ଜାତୀୟ

‘ରାମ ଭଜନ ସୁଖଦାଇ ଭଜୋ ରେ ମେରେ ଭାଇ …’, ଶିବରାଜଙ୍କ ଭଜନ ଭିଡିଓ ଭାଇରାଲ…

ଭୋପାଳ,୧୪।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ବହୁମତ ପାଇବା ପରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଅନେକ ଦିନର ଆଲୋଚନା ପରେ ଭାଜପା ପକ୍ଷରୁ ମଧ୍ୟପ୍ରଦେଶରେ ୧୮ ବର୍ଷ ଧରି ଶାସନ କରିଥିବା ପରିଚାଳନା ଶିବରାଜ...

ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି

ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ଟାଟା ନାନୋ ସେତେବେଳ ସମୟରେ ମାର୍କେଟରେ ଖୁବ୍‌ ଲୋକପ୍ରିୟ...

ଆତଙ୍କବାଦୀଙ୍କ ପାଇଁ କଳା ପାଣି: ଜମ୍ମୁ-କଶ୍ମୀରର କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ…

ଶ୍ରୀନଗର,୧୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜିରୋ ଆତଙ୍କ ନୀତି ଅନୁଯାୟୀ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ନିର୍ମାଣ କରାଯାଉଛି। ଏହି ଜେଲରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଏହି ଜେଲରେ ୬୦୦ଆତଙ୍କବାଦୀ...

ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଗର୍ଜିଲେ ସଞ୍ଜୟ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବ ଘଟଣାରେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ସରକାର ପାଟି ବନ୍ଦ କରି ବସିଛନ୍ତି … ୨୨ବର୍ଷ ପୂର୍ବେ ଏହି ଘଟଣା ଅପେକ୍ଷା ଆଉ ଏକ ଭୟଙ୍କର ଘଟଣା ଘଟିଥିଲା ଏବଂ...

ମହାକାଶକୁ ମହିଳା ରୋବଟ୍‌ ପଠାଇବ ଇସ୍ରୋ

ନୂଆଦିଲ୍ଲୀ,୧୪ା୧୨: ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ‘ବ୍ୟାମମିତ୍ର’ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏତଦ୍‌ବ୍ୟତୀତ...

ମାମୁଙ୍କ ଭଳି ମହିଳାଙ୍କ ନିକଟରେ ବେଶ ଲୋକପ୍ରିୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଲଡଲି ବେହନାଙ୍କ ପରି ମହିଳାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଯୋଗୁଁ ଶିବରାଜ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କଠାରୁ ବହୁତ ଭଲ ପାଇବା ପାଇଛନ୍ତି।...

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମସି ଏମପି

ନୂଆଦିଲ୍ଲୀ,୧୪।୧୨: ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ଡେରେକ ଓ’ବ୍ରାୟନଙ୍କୁ ଶୀତକାଳିନ ଅଧିବେଶନର ଶେଷ ଭାଗରୁ ସସପେଣ୍ଡ କରି ଦିଆଯାଇଛି। ଓ’ବ୍ରାଇନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ବୁଧବାର...

୩୦ ପ୍ରତିଶତ ବଢିଛି ଘରଭଡା, ଶୀର୍ଷରେ ରହିଛି ଏହି ସହର…

ନୂଆଦିଲ୍ଲୀ,୧୪।୧୨ : ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ସଙ୍କଟ ସୃଷ୍ଟି କରିଛି। ଆକାଶଛୁଆଁ ଘର ଭଡା ବଡ ସହର ଏବଂ ଅଧ୍ୟୟନ ପାଇଁ ଦିଲ୍ଲୀ-ଏନସିଆର ଯାଉଥିବା ଲୋକଙ୍କ ପକେଟ ଖାଲି କରିଦେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଅନେକ ବଡ...

ଭାଜପା କେମିତି ବାଛୁଛି ମୁଖ୍ୟମନ୍ତ୍ରୀ, ନଡ୍ଡା କହିଲେ ରାଜ

ନୂଆଦିଲ୍ଲୀ,୧୪।୧୨:ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତ କଳ୍ପନାଜଳ୍ପନା ଏବଂ ବଡ ପ୍ରତିଯୋଗୀଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ପରେ ଭାଜପା...

ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଷଷ୍ଠ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତଜଣକ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ପୋଲିସକୁ ତାଙ୍କର ପରିଚୟ ଜଣାପଡିଛି। ସେ ହେଲେ ଲଳିତ ଝା। ତାଙ୍କୁ ଏହି ଘଟଣାର...

ଶେଷ ହେଲା କି ବସୁନ୍ଧରାଙ୍କ ରାଜ

ଜୟପୁର,୧୪।୧୨: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହୋଇଥିବା ବିଜୟ ଭାରତୀୟ ଜନତା ପାର୍ଟି(ଭାଜପା)କୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୂତନ ଉତ୍ସାହରେ ପରିପୂର୍ଣ୍ଣ କରିଛି। ନିର୍ବାଚନ ଫଳାଫଳ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମଧ୍ୟ ନଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି, କିନ୍ତୁ...

ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ କିଲିଂ ନୁହେଁ ଆତଙ୍କବାଦୀ କାର୍ଯ୍ୟ: ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ…

ଚେନ୍ନାଇ,୧୪।୧୨ : ୟୁଏପିଏ ଅନ୍ତର୍ଗତ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମାଡ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରିବାକୁ ମନା କରି ଦେଇଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ଅଧିକାରୀଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri