କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ବିଘ୍ନବିନାଶକଙ୍କ ଆରାଧନା, ମୁମ୍ବାଇ ପେଣ୍ଡାଲରେ ଦର୍ଶନ ମନା
ମୁମ୍ବାଇ,୧୦ ।୯: କରୋନା ମହାମାରୀ ମଧ୍ୟରେ ସମସ୍ତ ବିଘ୍ନବିନାଶକାରୀ ବିନାୟକଙ୍କ ପୂଜା ଆରମ୍ଭ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜାକୁ ଲୋକେ ଏଥର ଗହଳି ନ କରି ସତର୍କତାର ସହ ପାଳନ କରିବାକୁ କୁହାଯାଇଛି...
୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ
ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଝାରସୁଗୁଡା ବିମାନ ବନ୍ଦର ମଧ୍ୟ...
ଅପେକ୍ଷାର ହେବ ଅନ୍ତ: ଦେଶକୁ ମିଳିବ ଗୋଟିଏ ଡୋଜ ବାଲା ଟିକା!
ନୂଆଦିଲ୍ଲୀ,୧୦ ।୯: କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ ସମସ୍ତେ ଗୋଟିଏ ଡୋଜ୍ ବାଲା ଭ୍ୟାକ୍ସିନକୁ ଅପେକ୍ଷା ରଖିଛନ୍ତି । ହେଲେ ଖୁବଶୀଘ୍ର ଏହାର ଅନ୍ତ ଘଟିବ ବୋଲି ଜଣାପଡିଛି । ଆସନ୍ତା ମାସରେ ଦେଶରେ ଏହା ଉପଲବ୍ଧ ହେବ...
ଆଖୁ ପାଇଁ ପଞ୍ଜାବ-ହରିୟାଣା ମୁହାଁମୁହିଁ
ଚଣ୍ଡିଗଡ଼,୧୦।୯: ଆଖୁ ମୂଲ୍ୟ ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ ଓ ହରିୟାଣା ସରକାର। ହରିୟାଣାରେ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ ତେଜୁଥିବା ବେଳେ ଭାଜପା ଓ ଜେଜେପି ସରକାର ବାଜି ମାରି ନେଇଛନ୍ତି। ପଞ୍ଜାବରେ ପୂର୍ବରୁ କୁଇଣ୍ଟାଲ...
‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ୪ଟି ନୂଆ ବିମାନ ବନ୍ଦର ନିର୍ମାଣ ଓ ‘ଉଡାଣ’ ଯୋଜନାର...
ଆଇଆଇଏସ୍ସି ଦେଶର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ: ଶିକ୍ଷାମନ୍ତ୍ରୀ
ବେଙ୍ଗାଲୁରୁ,୯ା୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ। ସେହିପରି ଆଇଆଇଟି ମାଡ୍ରାସ ଦ୍ୱିତୀୟ ଶ୍ରେଷ୍ଠ ଏବଂ ଆଇଆଇଟି ବମ୍ବେ ଗବେଷଣା କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ତାଲିକାରେ ସ୍ଥାନ ପାଇଛି। ଶିକ୍ଷାମନ୍ତ୍ରୀଙ୍କ...
ଫ୍ଲାଟରୁ ମିଳିଲା କଶ୍ମୀର ନେତାଙ୍କ ମୃତଦେହ
ନୂଆଦିଲ୍ଲୀ,୯।୯: ରାଜଧାନୀସ୍ଥିତ ମୋତି ନଗର ଅଞ୍ଚଳର ଏକ ଫ୍ଲାଟରୁ ଗୁରବାର ମିଳିଛି ଜମ୍ମୁ କଶ୍ମୀରର ନେତା ୱାଜିରଙ୍କ ମୃତଦେହ । ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା କରାଯାଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏ...
ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ ବଡ଼ ବିଜୟ ହାସଲ କରିଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର। ଫଳରେ ଦିଲ୍ଲୀ ମେଟ୍ରୋରୁ ରିଲାଏନ୍ସ...
ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ...
ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ
ଡେରାଡୁନ,୯ ।୯: ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି ଆଗକୁ ବି ସେ...
ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ ପାଇଁ କୋଠରୀ ଯୋଗାଇ ଦେବାକୁ ନେଇ ଭାଜପାର ବିରୋଧ ପ୍ରଦର୍ଶନ
ରାଞ୍ଚି,୯ ।୯: ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ କରିବାକୁ କୋଠରୀ ଯୋଗାଇ ଦେବାକୁ ବିରୋଧ କରି ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଶହ ଶହ କର୍ମୀ ବିଧାନସଭା ଘେରାଉ ପାଇଁ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଝାଡ଼ଖଣ୍ଡ ମୁକ୍ତି...
କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!
ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ ୧ କୋଟି ୬୦ ଲକ୍ଷ ହୋଇଥିବା ଜଣାପଡିଛି ।...
Archives


