ଗ୍ଲୋବାଲ୍ ସାଉଥ୍ ବିନା ବିଶ୍ୱ ସଂସ୍ଥାଗୁଡ଼ିକ ନେଟୱାର୍କ ବିନା SIM ପରି: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜାନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଭାଷଣ ଦେଇ ଗ୍ଲୋବାଲ୍ ସାଉଥ୍ର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଗ୍ଲୋବାଲ୍ ସାଉଥ୍ ବିନା ବିଶ୍ୱ ସଂସ୍ଥାଗୁଡ଼ିକ ମୋବାଇଲରେ…
ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି…
ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ
ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ ଗର୍ଭବତୀ ମହିଳାଙ୍କର ଶିଶୁକନ୍ୟାର ଜନ୍ମ ସଫଳତାର ସହ ସମ୍ପନ୍ନ କରାଇଛନ୍ତି। ଏହି ଘଟଣା…
ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ
ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍ ଟଙ୍କା ଯୋଗଦାନ କରି (୫୫ରୁ ୨୦୦ ଟଙ୍କା ମାସକୁ) ୬୦ ବର୍ଷ ବୟସ ପରେ୩୦୦୦ ଟଙ୍କା ପେନସନ…
୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି…
ବେଙ୍ଗାଲୁରୁ,୬।୭: କନ୍ନଡ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବନା ରମନ୍ନା ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ ‘ଫ୍ୟାମିଲି’ରେ ଅଭିନୟ କରିଥିବା ୪୦ ବର୍ଷୀୟା ଭାବନା ରମନ୍ନା ବିବାହ ନକରି ଆଇଭିଏଫ (ଇନ…
ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼, ଚିଠି ଲେଖି ସୁପ୍ରିମକୋର୍ଟ କହିଲେ…
ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ ଅନୁରୋଧ…
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ନ ମାନିବାରୁ ପ୍ରେମିକଙ୍କୁ ସ୍ବାମୀଙ୍କ ସହ ମିଶି ହତ୍ୟା କଲେ ସ୍ତ୍ରୀ
ଗାଜିଆବାଦ,୬।୭: ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ବିବାହିତ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖିବା ପାଇଁ ଜଣେ ଯୁବକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି। ପ୍ରେମିକାର ସୱାମୀ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିପାରିଥିଲେ। ତା’ପରେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ କହିଲେ –…
୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ
ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ ଦେଖାଯାଇଥିଲା। ମନୋନୀତ ପୁଅମାନଙ୍କ ବିଷୟରେ ଝିଅମାନଙ୍କ ମତାମତ ନିଆଯାଇଥିଲା ଏବଂ ସେମାନଙ୍କ ସମ୍ମତି ପରେ…
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନିକଟରେ ଏମିତି ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ହେଉଛି ଖୁବ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର,୫।୭: ବିଜେଡି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲିରେ ନିଖୋଜ ଥିବା ଗଞ୍ଜାମ ଜିଲାର ୨୮ ବର୍ଷୀୟ ପି. ଭେଙ୍କଟରମଣଙ୍କ ଶୀଘ୍ର ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ଯୁବକ ଜଣକ…
ପ୍ରତିଶୋଧ ନେବାକୁ ଯାଇ ପ୍ରେମିକଙ୍କ BMW ଗାଡ଼ି ପୋଡ଼ିଦେଲେ ପୂର୍ବତନ ପ୍ରେମିକା, ଦାମ ଜାଣିଲେ…
ଅଗରତାଲା,୫।୭: ତ୍ରିପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି, ଯେଉଁଠାରେ ଜଣେ ଯୁବକଙ୍କ BMW 320d ସେଡାନ କାରକୁ ତାଙ୍କ ପୂର୍ବତନ ପ୍ରେମିକା ଏବଂ ତାଙ୍କ ବନ୍ଧୁ ପୋଡ଼ି ଦେଇଛନ୍ତି। ଯୁବକଙ୍କ ଅନୁଯାୟୀ, ବ୍ରେକଅପ ପରେ ତାଙ୍କୁ ଅନେକ ଥର ଧମକ ମିଳୁଥିଲା,…
ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା, କରିବାକୁ ହେବ କେବଳ ଏହି କାମ…
ନୂଆଦିଲ୍ଲୀ,୫।୭: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯାହା ଆପଣଙ୍କ ଝିଅ ଜନ୍ମ ହେବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ…
ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ, ଜାଣନ୍ତୁ ଏବେ କ’ଣ ହେବ
ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇରେ ପଳାତକ ଘୋଷିତ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। ଆମେରିକୀୟ ଅଧିକାରୀମାନେ ଭାରତ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଶୁକ୍ରବାର…
Archives


