ଜାତୀୟ

ତଥ୍ୟ ଦେବାକୁ କେନ୍ଦ୍ର ଅମଙ୍ଗ

ନୂଆଦିଲ୍ଲୀ, ୧୪।୯: ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ର ସରକାର ଅଡ଼ୁଆରୁ ମୁକୁଳିପାରୁ ନାହାନ୍ତି। ପେଗାସସ୍‌ ଗୁପ୍ତଚରଗିରି ବିବାଦରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ସଂସଦର ମୌସୁମୀ ଅଧିବେଶନରେ ଘେରିଥିବା ବେଳେ...

ମୃତଦେହକୁ ଦ୍ୱିତୀୟ ଡୋଜ୍‌

ଅନନ୍ତପୁର(ଆନ୍ଧ୍ରପ୍ରଦେଶ),୧୪।୯: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିଡ-୧୯ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପୁଅ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଏକ ମେସେଜ ଆସିଥିଲା। ସେଥିରେ ତାଙ୍କ ବାପାଙ୍କୁ...

ପୁଣି ଥରେ ଜାତୀୟ ସୁରକ୍ଷା ଆଳ ଦେଖାଇଲେ ସରକାର

ନୂଆଦିଲ୍ଲୀ, ୧୪ା୯: ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପେଗାସସ୍‌ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରି ହେବନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବ୍ୟକ୍ତିଙ୍କ ପାଇଁ ସରକାର କେଉଁ ସଫ୍ଟଓ୍ବେର ବ୍ୟବହାର କରୁଛନ୍ତି, ତାହା ସାର୍ବଜନୀନ...

ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ପଢିବେ ରାମାୟଣ, ମହାଭାରତ

ଭୋପାଳ,୧୩।୯: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ଅଂଶବିଶେଷ ସ୍ବରୂପ ଏବଂ ଛାତ୍ରୀଛାତ୍ରଙ୍କ ଶିକ୍ଷା ପାଇଁ ଏହା କରାଯାଇଥିବା ରାଜ୍ୟର...

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କଲେ ଦୂର ସମ୍ପର୍କୀୟ

ବସ୍ତି,୧୩।୯: ଜଣେ ୧୬ ବର୍ଷୀୟ ନାବାଳକ ପଡ଼ୋଶା ଘରର ୮ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଛନ୍ତି। ଉତ୍ତରପ୍ରଦେଶର ବସ୍ତି ଜିଲାରେ ରବିବାର ଏଭଳି ଘଟଣା ଘଟିଛି। ବସ୍ତି ଥାନା ଏସ୍‌ପି ଆଶିଷ ଶ୍ରୀବାସ୍ତବ କହିଛନ୍ତି, ରବିବାର ସନ୍ଧ୍ୟା ୬ଟାରେ ପୋଲିସ...

ମଦ ପିଆଇ ୨ ଭଉଣୀଙ୍କୁ ଗଣବଳାତ୍କାର

ଇଟାଓ୍ବା,୧୩।୯: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଛି। ୨ ଭଉଣୀଙ୍କୁ ୩ ଜଣ ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଛି। ସେଫାଇ ଥାନାରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।...

ଆନ୍ଦୋଳନ ପାଇଁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ

ଚଣ୍ଡିଗଡ଼,୧୩।୯: ଗତ ବର୍ଷ ଠାରୁ ଚାଲୁଥିବା ଚାଷୀ ଆନ୍ଦୋଳନ ଉପରେ ପ୍ରଥମ ଥର ଚିନ୍ତା ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଆନ୍ଦୋଳନ କାରଣରୁ ପଞ୍ଜାବ ଅର୍ଥନୀତି ଆଗେଇ ପାରୁନାହିଁ। କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରେ ଭାଗ ନେଉଥିବା...

‘ମନ୍ତ୍ରୀ ପଦ ପାଇଁ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲି’

ବେଲାଗାଭି,୧୩।୯: କର୍ନାଟକରେ କଂଗ୍ରେସ ଓ ଜେଡିଏସ୍‌ ସରକାର ଭାଙ୍ଗିବା ପୂର୍ବରୁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ପାଇଁ ମୋତେ ଟଙ୍କା ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ରବିବାର ଏଭଳି ଦାବି ସହ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ଭାଜପା ବିଧାୟକ...

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଅଲିପୋରର ସର୍ଭେ ଭବନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ବିରୋଧୀଦଳର...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡେଜଙ୍କ ପରଲୋକ

ମେଙ୍ଗାଲୁରୁ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଡେଜଙ୍କ ସୋମବାର ପରଲୋକ ହୋଇଛି । କର୍ନାଟକର ମେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୦ ବର୍ଷିୟ ଫର୍ଣ୍ଣାଡେଜ କିଛି ଦିନ ହେବ ଅସୁସ୍ଥ ଥାଇ...

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ୧୫ ମାସ ବାକି ଥିବା...

ସଙ୍ଗିନ ଅପରାଧୀଙ୍କୁ ମହାମାରୀ ଜାମିନ୍‌ ମନା, ଏଚ୍‌ପିସି…

ନୂଆଦିଲ୍ଲୀ,୧୩।୯: କରୋନା ମହାମାରୀ ଯୋଗୁ ଜେଲ୍‌ରେ ଅପରାଧୀଙ୍କ ଭିଡ଼ କମାଇବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଡକାୟତି, ଲୁଟ୍‌, ଟଙ୍କା ପାଇଁ ଅପହରଣ ଆଦି ସଙ୍ଗିନ ମାମଲା ସହିତ ଜଡ଼ିତ ଥିବା ଅପରାଧୀଙ୍କୁ ମହାମାରୀ ଜାମିନ ମିଳିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri