ଜାତୀୟ

ଭୋଟ ବ୍ୟାଙ୍କ ପାଇଁ ୭୦ ବର୍ଷ ଧରି ଲୋକଙ୍କୁ ଜାଣିଶୁଣି ଗରିବ ରଖାଯାଇଥିଲା: କେଜ୍ରିଓ୍ବାଲ…

ନୂଆଦିଲ୍ଲୀ, ୧୯।୧୨: ଦେଶର ଲୋକଙ୍କୁ ଜାଣିଶୁଣି ୭୦ ବର୍ଷ ପର୍ଯ୍ୟନ୍ତ ଗରିବ ରଖାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ କରି ରବିବାର ଏଭଳି କହିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର ହୋଇପାରିଥାନ୍ତା। କିନ୍ତୁ...

ବାୟୁସେନାରେ ପ୍ରଥମଥର ସାମିଲ ହେଲେ ଡିଜାବଲ କ୍ୟାଡେଟ ଯୋଗେଶ ଯାଦବ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ ପ୍ରଥମଥର ଲାଗି ଜଣେ ଡିଜାବଲ ବା ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟ୍ରି ଟ୍ରେନିଂ ସମୟରେ ଆଘାତ ଲାଗିବାରୁ ପିଠିର ତଳ...

ପୁଣି ୩ ବିଦେଶ ଫେରନ୍ତା ଓମିକ୍ରନ୍‌ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୮…

ଅହମଦାବାଦ, ୧୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଗୁଜୁରାଟରେ ୩ ଜଣ ବିଦେଶ ଫେରନ୍ତାଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ୧୫ ବର୍ଷର...

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨:  ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଉତ୍ତରପ୍ରଦେଶ ନିର୍ବାଚନ ବିଷୟରେ ମନ୍ତବ୍ୟ ଦେଇଛନ୍ତି।...

ଧର୍ମାନ୍ତରଣ ମାମଲାରେ ୫ ଲକ୍ଷ ଜରିମାନା-୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଆଇନ ଆଣିବେ ରାଜ୍ୟ ସରକାର…

ବେଙ୍ଗାଲୁରୁ, ୧୯।୧୨: କର୍ନାଟକରେ ଭାଜପା ସରକାର ବିଧାନସଭା ଅଧିବେଶନରେ ଧର୍ମାନ୍ତରଣ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟର ବାସବରାଜ ବୋମ୍ମାଇ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ବିଲର ନୂତନ ଡ୍ରାଫ୍ଟରେ ଦଣ୍ଡର ଅବଧି...

କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ...

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଛି। ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତଦିନିଆ ସକାଳ...

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର ନିକଟରେ ଅଜଣା ଆକ୍ରମଣକାରୀ ହତ୍ୟା କରିଛନ୍ତି। ୧୨ ଘଣ୍ଟା ପୂର୍ବରୁ ଜିଲାରେ ସୋସିଆଲ...

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ସମସ୍ତ ଲୋକଙ୍କର ଡିଏନ୍‌ଏ ସମାନ ରହିଛି। ପୂର୍ବପୁରୁଷମାନଙ୍କ ଯୋଗୁଁ...

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୫ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ...

୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୯ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭...

କୋର୍ଟରେ ବୋମା ଖଞ୍ଜିଥିଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୯ା୧୨: ଗତ ୯ ତାରିଖରେ ରୋହିଣୀ ଜିଲା କୋର୍ଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଶନିବାର ଜଣେ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଭାରତ ଭୂଷଣ କଟାରିଆ (୪୯) ବୋଲି ଜଣାପଡ଼ିଛି। ପ୍ରଥମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri