ଚନ୍ନୀ କ୍ୟାବିନେଟର ଶପଥ ଗ୍ରହଣ ପୂର୍ବରୁ ପୁଣି ବିବାଦ
ଚଣ୍ଡିଗଡ଼,୨୬ ।୯: ରାଣା ଗୁରଜିତ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ଖବର ଜଣାପଡିବା ପରେ ଆମ ଆଦମୀ ପାର୍ଟିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ସୁଖପାଲ ସିଂ ଖୌହରା ଓ ଅନ୍ୟ ୫ଜଣ ବିଧାୟକ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି...
ନିଜ ଠାରୁ କମ୍ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ସିଭିଲ ସର୍ଜନ, ସୋସିଆଲ ମିଡ଼ିଆରେ ଭାଇରାଲ…
ଗୋପଳଗଞ୍ଜ,୨୬।୯: ଏବେ ସୋସିଆଲ ମିଡ଼ିଆରେ ନିଜ ଠାରୁ କମ୍ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଜଣେ ସଭିଲ୍ ସର୍ଜନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଘଣ୍ଟା ଧରି ଏହାକୁ ନେଇ ସୋସିଆଲ...
ବନ୍ଦିପୋରା ଏନ୍କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…
ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ବନ୍ଦିପୋରାର ଓ୍ପତନିରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ...
ମୋତିହାରିରେ ଡଙ୍ଗା ଓଲଟି ୬ ମୃତ
ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଗଲାଣି । ବୁଢିଗଂଡକ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀ କୂଳରେ...
ଫେରିଲେ ମୋଦି
ନୂଆଦିଲ୍ଲୀ,୨୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ରବିବାର ସକାରେ ମୋଦିଙ୍କ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । ମୋଦିଙ୍କୁ ସ୍ୱାଗତ କରିବା...
ଆର୍ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍ହାତ ପୋଷାକ କଟାଗଲା…
ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ...
୨୭ ସେପ୍ଟେମ୍ବରରେ ଚାଷୀ ସଂଗଠନର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…
ନୂଆଦିଲ୍ଲୀ,୨୬।୯: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ବିରୋଧ କରି ଦେଶର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଗତ ୧୦ ମାସ ହେଲା ଆନ୍ଦୋଳନ ଜାରି ରହିଛି। ଏହି ମର୍ମରେ ୨୭ ସେପ୍ଟେମ୍ବରରେ ସଂଗଠନ ପକ୍ଷରୁ ୧୦ ଘଣ୍ଟିଆ...
ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି…
ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ ଜୀବନ୍ତ ଭାବେ ବିବେଚନା କରାଯାଇଥାଏ। ନଦୀଠାରୁ ପରୋପକାର ଭାବନାରେ ଭରପୁର। ତେଣୁ ଭାରତୀୟ...
ପ୍ରଧାନମନ୍ତ୍ରୀ ଆମେରିକାରୁ ଭାରତ ଆଣୁଛନ୍ତି ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି…
ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବେ। ପ୍ରଧାନମନ୍ତ୍ରୀ ସାଙ୍ଗରେ ଆମେରିକାରୁ ଭାରତକୁ ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି ମଧ୍ୟ ଆଣୁଛନ୍ତି। ସେଥିମଧ୍ୟରେ ୧୦ମ ଶତାବ୍ଦୀର ବାଲିଆ ପଥରରେ ନିର୍ମିତ ହୋଇଥିବା ସୁନ୍ଦର...
ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା ସହଜ କରିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ୧୦୦...
ଅସ୍ତ୍ରବିରତି ବନ୍ଦ ହେଲେ ବି ଅନୁପ୍ରବେଶ ଜାରି…
ଶ୍ରୀନଗର,୨୬।୯: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଅନ୍ୟ ଉପାୟରେ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଅସ୍ତ୍ରବିରତି ବନ୍ଦ ଥିଲେ ମଧ୍ୟ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଅନୁପ୍ରବେଶ ବୃଦ୍ଧି ପାଇବାରେ...
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୩୦ ହଜାର ତଳେ ରହିଛି। ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
Archives


