କମ୍ପୁଛି ଉତ୍ତର ଭାରତ: ତାପମାତ୍ରା ମାଇନସ୍ ୫.୨, ବରଫ ହେଲାଣି ପାଣି
ନୂଆଦିଲ୍ଲୀ, ୨୧ ।୧୨: ଦେଶରେ ହଠାତ୍ ଶୀତର ପ୍ରକୋପ ବଢିବା ସହ ପାରଦ ହୋଇଛି ତଳମୁହାଁ । ସମଗ୍ର ଉତ୍ତର ଭାରତ ଥଣ୍ଡାରେ ଥରୁଥିବା ବେଳେ ପାହାଡ ଉପରେ ବରଫର ମୋଟା ଚାଦର ବିଛାଇ ହୋଇଗଲାଣି । ରାଜସ୍ଥାନର ଅନେକ...
ଗୁଜରାଟରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ନାଇଟ୍ କର୍ଫ୍ୟୁ
ଗାନ୍ଧିନଗର,୨୧ ।୧୨: ଗୁଜରାଟର ଭଦୋଦରାରେ ସୋମବାର ବ୍ରିଟେନରୁ ଫେରିଥିବା ଜଣେ ମହିଳା ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ୨୭ ବର୍ଷିୟା ମହିଳାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ସେ କିନ୍ତୁ ଓମିକ୍ରନରେ ସଂକ୍ରମିତ...
ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ ବାହୁସେନା ରୁଷିଆ ଠାରୁ ମିଳିଥିବା ଏସ୍-୪୦୦ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମର ପ୍ରଥମ...
କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ
ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ ଟିକାର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଛି । ପୂର୍ବରୁ ଦୁଇଟି...
‘ତୁମର ଖରାପ ଦିନ ଖୁବ୍ ଶୀଘ୍ର ଆସିବି’
ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ସୋମବାର ରାଜ୍ୟ ସଭାରେ ନାର୍କୋଟିକ୍...
ଜେଲରୁ ବାହାରିବା ପରେ ମୁହଁ ଖୋଳିଲେ କୁନ୍ଦ୍ରା
ନୂଆଦିଲ୍ଲୀ, ୨୦ା୧୨: ଜୀବନରେ କେବେ ବି କୌଣସି ଅଶ୍ଳୀଳ ଫିଲ୍ମ ନିର୍ମାଣ କିମ୍ବା ଏହାର ପ୍ରସାର କରି ନ ଥିବା କହିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସୋମବାର ଏକ ବିବୃତିରେ କୁନ୍ଦ୍ରା କହିଛନ୍ତି, ତାଙ୍କ ନୀରବତାକୁ...
ଐଶ୍ୱର୍ଯ୍ୟାଙ୍କୁ ୫ ଘଣ୍ଟା ବସେଇ ରଖିଲେ
ନୂଆଦିଲ୍ଲୀ, ୨୦ା୧୨: ବଚ୍ଚନ ପରିବାରକୁ ଅଡ଼ୁଆରେ ପକାଇ ଦେଇଛି ବହୁ ଚର୍ଚ୍ଚିତ ପାନାମା ପେପର୍ସ ଲିକ୍ ମାମଲା। ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ୫ ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ...
ମାଲ୍ୟା, ଚୋକ୍ସି, ନିରବଙ୍କଠାରୁ ଆଦାୟ ହୋଇଛି ୧୩ ହଜାର କୋଟି
ନୂଆଦିଲ୍ଲୀ,୨୦।୧୨: ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କ ଭଳି ପଳାତକଙ୍କଠାରୁ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ଏ ନେଇ ସୋମବାର ଲୋକସଭାରେ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବିରୋଧୀଙ୍କ ହଟ୍ଟଗୋଳରେ ଲୋକସଭାରେ ଅତିରିକ୍ତ ଖର୍ଚ୍ଚ...
ଘରୁ ମିଳିଲା ପରିବାରର ୫ ମୃତଦେହ
ଚଣ୍ଡିଗଡ଼,୨୦।୧୨: ହରିୟାଣାର ହିସାର ଜିଲାରେ ଏକ ଘରୁ ଗୋଟିଏ ପରିବାରର ୫ଜଣଙ୍କ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ମୃତକମାନେ ହେଲେ ରମେଶ କୁମାର(୪୩), ତାଙ୍କର ସ୍ତ୍ରୀ ସବିତା(୩୫), ଦୁଇ ଝିଅ ଅନୁଷ୍କା(୧୪), ଦୀପିକା(୧୨) ଏବଂ ପୁଅ କେଶବ(୧୦)। ତେବେ...
୨ ଯୁବକଙ୍କ ମଧ୍ୟରେ ବାହାଘର
ହାଇଦ୍ରାବାଦ,୨୦।୧୨: ହାଇଦ୍ରାବାଦର ଦୁଇ ସମଲିଙ୍ଗୀ ଯୁବକ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲଙ୍ଗାନାରେ ଏହା ପ୍ରଥମ ସମଲିଙ୍ଗୀ ବିବାହ। ଅଭୟ ଡାଙ୍ଗେ(୩୪) ଏବଂ ସୁପ୍ରିୟୋ ଚକ୍ରବର୍ତ୍ତୀ (୩୧) ୮ ବର୍ଷ ହେଲା ଡେଟିଂ କରୁଥିଲେ। ଶେଷରେ ପରିବାର ସଦସ୍ୟ...
ଗୁଜରାଟ ଉପକୂଳରୁ ଜବତ ହେଲା ପାକିସ୍ତାନୀ ବୋଟ୍
ଅହମ୍ମଦାବାଦ,୨୦।୧୨: ଗୁଜରାଟର ଉପକୂଳରେ ପାକିସ୍ତାନର ଏକ ମାଛଧରା ବୋଟ ଧରାପଡ଼ିଛି। ବୋଟରୁ ତଟରକ୍ଷ ବାହିନୀ ଓ ଗୁଜରାଟ ଏଟିଏସ୍ ୭୭ କେଜି ହିରୋଇନ ଜବତ କରିଛନ୍ତି। ଏହାର ମୂଲ୍ୟ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ୬ ଜଣ କ୍ରୁ...
ଭାଜପା ନେତାଙ୍କୁ ଅଭିଶାପ ଦେଲେ ଜୟା!
ନୂଆଦିଲ୍ଲୀ,୨୦ ।୧୨: ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମ୍ପି ତଥା ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୟରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସୂଚନା ଅନୁଯାୟୀ, ଟ୍ରେଜେରୀ ବେଞ୍ଚ ଉପରେ ବସିଥିବା...
Archives


