ଜାତୀୟ

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ ୨ଜଣ ପୁଅ ଓ ୨ଜଣ ଝିଅ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କସାୟା ଥାନା ଅଞ୍ଚଳର…

ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆଇଟି ଚଢ଼ାଉ

ଗୁରଗାଓଁ,୨୩।୩: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ…

ସଲମାନଙ୍କ ବିରୋଧରେ ସମନ, ଏପ୍ରିଲ ୫ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୩।୩: ପୁଣି ଥରେ ବିବାଦ ମଧ୍ୟକୁ ଆସିଛନ୍ତି ଦବଙ୍ଗ ଖାନ୍‌ । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନଙ୍କୁ ପୁଣି ଥରେ କୋର୍ଟରେ ହାଜର ହେବାକୁ ପଡିପାରେ। ଚାରି ବର୍ଷ ପୂର୍ବରୁ ସଲମାନ ଏବଂ…

ହାଇଦ୍ରାବାଦ ଗୋଦାମରେ ଅଗ୍ନିକାଣ୍ଡ: ୧୧ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୩।୩: ହାଇଦ୍ରାବାଦରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ବୋୟାଗୁଡ଼ା ଅଞ୍ଚଳରେ ଏକ କବାଡ଼ିଆ ଦୋକାନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତ ବ୍ୟକ୍ତି ସମସ୍ତ ବିହାର ଛପରାର ଆଜମପୁରା ଗ୍ରାମର ହୋଇଥିବା ବେଳେ ଏଠାକାର…

ନୋଭୋଭାକ୍ସ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୩।୩: ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକାକରଣ ଜାରି ରହିଛି । ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଅନୁମତି ମିଳିଥିବା ବେଳେ ଏବେ ଆଉ ଏକ ଟିକାକୁ ଅନୁମତି ମିଳିଛି । ସେରମ ଇନଷ୍ଟିଚ୍ୟୁଟ ଅଫ…

ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌। ଲିଟର ପିଛା ୭୫ରୁ ୯୫ ପଇସା ପର୍ଯ୍ୟନ୍ତ ବଢିଲା ଦାମ୍‌। ଦିଲ୍ଲୀରେ ୮୦ ଏବଂ ମୁମ୍ବାଇରେ ୮୫ ପଇସା ବଢିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ ୭୬ ପଇସା ବୃଦ୍ଧି…

୬୦ କିଲୋମିଟର ମଧ୍ୟରେ ଦେବାକୁ ହେବ ଗୋଟିଏ ଥର ଟୋଲ ଫି: ଗଡକରୀ

ନୂଆଦିଲ୍ଲୀ,୨୩ ।୩: ହାଇୱେରେ ଯାତ୍ରା କରିବା ଏବେ ଶସ୍ତା ପଡିବ । ବାରମ୍ବାର ଦେଉଥିବା ଟୋଲ ଟ୍ୟାକ୍ସରୁ ମୁକ୍ତି ମିଳିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଏବେ ୬୦ କିଲୋମିଟର ମଧ୍ୟରେ ଗୋଟିଏ ମାତ୍ର ଟୋଲ…

ଆଜି ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଡେରାଡୁନ,୨୩ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ଡେରାଡୁନର ପରେଡ ଗାଉଣ୍ଡରେ ଅନୁଷ୍ଠିତ ହେବ । ଦିନ ପ୍ରାୟ ୨ଟା ୩୦ରେ ଏହା ଆୟୋଜନ କରାଯାଇଛି ।…

ଦିଲ୍ଲୀରେ ହାଇ ଆଲର୍ଟ, ସରୋଜିନି ମାର୍କେଟରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୩ ।୩: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲା । ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏକ ଅଜ୍ଞାତ…

ସଂସଦରେ ଇନ୍ଧନ ତାତି

ନୂଆଦିଲ୍ଲୀ,୨୩ା୩: ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଦର ବୃଦ୍ଧିର ତାତି ମଙ୍ଗଳବାର ପାର୍ଲାମେଣ୍ଟର ଉଭୟ ଗୃହରେ ଅନୁଭୂତ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିବାରୁ ଲୋକ ସଭା ଓ…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ନେତା ୟୁକ୍ରେନ୍ ସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧକୁ…

ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ, ୨୩ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଛି। ଆମେରିକା ରାଜନୈତିକ ବ୍ୟାପାର ବିଭାଗ ଅନୁସଚିବ ଭିକ୍ଟୋରିଆ ନୁଲାଣ୍ଡ ସୋମବାର ନୂଆଦିଲ୍ଲୀରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଭେଟି ଏ ବାବଦରେ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?