙ୍କୁ କତାର ଏୟାରୱେଜରେ ଦୋହା ପଠାଇ ଦେଇଥିଲେ । ଏବେ ଦୋହାରୁ ଏମାନେ ଦିଲ୍ଲୀ ଫେରିବେ...
ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ଖେଳାଳିଙ୍କ ସହ...
ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଲଜ୍ୟା ଲାଗିବା ଦରକାର: ଯୋଗୀ
ଲକ୍ଷ୍ନୌ,୧୯ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିବାନ ସମର୍ଥକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି ସେମାନେ ସେଠାକାର ମହିଳା ଓ ଶିଶୁଙ୍କ ପରିସ୍ଥିତି ଦେଖିବା ଦରକାର । ଗୁରୁବାର...
ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା
ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ ବିଭିନ୍ନ ଦେଶ ସହ ସମ୍ପର୍କ କରିଥିଲେ ମଧ୍ୟ କେହି ତାଙ୍କୁ ରଖିବାକୁ ରାଜି...
Archives


