ହାତୀ ଛାଡ଼ି ସାଇକେଲ ଚଳାଇଲେ ୬ ବିଏସ୍ପି ବିଧାୟକ…
ଲକ୍ଷ୍ନୌ,୩୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ ବାଡ଼ ଡେଇଁବା ଆରମ୍ଭ ହୋଇଛି। ଏହି ମର୍ମରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି( ବିଏସ୍ପି)ର ୬...
ଡ୍ରଗ୍ସ୍ ଯାଞ୍ଚ୍ ନେଇ ଏନ୍ସିବି ଉପରେ ପ୍ରଶ୍ନ ଚିହ୍ନ, ବର୍ଷେରେ ୫ ମାମଲା, ସବୁଥିରେ ଜଣେ ସାକ୍ଷୀ…
ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇ କ୍ରୁଜ ଡ୍ରଗ ମାମଲାରେ ଜାମିନ ପାଇବା ପରେ ଶାହାରୁଖ ଖା୍ୟଙ୍କ ପୁଅ ଆର୍ୟନ ଖାଁ ଶନିବାର ଜାମିନ୍ରେ ଜେଲରୁ ମୁକୁଳିଛନ୍ତି। ମୁମ୍ବାଇ ଡ୍ରଗ ମାମଲା ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ପଟେ ଆର୍ୟନଙ୍କ ମାମଲା...
୨୨ ଦିନ ପରେ ମୁକୁଳିଲେ ଆର୍ୟନ…
ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ ମଧ୍ୟ ଆର୍ୟନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ। ଆର୍ୟନଙ୍କୁ...
ଦୈନିକ ମୃତ୍ୟୁ ସଂଖ୍ୟା ଉପର ମୁହାଁ, ଚିନ୍ତାରେ ସରକାର…
ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୩୧୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୪୯...
୧୬ ଆଞ୍ଚଳିକ ଦଳକୁ ମିଳିଛି ୨୪.୭୭୯ କୋଟି ଚାନ୍ଦା
ନୂଆଦିଲ୍ଲୀ, ୩୦।୧୦(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ୧୬ଟି ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧,୦୨୬ ଦାନ ସୂତ୍ରରୁ ବିନା ପ୍ୟାନ୍ ବିବରଣୀରେ ମୋଟ ୨୪.୭୭୯ କୋଟି ଟଙ୍କା ଚାନ୍ଦା ମିଳିଛି। ଉକ୍ତ ଦଳଗୁଡ଼ିକ ପକ୍ଷରୁ ଭାରତର ନିର୍ବାଚନ ଆୟୋଗ (ଇସି)ଙ୍କ...
ଲିଭ୍-ଇନ୍ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା
ପ୍ରୟାଗରାଜ, ୩୦।୧୦(ଆଇଏଏନ୍ଏସ୍): ଲିଭ୍-ଇନ ରିଲେଶନଶିପ୍ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ ବୋଲି ଆଲ୍ଲାହାବାଦ...
ବାୟୁସେନା କର୍ମଚାରୀଙ୍କୁ ଜାଇକା ସଂକ୍ରମଣ ଭୟ
କାନପୁର, ୩୦।୧୦: ଉତ୍ତରପ୍ରଦେଶର ପୋଖରପୁରରେ ଜାଇକା ଭୂତାଣୁ ଚିହ୍ନଟ ହୋଇଛି। ଏନେଇ ଦିଲ୍ଲୀ ଏବଂ ଲକ୍ଷ୍ନୌରୁ ଡାକ୍ତରୀ ଟିମ୍ ଯାଇ ଉକ୍ତ ଅଞ୍ଚଳର ୩ କି.ମି ମଧ୍ୟରେ ରହୁଥିବା ଲୋକଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରି ପରୀକ୍ଷା...
ପୁନୀଥଙ୍କ ଶେଷ ଦର୍ଶନ ପାଇଁ ଷ୍ଟାଡିୟମରେ ଅସମ୍ଭାଳ ଭିଡ଼
ବେଙ୍ଗାଲୁରୁ,୨୯।୧୦: ଶୁକ୍ରବାର ହୃଦଘାତ୍ କାରଣରୁ ପ୍ରାଣ ହରାଇଛନ୍ତି କନ୍ନଡ ସିନେମାର ବଡ଼ ଷ୍ଟାର ପୁନୀଥ ରାଜକୁମାର। ୪୬ ବର୍ଷୀୟ ଅଭିନେତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବେଙ୍ଗାଲୁରୁର କାନ୍ତୀରାବା ଷ୍ଟାଡିୟମରେ ବ୍ୟବସ୍ଥା କରାଯାଇଥିଲା। ଏଥି ଯୋଗୁ ଷ୍ଟାଡିୟମରେ ପ୍ରବଳ...
ରଜନୀକାନ୍ତଙ୍କ ହେଲା ଅସ୍ତ୍ରୋପଚାର
ଚେନ୍ନାଇ,୨୯।୧୦: ସୁପରଷ୍ଟାର ରଜନୀକାନ୍ତଙ୍କ ଶୁକ୍ରବାର ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ କାରୋଟିଡ୍ ଅର୍ଟେରି ରିଭାସ୍କୁଲାରାଇଜେଶନ ଅସ୍ତ୍ରୋପଚାର କରାଯାଇଛି। ସେ କିଛିଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅସୁସ୍ଥ ଅନୁଭବ କରିବାରୁ ରଜନୀକାନ୍ତ ଗୁରୁବାର...
ବାୟୁ ସେନାକୁ ବଡ଼ ସଫଳତା
ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍ଆର୍)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା (ଏଆଇଏଫ୍)ର ମିଳିତ ଦଳ। ଓଡ଼ିଶା ବାଲେଶ୍ୱର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ...
ସମୟରେ ପହଞ୍ଚିଲାନି କୋର୍ଟଙ୍କ ଅର୍ଡର
ମୁମ୍ବାଇ,୨୯।୧୦ : ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ହେଲେ ଆର୍ୟନ ମୁମ୍ବାଇର ଆର୍ଥର ରୋଡ ଜେଲରୁ ଶୁକ୍ରବାର ମଧ୍ୟ ମୁକୁଳିପାରି ନାହାନ୍ତି। କାରଣ କୋର୍ଟଙ୍କ ଅର୍ଡର ସନ୍ଧ୍ୟା...
ଦେଶରେ ବଢୁଛି ଆତ୍ମହତ୍ୟା ମାମଲା
ନୂଆଦିଲ୍ଲୀ,୨୯।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏକ ବଡ଼ ଖୁଲାସା କରିଛି। ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। ଏନସିଆରବି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦ରେ ଦେଶରେ ୧,୫୩,୦୫୨ ଲୋକ ଆତ୍ମହତ୍ୟା କରିଥିବାବେଳେ ୨୦୧୯ରେ...
Archives


