ଜାତୀୟ

କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା

ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି...

ପୁତୁରା ଆକାଶ ଆନନ୍ଦଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ବିଏସପି ମୁଖ୍ୟ ମାୟାବତୀ

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଆକାଶ ବର୍ତ୍ତମାନ ବିଏସପିର ଜାତୀୟ ସଂଯୋଜକ ମଧ୍ୟ ଅଛନ୍ତି। ୨୦୧୭ ରେ ଆକାଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ମାୟାବତୀ ୨୦୧୭ ରେ...

ଛତିଶଗଡ଼ ପହଞ୍ଚିଲେ ଭାଜପା ପର୍ଯ୍ୟବେକ୍ଷକ, ଖୁବଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ

ରାୟପୁର,୧୦।୧୨: ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପାଇଁ ଛତିଶଗଡ଼ରେ ପହଞ୍ଚିଛନ୍ତି ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ରାଜ୍ୟରେ ପାଞ୍ଚ ବର୍ଷ ବିରୋଧୀ ଆସନରେ ବସିବା ପରେ ଦଳ କଂଗ୍ରେସକୁ ହରାଇ କ୍ଷମତାକୁ ଫେରିଛି। ରବିବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ – ଦୁଷ୍ୟନ୍ତ...

ଭାରତୀୟଙ୍କ ଯୁବକଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଜର୍ମାନୀ ଯୁବତୀ, ହିନ୍ଦୁ ରୀତିନୀତିରେ କଲେ ବିବାହ

ଲକ୍ଷ୍ନୌ,୧୦ା୧୨: ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ...

ଶୁଖିଲା ରୁଟି ହେଲେ ମୁହଁରେ ଫୁଟୁଛି ହସ, ଦେଶର ଯବାନମାନଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆଖିକୁ ଆସିଯିବ ଲୁହ

ନୂଆଦିଲ୍ଲୀ,୧୦।୧୨: ଦେଶର ସୁରକ୍ଷା ପାଇଁ ଦେଶର ଯବାନମାନେ ଦିନରାତି ୨୪ଘଣ୍ଟା ସୀମାରେ ପ୍ରହରୀ ଭଳି ଜଗୁଛନ୍ତି। ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ କରୁଛନ୍ତି। ଖରା, ବର୍ଷା କିମ୍ବା ହାଡଭଙ୍ଗା ଶୀତରେ ମେରୁ ଭଳି ରହି ନିଜର...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିଜ ଝିଅ, ଭିଡିଓ ଭାଇରାଲ…

ଚଣ୍ଡିଗଡ,୧୦।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ସିରତ କୌର ହଠାତ ଲାଇମ ଲାଇଟକୁ ଆସିଛନ୍ତି। ବାସ୍ତବରେ ସିରତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସିରତ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ...

ଅମ୍ବାନୀ-ଆଦାନୀଙ୍କୁ ପଛରେ ପକାଇଲେ ଦେଶର ୩ ଯୁବ କୋଟିପତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭାରତର ବାସିନ୍ଦା। କିନ୍ତୁ ବର୍ତ୍ତମାନ ଏହାର ପରିଭାଷା ବଦଳିଛି। ଚଳିତ ବର୍ଷ ୨୦୨୩ରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନେକେ କୋଟିପତି ହୋଇଛନ୍ତି। କିନ୍ତୁ ସେଥିମଧ୍ୟରୁ ଏହି ତିନି ଜଣ...

ଡିଏନଏ ଟେଷ୍ଟରୁ ସନ୍ତାନର ପିତା ନ ହୋଇଥିବା ଜଣାପଡିଲେ ବି ଲାଳନପାଳନ ଦାୟିତ୍ୱରୁ ମିଳିବନି ମୁକ୍ତି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ।...

କାର୍‌-ଡମ୍ପର ମୁହାଁମୁହିଁ ଧକ୍କା: ଜିଅନ୍ତା ଜଳିଗଲେ ୮ ଯାତ୍ରୀ

ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶ ବରେଲି-ନୈନିତାଲ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି।...

ସବୁବେଳେ ସଂଶୋଧନ କରିପାରିବେନି ଆଧାରକାର୍ଡର ଡାଟା, କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧୦।୧୨: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସରକାର ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି। ଯଦି ଆଧାର କାର୍ଡ ନାହିଁ, ତେବେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତ। କେନ୍ଦ୍ର ସରକାର କରିଥିବା ନିୟମାନୁସାରେ ଆଧାର କାର୍ଡରେ ଜନ୍ମ ତାରିଖ, ନାମ,...

ଭାଇରାଲ ହେଉଛି ବ୍ରିଟିଶ ରାଜ ଇଣ୍ଡିଆର ପାର୍ସପୋର୍ଟ, ଏବେ ଠାରୁ କେତେ ଅଲଗା…

ନୂଆଦିଲ୍ଲୀ,୨୦।୧୨: ଭାରତୀୟଙ୍କ ପାଇଁ ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ବିଦେଶ ଯାତ୍ରା କିମ୍ବା ଅନ୍ୟାନ୍ୟ ଦରକାରୀ କାମ ପାଇଁ ପାର୍ସପୋର୍ଟ ଲୋଡା ପଡେ। ବର୍ତ୍ତମାନ ପ୍ରଚଳିତ ହେଉଥିବା ପାର୍ସପୋର୍ଟ କିନ୍ତୁ ପୂର୍ବ ଭଳି ନ ଥିଲା। ତେବେ ୯୫ ବର୍ଷ...

ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍‌କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri