ଭାଜପା ପ୍ରାର୍ଥୀଠୁ ହାରିଲେ ପାରିକରଙ୍କ ପୁଅ
ପାଣାଜି,୧୦।୩: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି ଭାଜପା ପ୍ରାର୍ଥୀ ଆତାନାସିଓ ମନସେରାଟେଙ୍କ ଠାରୁ। ତେବେ ଖୁବ୍ କମ୍ ବ୍ୟବଧାନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବା…
ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ
ପାଣାଜି,୧୦।୩: ୨୦୨୨ ବିଧାନସଭା ନିର୍ବାଚନରେ ସାଙ୍କୁଲିମ ଆସନରୁ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ପ୍ରମୋଦ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଭାଜପା ୧୯ଟି ଅସନରେ ଆଗରେ ଥିବା ବେଳେ…
ହାରିଲେ ମାଳବିକା
ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଧିରେ ଧିରେ ସମ୍ନାକୁ ଆସିବାରେ ଲାଗିଛି । ଏଠାରେ କଂଗ୍ରେସ ଶାସନ ଥିବା ସତ୍ତ୍ୱେ ଏଥର କିନ୍ତୁ ଭାଙ୍ଗିଯାଇଛି କଂଗ୍ରେସର ଗଡ । ପଞ୍ଜାବରେ ଏଥର ବାଜି ମାରି ନେଇଛି ଆମ ଆଦମୀ…
ପୁଣି ଚର୍ଚ୍ଚାରେ କୁନି କେଜ୍ରିଓ୍ବାଲ୍
ଚଣ୍ଡିଗଡ,୧୦।୩: ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ୯୨ ଆସନ ସହ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ଦଳର ବିୟରେ କର୍ମୀମାନେ ସେଲିବ୍ରେଶସ ଆରମ୍ଭ କରିଦେଇଛନ୍ତି। ଏସବୁ ଭିତରେ ଦିଲ୍ଲୀ ସଡକରେ କୁନି କେଜ୍ରିଓ୍ବାଲ ଦେଖିବାକୁ ମିଳିଥିଲା।…
ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ
ନୂଆଦିଲ୍ଲୀ,୧୦ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ଏଥର ବି ଦଳକୁ ନିରାଶ ହେବାକୁ ପଡିଛି । ହେଲେ ବିଜୟୀ ପ୍ରାର୍ଥୀଙ୍କୁ ଟୁଇଟ୍ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ…
ଲକ୍ଷ୍ନୌରେ ବୁଲ୍ଡୋଜର ଶୋଭାଯାତ୍ରା
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭୋଟ ଗଣନା ଜାରି ରହିଛି। ଏଥିରେ ଭାଜପା ଆଗରେ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲକ୍ଷ୍ନୋଠାରେ ଭାଜପା କର୍ମୀ ବୁଲ୍ଡୋଜରରେ ବସି ଏକ ଶୋଭାଯାତ୍ରରେ ବାହାରି ବିଭିନ୍ନ ଶ୍ଲୋଗାନ ଦେଉଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ…
କାମ ଦେଲାନି ଭାଜପା ଲହର: ହାରିଗଲେ ମୁଖ୍ୟମନ୍ତ୍ରୀ
ଡେରାଡୁନ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ଉତ୍ତରଖଣ୍ଡରେ ଭାଜପା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି…
୧୮ ହଜାର ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୧୦।୩: ଆଜି ୫ ରାଜ୍ୟରେ ବିଧାନସଭାରେ ଭୋଟ ଗଣତି ଜାରି ରହିଛି। ମଣିପୁରରେ ମୋଟ ୬୦ ଆସନ ପାଇଁ ଏବେ ବି ଜାରି ରହିଛି ଭୋଟ ଗଣତି। ତେବେ ମଣିପୁରରେ ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ…
ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ଉତ୍ତର ପ୍ରଦେଶରେ ପୂର୍ଣ୍ଣ ବହୁମତ ସହ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି ଭାଜପା । ୟୁପିରେ ଦ୍ୱିତୀୟ ଥର ପାଇଁ ସରକାର…
‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’
ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି ଅରବିନ୍ଦ…
ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ ଭାଜପା ୨୫୦ଟି ଆସନ ଅତିକ୍ରମ କରିଛି, ଅର୍ଥାତ ଭାଜପା କୁହୁକ ନମ୍ବର ୨୦୨ରୁ ଅଧିକ…
ହାରିଗଲେ ସିଦ୍ଧୁ
ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବି ନିର୍ବାଚନ ହାରି ଯାଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ…
Archives


