୨୪ ଘଣ୍ଟିଆ କରୋନା ଟେଷ୍ଟ ବୁଥ ଖୋଲିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ କରୋନା...
ମାତା ବୈଷ୍ଣୋ ଦେବୀ ଭବନ ଦଳାଚକଟାରେ ୧୨ ମୃତ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧ ।୧: ନୂଆବର୍ଷରେ ଅଘଟଣ । ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶୁକ୍ରବାର ରାତି ପ୍ରାୟ ୨ଟା ୪୫ରେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୩ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସାଲାଗି...
ମାତା ବୈଷ୍ଣୋଦେବୀ ଭବନରେ ଦଳାଚକଟା: ୨୦ରୁ ଊର୍ଦ୍ଧ୍ୱ ଆହତ
ଜମ୍ମୁ,୧ ।୧: ନୂଆବର୍ଷ ଉପଲକ୍ଷେ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଦଳାକଟା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୨୦ରୁ ଊର୍ଦ୍ଧ୍ୱ...
ଗଣିବେ ହଜାରେ କୋଟି
ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ। ଗତ ସପ୍ତାହରେ ଦୁଇ ଚାଇନିଜ ମୋବାଇଲ କମ୍ପାନୀର...
‘ଜବତ ଟଙ୍କା ଭାଜପାର ନୁହେଁ’
ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ଶୁକ୍ରବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ...
ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ
ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ...
ଦେଶରେ ଡେଲ୍ଟାର ସ୍ଥାନ ନେବାକୁ ଯାଉଛି ଓମିକ୍ରନ୍
ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ ସଂକ୍ରମଣ । ଶୁକ୍ରବାର କେରଳରେ ଏକାଥରେ ୪୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ କୁଆଡେ ବିଶେଷଜ୍ଞମାନେ କହିଲେଣି...
ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ଶୁକ୍ରବାର ଦିନ କୋଲକାତାର ଉଡଲ୍ୟାଣ୍ଡସ୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ, ଗାଙ୍ଗୁଲି...
ବଢିବନି ପୋଷାକ ଦର
ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ...
ଏପରି ସ୍ବତନ୍ତ୍ର ଡୁଡଲ୍ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍; ଥରେ ଛୁଇଁ କରି ଦେଖନ୍ତୁ…
ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍ ସ୍ବତନ୍ତ୍ର ଭାବେ ଆନିମେଟେଡ୍ ଡୁଡଲ୍ କରି ୨୦୨୧କୁ ବିଦାୟ ଜଣାଇଛି।...
ଦେଶରେ ଓମିକ୍ରନ ନେଲା ଦ୍ୱିତୀୟ ଜୀବନ
ଜୟପୁର,୩୧।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଆତଙ୍କ ଖେଳାଇଛି। ଏବେ ଦେଶରେ ଓମିକ୍ରନ ମାମଲା ୧ ହଜାର ଟପିଛି। ଓମିକ୍ରନରେ ଦେଶରେ ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ଜଣେ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।...
ଚତୁର୍ଥୀ ରାତିରେ କନ୍ୟାଙ୍କ ପେଟରେ ହେଲା ଯନ୍ତ୍ରଣା: ସତ ଜଣାପଡିବା ପରେ…
ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ ଝିଅକୁ ପିପଲି ଖେଡାର ଜଣେ ଯୁବକଙ୍କୁ ଠକାମି କରି ବିବାହ କରିଥିଲେ।...
Archives


