କେଜରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭାଜପା କଲା ସମ୍ମାନୀତ, ଏଏପି କହିଲା ଭାଜପା ଗୁଣ୍ଡା ପାର୍ଟି
ନୂଆଦିଲ୍ଲୀ,୧୬ ।୪: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ଆତିଶ ଏକ ପ୍ରେସ କନଫରେନ୍ସରେ ପ୍ରକାଶ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ସମ୍ମାନୀତ କରିଛି । ଏମିତି କରି…
ଗୋଟିଏ ଲୋକ ସଭା, ୪ ବିଧାନସଭା ଆସନର ଆସିବ ଫଳାଫଳ
ନୂଆଦିଲ୍ଲୀ,୧୬ ।୪: ଦେଶର ଗୋଟିଏ ଲୋକ ସଭା ଓ ୪ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଭୋଟ ଗଣତି ଶନିବାର ସକାଳ ୮ଟାରୁ ଆରମ୍ଭ ହେବ । ତେବେ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ପରାଜୟକୁ ନେଇ ସ୍ପଷ୍ଟ…
ଜାତୀୟ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ଭାଙ୍ଗିଲା ପିଏସ୍ପି-ଏଲ୍
ଲକ୍ଷ୍ନୌ,୧୬।୪: ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ (ପିଏସ୍ପି-ଏଲ୍) ଶୁକ୍ରବାର ଏହାର ସମସ୍ତ ରାଜ୍ୟ ଓ ଜାତୀୟ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରିଛି। ଭାଜପାର ସମାନ ନାଗରିକ ସଂହିତା (ୟୁସିସି) ଚିନ୍ତାଧାରାକୁ ଶିବପାଲ ସମର୍ଥନ କରିବା ପରେ ଦଳ ପକ୍ଷରୁ ଏଭଳି…
ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି
ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଆଡପ୍ଶନରେ ବାଧା ସୃଷ୍ଟି କରୁଥିବାରୁ ଏହାର ସରଳୀକରଣ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ…
‘ତ୍ୱରିତ ନ୍ୟାୟ ଲାଗି ଖାଲି ପଦବୀ ପୂରଣ ଜରୁରୀ’
ନୂଆଦିଲ୍ଲୀ,୧୬।୪: ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବାକୁ ହେଲେ ବିଚାର ବିଭାଗରେ ରହିଥିବା ଖାଲିସ୍ଥାନ ପୂରଣ ହେବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍.ଭି. ରମନା କହିଛନ୍ତି। ନ୍ୟାୟପାଳିକାର ସବୁ ସ୍ତରରେ ରହିଥିବା ଖାଲିସ୍ଥାନ ପୂରଣ ଦିଗରେ ସେ ଉଦ୍ୟମ…
କରୌଲି ଦଙ୍ଗା: ୧୫ ଜଣଙ୍କୁ ସୁରକ୍ଷା ଦେଇଥିଲେ ମହିଳା
ଜୟପୁର,୧୬।୪: ରାଜସ୍ଥାନର କରୌଲିରେ ସାମ୍ପ୍ରଦାୟିକ ଦଙ୍ଗା ବେଳେ ଜଣେ ୪୮ ବର୍ଷୀୟ ମହିଳା ଦୁଃସାହସିକତା ଦେଖାଇ ୧୫ ଜଣଙ୍କୁ ସୁରକ୍ଷା ଦେଇପାରିଥିଲେ। ଗତ ୨ ତାରିଖରେ ହିନ୍ଦୁ ନବବର୍ଷ ପାଳନ ଅବସରରେ କରୌଲିରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ…
ଡିଜିଟାଲ ସଦସ୍ୟ ହେଲେ ସୋନିଆ
ନୂଆଦିଲ୍ଲୀ,୧୬।୪: କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପୂର୍ବରୁ ସଭ୍ୟ ପଞ୍ଜୀକରଣ ଅଭିଯାନର ଶେଷ ଦିନରେ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଡିଜିଟାଲ ସଦସ୍ୟ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ୨.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଅନ୍ଲାଇନରେ ନାମ ପଞ୍ଜୀକରଣ…
ଆସୁଛି ଏସ୍-୪୦୦ ମିଶାଇଲ୍ ସିଷ୍ଟମ୍
ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍-୪୦୦ ମିଶାଇଲ୍ ସିଷ୍ଟମ୍ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା ସତ୍ତ୍ୱେ ଏହି କ୍ଷେପଣାସ୍ତ୍ର ଯୋଗାଣ ପ୍ରକ୍ରିୟା ଚାଲିଥିବା ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି। ଏଥିରେ ବ୍ୟବହୃତ…
ବଢ଼ୁଛି କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ,୧୬।୪(ପି.ଟି.): ଭାରତର କେତେକ ସହରରେ କୋଭିଡ୍ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ୯୪୯ ନୂଆ ମାମଲା ସହ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧,୧୯୧କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ଓ ପଜିଟିଭିଟି…
ସ୍ତ୍ରୀଙ୍କୁ ଗର୍ଭବତୀ କରାଇବା ପାଇଁ ୧୫ ଦିନ ପାରୋଲ
ଯୋଧପୁର,୧୬।୪: ଗର୍ଭଧାରଣ ଲାଗି ସ୍ତ୍ରୀଙ୍କ ଆବେଦନକ୍ରମେ ରାଜସ୍ଥାନର ଆଜମେର ଜେଲ୍ରେ ଆଜୀବନ ସଜା କାଟୁଥିବା ସ୍ବାମୀଙ୍କୁ ଯୋଧପୁର ହାଇକୋର୍ଟ ୧୫ ଦିନିଆ ପାରୋଲରେ ଯିବା ଲାଗି ଅନୁମତି ଦେଇଛନ୍ତି। ସନ୍ତାନ ଜନ୍ମ କରିବା ଅଧିକାର ସାବ୍ୟସ୍ତ କରିବା ଲାଗି ରେଖା ନାମ୍ନୀ…
ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣାମାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜୟରାମ…
ଇସ୍ତଫା ଦେଲେ କର୍ନାଟକ ମନ୍ତ୍ରୀ ଇଶ୍ୱରପ୍ପା
ବେଙ୍ଗାଲୁରୁ,୧୫।୪: କର୍ନାଟକରେ ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା କୁ ନେଇ ବିବାଦରେ ଫସିଥିବା ଭାଜପା ନେତା ତଥା ଗ୍ରାମୀଣ ବିକାଶ ଓ ରାଜ୍ୟମନ୍ତ୍ରୀ କେଏସ୍ ଇଶ୍ୱରପ୍ପା କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭେଟି ଇଶ୍ୱରପ୍ପା ନିଜର ଇସ୍ତଫା…
Archives


