ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…
ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍ ଟପିବାର ସମ୍ଭାବନା ରହିଛି। ଏହାଦ୍ୱାରା ସଙ୍କଟ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
ମନୋଜ ପାଣ୍ଡେ ୨୯ତମ ସେନାଧ୍ୟକ୍ଷ…
ନୂଆଦିଲ୍ଲୀ, ୩୦।୪ : ଜେନେରାଲ ମନୋଜ ପାଣ୍ଡେ ଶନିବାର ଜେନେରାଲ ଏମ. ନରାଓ୍ବଣେଙ୍କ ଅବସର ପରେ ଦେଶର ୨୯ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେନା କର୍ମଚାରୀଙ୍କ ଡେପୁଟି ଚିଫ ଭାବରେ କାର୍ଯ୍ୟ କରିଥିବା ଜେନେରାଲ ପାଣ୍ଡେ, ଫୋର୍ସର ଇଞ୍ଜିନିୟର୍…
ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…
ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ସମେତ ୧୯୭ ଜଣ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଚିଠି ଲେଖିଛନ୍ତି।…
ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ,୩୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତକାର କରିଛନ୍ତି। ଏହି ସାକ୍ଷାତକାର ଏଭଳି ସମୟରେ ହୋଇଛି, ଯେତେବେଳେ ମୁଖ୍ୟମନ୍ତ୍ରୀ…
ଦୈନିକ ସଂକ୍ରମଣ ନେଇ ଚିନ୍ତାରେ ସରକାର…
ନୂଆଦିଲ୍ଲୀ, ୩୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ବର୍ଷୁଛି ନିଆଁ: ୟୁପିରେ ୪୭, ଦିଲ୍ଲୀରେ ୪୬ ଡିଗ୍ରୀ ଡେଇଁଲା ପାରଦ
ନୂଆଦିଲ୍ଲୀ/ପାଟନା,୩୦।୪: ଗତ କିଛି ଦିନରୁ ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଭୀଷଣ ଗରମ ଓ ହିଟ୍ଓ୍ବେଭ୍ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତର କିଛି ଦିନରୁ ଦେଶର ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନେକ ରାଜ୍ୟର ତାପାମାତ୍ରା…
ପୁଅ ବାହାଘର ପାଇଁ ହେଲିକପ୍ଟର ଭଡ଼ାରେ ନେଲେ ଚାଷୀ
ଇନ୍ଦୋର,୩୦।୪: ପ୍ରତ୍ୟେକ ପିତାମାତା ନିଜ ପୁଅ ଝିଅଙ୍କ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେହି ଦିନକୁ କିଭଳି ସ୍ମରଣୀୟ କରାଯାଇପାରିବ ସେନେଇ ନିଆରା ପ୍ରସ୍ତୁତି କରିଥାନ୍ତି। ତେବେ କିଛି ଏଭଳି ନିଆରା ଢ଼ଙ୍ଗର ବିବାହ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ସୂଚନାଯୋଗ୍ୟ, ପୁଅ…
ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲେ ଇୟୁ ପ୍ରତିନିଧି
ନୂଆଦିଲ୍ଲୀ,୩୦।୪: ୟୁରୋପୀୟ ସଂଘ (ଇୟୁ)ର ମାନବାଧିକାର ସମ୍ପର୍କିତ ସ୍ବତନ୍ତ୍ର ପ୍ରତିନିଧି ଇଏମୋନ୍ ଗିଲ୍ମୋର ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି, ସାମ୍ପ୍ରଦାୟିକ ହିଂସା, ଦେଶଦ୍ରୋହ ଏବଂ ଆତଙ୍କବାଦ ନିରୋଧୀ ଆଇନ ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗ ସରକାରଙ୍କ ଆଗରେ ଉଠାଇଛନ୍ତି। ଗିଲମୋର କହିଛନ୍ତି, ଗୁରୁବାର ତାଙ୍କ…
ଟାଓ୍ବାରକୁ ଚଢ଼ି କଏଦୀଙ୍କୁ ମୁକ୍ତ କରିବାକୁ ଅଡ଼ି ବସିଲେ ବୃଦ୍ଧ
ଚଣ୍ଡିଗଡ,୩୦।୪: ପଞ୍ଜାବର ମୋଗାସ୍ଥିତ ରୋଡେ ଗ୍ରାମରେ ବଲଓ୍ବିନ୍ଦର ସିଂ ନାମକ ଜଣେ ବୃଦ୍ଧ ମୋବାଇଲ ଟାଓ୍ବାର ଉପରକୁ ଚଢ଼ି ଶିଖ୍ ସମ୍ପ୍ରଦାୟର କଏଦୀଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଶ୍ରୀ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବା ଅଭିଯୋଗରେ ଗିରଫ ହୋଇ…
ବିଦ୍ୟୁତ୍ ସଙ୍କଟ ପାଇଁ ଭାଜପା ନୁହେଁ, ୬୦ବର୍ଷ ଶାସନକାଳ ଦାୟୀ
ନୂଆଦିଲ୍ଲୀ,୩୦।୪: କଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଶନିବାର ଦେଶବ୍ୟାପି କୋଇଲା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ପ୍ରଚୁର ମାତ୍ରାରେ କୋଇଲା ମହଜୁଦ ରହିଛି, ବୃହତ ରେଳ ନେଟଓ୍ବାର୍କ ଓ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବି ରହିଛି। ତଥାପି ବିଦ୍ୟୁତ୍ ଅଭାବ…
ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ
ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ ହଠାତ୍ ଭାସିଯାଇଥିଲେ। ତେବେ ଠିକ୍ ସମୟରେ ଭାରତୀୟ ସେନାର ଯବାନ ପହଞ୍ଚି ଉକ୍ତ ଯୁବତୀଙ୍କୁ…
ଦାୟିତ୍ୱ ନିର୍ବାହ ସମୟରେ ‘ଲକ୍ଷ୍ମଣରେଖା’ ଭୁଲିବା ଉଚିତ୍ ନୁହଁ
ନୂଆଦିଲ୍ଲୀ, ୩୦।୪: ନୂଆଦିଲ୍ଲୀର ବିଜ୍ଞାନଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଦାୟିତ୍ୱ ନିର୍ବାହ ସମୟରେ ଜଣେ…
Archives


