ଜାତୀୟ

ବିହାର ଭାଗଲପୁରରେ ସିରିଏଲ ବିସ୍ଫୋରଣ: ୪ ମୃତ, ୧୨ ଆହତ

ଭାଗଲପୁର,୪ ।୩: ବିହାରର ଭାଗଲପୁରରେ ଗୁରୁବାର ରାତିରେ ସିରିଏଲ ବିସ୍ଫୋରଣ ହୋଇଛି । ଯାହା ଫଲରେ ସାରା ସହର ଥରି ଉଠିଛି । ବିସ୍ଫୋରଣ ଏତେ ଅଧିକ ଥିଲା ସେ ଏହାର ଶବ୍ଦ ସାରା ସହରକୁ ଶୁଭିଥିବା ବେଳେ ଏଥିରେ ୨-୪ଟି…

ଅପରେଶନ ଗଙ୍ଗା: ଆଜି ୧୮ଟି ବିମାନରେ ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ,୪ ।୩: ଅପରେଶନ ଗଙ୍ଗା ମିଶନରେ ଶୁକ୍ରବାର ସକାଳୁ ସକାଳୁ ସ୍ପେଶାଲ ଇଣ୍ଡିଗୋ ବିମାନ ରୋମାନିଆର ବୁଖାରେଷ୍ଟରୁ ଦିଲ୍ଲୀ ପହଞ୍ଚିଛି । ସେଠାରେ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାସ ଚୌଧୁରୀ ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଥିଲେ । ସେହିପରି ଶୁକ୍ରବାର…

କଳା ଚଷମା, ଲେଦର ଜ୍ୟାକେଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୩।୩: ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ସେ ଲେଦର ଜ୍ୟାକେଟ ସାଙ୍ଗକୁ ଚଷମା ପିନ୍ଧି ରେସିଂ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳିଛି।…

ନବାବଙ୍କୁ ୪ଦିନ ରଖି ଜେରା କରିବ ଇଡି

ମୁମ୍ବାଇ,୩।୩: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୁରୁବାର ପିଏମ୍‌ଏଲ୍‌ଏର ସ୍ବତନ୍ତ୍ର କୋର୍ଟ ନବାବଙ୍କ ରିମାଣ୍ଡ ଅବଧି ବଢ଼ାଇ ଦେଇଛନ୍ତି। ଦାଉଦ ଇବ୍ରାହିମ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନବାବଙ୍କ ରିମାଣ୍ଡ ଅବଧି…

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମତଦାନ ଶାନ୍ତିପୂର୍ଣ୍ଣ ଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଡିଆର୍‌ ତିଓ୍ବାରୀ…

ସ୍ଥିତି ସମୀକ୍ଷା ପାଇଁ ବିଧାୟକ-ଏମ୍‌ପିଙ୍କୁ ପଠାଇଲେ ଷ୍ଟାଲିନ

ଚେନ୍ନାଇ,୩।୩: ୟୁକ୍ରେନ୍‌ରେ ଫସି ରହିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଜାରି ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାନିଲ ଗୁରୁବାର ଏହାର ସମୀକ୍ଷା କରିଛନ୍ତି। ତେବେ ତାମିଲନାଡୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ ରାଜ୍ୟ…

୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ କରୋନା ଟିକାର ପ୍ରଥମ ଡୋଜ ଲକ୍ଷ୍ୟ ଆଡ଼କୁ ଗତି କରୁଛି। ଜନସଂଖ୍ୟାର ୯୭ ପ୍ରତିଶତରୁ…

ଟ୍ରକ୍‌ ସହ ପିଟି ହେଲା କାର୍‌, ଗଲା ୫ ଜୀବନ

ନୂଆଦିଲ୍ଳୀ,୩।୩: ଦିଲ୍ଲୀ-ଜୟପୁର ହାଇଓ୍ବେ’ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌-ଟ୍ରକ୍‌ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଙ୍କ ମୃତ୍ୟୁ ଘଟିଥିବା ଗୁରଗାଓ ଏସ୍‌ଆଇ ଗଜେନ୍ଦର ସିଂ ପ୍ରକାଶ କରିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି…

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଧାରା ୩୭୬ ଏକ…

ୟୁକ୍ରେନ ଛାଡ଼ିଲେଣି ୧୮ହଜାର ଭାରତୀୟ

ନୂଆଦିଲ୍ଲୀ,୩।୩: ରୁଷିଆ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଦିନକୁ ଦିନ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଅପରେଶନ୍‌ ଗଙ୍ଗା ଅଭିଯାନକୁ…

ଗରିବ, କୃଷକଙ୍କୁ ମାଗଣାରେ ବିଜୁଳି

ରାଞ୍ଚି,୩।୩: ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏକ ବଡ ଘୋଷଣା କରିଛି । ରାଜ୍ୟର ସମସ୍ତ ଗରିବ ପରିବାର ଏବଂ କୃଷକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗୁରୁବାର ଝାଡ଼ଖଣ୍ଡ ବିଧାନସଭାରେ ଅର୍ଥମନ୍ତ୍ରୀ ରମେଶ୍ୱର…

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri