ଜାତୀୟ

‘କଂଗ୍ରେସ ପାଇଁ ଶେଷ ସୁଯୋଗ’

ଚଣ୍ଡିଗଡ,୧୭।୧୦: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ୧୩-ପଏଣ୍ଟ ଏଜେଣ୍ଡା ଉପସ୍ଥାପନ କରିବାକୁ ଏହି ବୈଠକ ଡକାଇବାକୁ ସେ ଚିଠିରେ ଉଲ୍ଲେଖ...

ମୋଦି ଦେଲେ ଭରସା

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧...

ଶତକ ଡେଇଁଲା ଟମାଟୋ

ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ଅନେକ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ପରି ଏବେ ଟମାଟୋ ଓ ପିଆଜର ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍‌ ଅନୁସାରେ ଟମାଟୋର ମୂଲ୍ୟ...

ନାଟକରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶର ହସନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଟକରେ ଅଭିନୟ କରୁଥିବା ସମୟରେ ଜଣେ ୬୨ବର୍ଷୀୟ କଳାକାରଙ୍କର ମୃତ୍ୟୁ ଘଟିଛି। ବିଞ୍ଜୋରର ଏକ ଷ୍ଟେଜରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ହୃଦଘାତରେ ରାଜେନ୍ଦ୍ର ସିଂ ନାମକ...

୫ ଦିନିଆ ଇସ୍ରାଏଲ ଗସ୍ତରେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୦: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାରଠାରୁ ୫ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍‌ ଲାପିଡ୍‌ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ ଗସ୍ତରେ ଯାଉଥିବା ସୂଚନା ମିଳିଛି। ବୈଦେଶିକ ମନ୍ତ୍ରୀ...

ମମତାଙ୍କୁ ‘ଦୁର୍ଗା’, ଭାଜପାକୁ ‘ଭଷ୍ମାସୁର’ ସହ ତୁଳନା କଲେ ଗୋଆ ଫରୱାର୍ଡ ପାର୍ଟି ନେତା: ରାଗିଲେ ସାୱନ୍ତ

ପଣଜୀ.୧୭ ।୧୦: ଗୋଆ ଫଣୱାର୍ଡ ପାର୍ଟି(ଜିଏଫ୍‌ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ କଣ୍ଡୋଲକରଙ୍କ ରାଜନୈତିକ ବୟାନକୁ ନେଇ ଏବେ ବିବାଦ ଉପୁଜିଛି । କଣ୍ଡୋଲକର ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦେବୀ ଦୁର୍ଗା’ବୋଲି କହିଥିବା ବେଳେ...

ଦଙ୍ଗା କଲେ ସାତପିଢି ପର୍ଯ୍ୟନ୍ତ ଦେବେ ଜରିମାନା: ଯୋଗୀ

ଲକ୍ଷ୍ନୌ,୧୭ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟରେ ଗତ ସାଢେ ୪ ବର୍ଷ ହେବ ଗୋଟିଏ ବି ଦଙ୍ଗା ହୋଇ ନାହିଁ । ପୂର୍ବରୁ ରାଜ୍ୟର ପରିଚୟ ଥିଲା ଦଙ୍ଗା, କାରଣ ସରକାର ଦଙ୍ଗାକାରୀଙ୍କୁ ପ୍ରଶ୍ରୟ...

କଲେଜିୟମ୍‌ ସୁପାରିଶକୁ ଖଣ୍ଡନ କରିବା ଏବେ ସାଧାରଣ ଘଟଣା ପାଲଟିଛି, ସୁପ୍ରିମ୍‌କୋର୍ଟଙ୍କ କ୍ଷୋଭ…

ନୂଆଦିଲ୍ଲୀ ,୧୭।୧୦: ହାଇକୋର୍ଟରେ ବିଚାରପତିଙ୍କ ବୃଦ୍ଧି ପାଉଥିବା ଖାଲି  ସଂଖ୍ୟା ସ୍ବୀକୃତ ପଦବୀର ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି। ଏସବୁ ପଦବୀର ପୂରଣ ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିକଟରେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ବହୁ ସୁପାରିଶ କରିଛନ୍ତି। ଏନେଇ ଭାରତର...

ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌ ଏବଂ ଟିଭି ଉପହାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସ୍ଥାନୀୟ ଅଧିକାରୀ...

ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ ଦୂରତା ଲେଖାଯାଇଥିବା ମାଇଲଖୁଣ୍ଟ ଦେଖିବାକୁ ମିଳିଥାଏ। ନ୍‌ଧନ୍ନୋୱାଲି ଗ୍ରାମ ନିକଟ ଜଲନ୍ଦର-ଫାଗୱାଡା ମଧ୍ୟରେ...

ପୂର୍ବତନ ମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ଭଂବରୀ ଦେବୀ ହତ୍ୟାକାଣ୍ଡର ଥିଲେ ମୁଖ୍ୟ ଅଭିଯୁକ୍ତ

ଜୟପୁର,୧୭ ।୧୦: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଳ ମଦେରଣାଙ୍କର ରବିବାର ପରଲୋକ ହୋଇଛି । ସେ ବେଶ୍ କିଛିଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ । ୬୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଆଇଏସ୍‌ଆଇ ନିର୍ଦ୍ଦେଶରେ ୨୦୦ ଲୋକଙ୍କ ହିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ କରିଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି ଅଣ-ମୁସଲମାନ ଏବଂ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରାଯାଉଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଏକ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri