ପବନରେ ଜହର, ହରିୟାଣାର ୪ ଜିଲାରେ ସ୍କୁଲ ବନ୍ଦ…
ଚଣ୍ଡିଗଡ଼,୧୫।୧୧: ଦିଲ୍ଲୀ ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦର ପ୍ରଭାବ ପଡ଼ିବା ଆରମ୍ଭ କରିଛି। ସୁପ୍ରିମକୋର୍ଟରେ ଶୁଣାଣି ପରେ ହରିୟାଣା ସରକାର ନଭେମ୍ବର୧୭ ପର୍ଯ୍ୟନ୍ତ ୪ଟି ଜିଲ୍ଲାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।...
ହନିଟ୍ରାପ୍ ମାୟାରେ ଯବାନ, ଆଇଏସ୍ଆଇ ଏଜେଣ୍ଟ୍ଙ୍କୁ ଦେଉଥିଲେ ଗୁପ୍ତ ସୂଚନା…
ପାଟନା,୧୫।୧୧: ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ସେନା ଯବାନ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ରହି ଦେଶର ଗୁପ୍ତ...
ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ
ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା...
ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ
ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍ଏନ୍ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଉଛି କୌଣସି ବାହାର ଦେଶ...
ନଡ଼ାମୂଳ ଜଳାଇବାକୁ ନେଇ କାହିଁକି ଯୁକ୍ତିତର୍କ, ଦିଲ୍ଲୀ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଭର୍ସନା…
ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଥିବା ଘଟଣାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଜାରି ରହିଥିବା ନିର୍ମାଣ କାର୍ଯ୍ୟ, ପରିବହନ, ବିଦ୍ୟୁତ୍ ଶକ୍ତିର ଅଯଥା ଅପଚୟ ରୋକିବା ଏବଂ ଘରେ ଘରେ...
୨୦୨୩ ସୁଦ୍ଧା ସିକିମ୍କୁ ଗଡ଼ିବ ରେଳ…
ଗାଙ୍ଗଟକ୍,୧୫।୧୧: ଆସନ୍ତା ୨୦୨୩ ସୁଦ୍ଧା ସିକିମ୍କୁ ରେଳ ଗଡ଼ିବ। ଆସନ୍ତା ୨ ବର୍ଷ ମଧ୍ୟରେ ୪୪.୯୮ କିଲୋମିଟର ଦୀର୍ଘ ସେଭୋକେ-ରାଙ୍ଗପୋ ରେଳ ଲାଇନ କାର୍ଯ୍ୟକ୍ଷମ ହେବ। ଏନେଇ ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଲଓ୍ବେର ଜେନେରାଲ ମ୍ୟାନେଜର ଅଶୁଂଳ ଗୁପ୍ତା ସୂଚନା ଦେଇଛନ୍ତି।...
ଗଣବଳାତ୍କାର ଶିକାର ହେଲେ ନାବାଳିକା
ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ୪୦୦ ଜଣ ଗଣବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି ।...
ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ
ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍ ଆନାଲିଷ୍ଟ କମ୍ପାନୀ ଏପ୍ ଏନି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦୈନିକ ୫.୫ ଘଣ୍ଟା ସମୟ ସହ ତାଲିକାରେ ଇଣ୍ଡୋନେସିଆ...
ପ୍ରଦୂଷଣ ଲକଡାଉନ୍ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ…
ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ପାଇଁ ସରକାର ଲକଡାଉନ୍ ଲାଗି ପ୍ରସ୍ତୁତ ହେଉଛନ୍ତି। ଏସମ୍ପର୍କିତ ଏକ ସତ୍ୟପାଠ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ସରକାର ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। ସରକାର ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ...
ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥକୁ ସୁଗମ କରେ ନାହିଁ…
ନୂଆଦିଲ୍ଲୀ,୧୫।୧୧: ପ୍ରକୃତି ହି ସବୁଠାରୁ ଶକ୍ତିଶାଳୀ। ଏପରିସ୍ତଳେ ପ୍ରକୃତିକୁ ନଷ୍ଟ କରିବା ଅବା ଏହାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇଥାଏ। ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥ ସୁଗମ କରେ ନାହ ବୋଲି...
ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏଥିରେ ମନ୍ତ୍ରୀମାନେ ଉପସ୍ଥାପନା କରିଥିବା ବିଭିନ୍ନ...
ହାରୁଛି କରୋନା…
ନୂଆଦିଲ୍ଲୀ,୧୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୨୯୯ ରେ ପହଞ୍ଚିଛି। ଏହି ସମୟ...
Archives


