୨୨ ଦିନ ପରେ ମୁକୁଳିଲେ ଆର୍ୟନ…

ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ ମଧ୍ୟ ଆର୍ୟନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି। ଆର୍ଯ୍ୟନ କେବଳ ଜାମିନ ପାଇଛନ୍ତି, ମାମଲାରୁ ମୁକ୍ତି ପାଇନାହାଁନ୍ତି।

କୋର୍ଟଙ୍କ ଅନୁସାରେ ଆର୍ୟନଙ୍କ ଲାଗି କିଛି ସର୍ତ୍ତ ସ୍ଥିର କରାଯାଇଛି।

ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ଆର୍ୟନ ମୁମ୍ବାଇ ଛାଡି ଅନ୍ୟ କୁଆଡ଼େ ଯାଇ ପାରିବେ ନାହିଁ। ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୨ ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ତାଙ୍କୁ ଉପସ୍ଥିତ ରହିବାକ ୁ ପଡ଼ିବ। ଆର୍ୟନ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ।

ଅନୁସନ୍ଧାନ ସହ ଜଡିତ ତଥ୍ୟ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ଶେୟାର କରାଯାଇପାରିବ ନାହିଁ। ଆର୍ୟନଙ୍କୁ ତାଙ୍କ ପାସପୋର୍ଟକୁ ସ୍ବତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିବାକୁ ପଡିବ। କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ସେ ଯାଇପାରିବେ ନାହିଁ।

ଯଦି କୌଣସି ସର୍ତ୍ତର ଉଲ୍ଲଂଘନ ହୁଏ, ତେବେ ଏନସିବି ପକ୍ଷରୁ ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଆବେଦନ କରିବାର ଅଧିକାର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସମୟରେ ପହଞ୍ଚିଲେ ପ୍ରେମିକା: ୨ଶହ ବରଯାତ୍ରୀ ସହ ବରଙ୍କୁ ଅଟକ ରଖିଲେ କନ୍ୟାପକ୍ଷ

ଭୋପାଳ,୧୧।୭: ଉତ୍ତରପ୍ରଦେଶରେ ଏକ ବିବାହ ଉତ୍ସବରେ ଅଘଟଣ ଘଟିଥିବା ପଦାକୁ ଆସିଛି। ବର ବିବାହ ହେବାକୁ ଯାଇଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ଅଟକ ରଖିଥିବା ଘଟଣା...

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ...

୪ ନୂଆ ହେଲ୍ପଲାଇନ ନମ୍ବର ଦେଖାଅ

ନୂଆଦିଲ୍ଲୀ, ୩୧।୫ (ପି.ଟି.): କୋଭିଡ୍‌-୧୯ ସଚେତନତା ପଦକ୍ଷେପର ଅଂଶବିଶେଷ ଭାବେ ନାଗରିକଙ୍କ ସୁବିଧା ପାଇଁ ୪ଟି ନୂଆ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବା ଲାଗି...

ଅଟକି ରହିଛି ଇଭିଏମ୍‌, ୟୁପି-ପଞ୍ଜାବ-ଗୋଆ-ମଣିପୁରରେ ବିଧାନସଭା ନିର୍ବାଚନ ହେବା ନେଇ ଆଶଙ୍କା …

ନୂଆଦିଲ୍ଲୀ,୨।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ (ୟୁପି), ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ଇଭିଏମ୍‌...

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

ସଲମାନଙ୍କ ଭଳି ବଡି କରିବା ଚକ୍କରରେ ଯୁବକ ନେଲେ ଘୋଡା ଇଞ୍ଜେକ୍ସନ, ଆଉ ତା’ପରେ

ଇନ୍ଦୋର,୨୫।୧୧: ଆଜିର ଯୁବକମାନେ ସିକ୍ସ ପ୍ୟାକ ଆବ୍‌ସ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାଁନ୍ତି। ଡାକ୍ତରୀ ପରାମର୍ଶ ବିନା ଔଷଧ ନେଉଛନ୍ତି। ଏହାର...

ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୟଶଙ୍କର…

ନାମପେହ୍ନ,୧୨।୧୧ : ଆଜି କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଅନୁଷ୍ଠିତ ଏସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନର ପ୍ରତିପକ୍ଷ ଦିମିତ୍ରୋ କୁଲେବାଙ୍କୁ...

ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।...

Advertisement
Archives

Model This Week