ଦୁର୍ନୀତି ସବୁ ସମସ୍ୟାର ମୂଳ
ଲକ୍ଷ୍ନୌ,୭।୩(ଆଇଏଏନ୍ଏସ୍): ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଜଣେ ସରକାରୀ ଡାକ୍ତରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ପ୍ରତ୍ୟେକ ବ୍ୟବସ୍ଥାରେ ଦୁର୍ନୀତି ଉଇ ଭଳି, ଏହା ଥରେ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରିବା ପରେ ବଢ଼ିଚାଲେ ବୋଲି ଏହି ଅବସରରେ…
ଆଇୟୁଏମ୍ଏଲ୍ ମୁଖ୍ୟ ପାନକ୍କଡ଼ ଥଙ୍ଗଲଙ୍କ ପରଲୋକ
କୋଚି,୭।୩: ଇଣ୍ଡିଆନ ୟୁନିଅନ୍ ମୁସ୍ଲିମ ଲିଗ୍ (ଆଇୟୁଏମ୍ଏଲ୍) ସଭାପତି ପାନକ୍କଡ଼ ସୟେଦ ହାଇଦରାଲି ଶିହାବ ଥଙ୍ଗଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ବହୁ ରୋଗରେ ପୀଡ଼ିତ ଥିବା ପାନକ୍କଡ଼ କ୍ୟାନ୍ସର ସହ ଲଢ଼େଇ କରୁଥିଲେ। ରବିବାର ମଧ୍ୟାହ୍ନରେ କୋଚିସ୍ଥିତ ଏକ…
ମୋଦିଙ୍କ ସଭାରେ ରାଜ୍ୟପାଳଙ୍କୁ ସମାଲୋଚନା କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ
ପୁଣେ,୭।୩: ମହାରାଷ୍ଟ୍ରର ପୁଣେଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭାରେ ଉପସ୍ଥିତ ଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସମାଲୋଚନା କରିଛନ୍ତି। ଉଚ୍ଚ ପଦ ପଦବୀରେ ଥିବା କେତେଜଣ ଲୋକ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି, ଯାହା…
ଜରୁରୀଭିତ୍ତିରେ ଫର୍ମ ପୂରଣ କର
ନୂଆଦିଲ୍ଲୀ,୭।୩ : ୟୁକ୍ରେନ୍ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଆହୁରି ଅନେକ ରହିଯାଇଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍ ଓ ହଙ୍ଗେରିରେ ଥିବା ଦୂତାବାସ ସେମାନଙ୍କ ଟୁଇଟର…
ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହେବ
ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇବ। ତଦନୁସାରେ ପରିବହନଜନିତ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଆହୁରି…
ଅପରେଶନ ଗଙ୍ଗା: ଆଜି ୮ଟି ବିମାନରେ ସ୍ୱଦେଶ ଫେରିବେ ୧୫୦୦ ଭାରତୀୟ
ନୂଆଦିଲ୍ଲୀ,୭ ।୩: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ଯୁଦ୍ଧଗ୍ରସ୍ତ ୟୁକ୍ରେନର ପଡୋଶୀ ଦେଶରୁୁ ୧୫୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଛି । ମୋଟ ୮ଟି ବିମାନରେ ଏମାନେ ସ୍ୱଦେଶ ଫେରିବେ । ଏଥିମଧ୍ୟରୁ ୫ଟି…
୭ ଦିନ ପାଇଁ ବନ୍ଦ ରହିବ ଇଣ୍ଟରନେଟ୍
କୋଲକାତା,୬।୩: ପଶ୍ଚିମବଙ୍ଗର କିଛି ଜିଲାରେ ମୋବାଇଲ ଇଣ୍ଟରନେଟ୍ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ ଦିନ ପାଇଁ ସାମୟିକ ଭାବେ ସସ୍ପେଣ୍ଡ କରାଯିବ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାର। ମାଲଦା, ମୁରଶିଦାବାଦ, ଉତ୍ତରଦିନାଜପୁର,…
ବଡ଼ ବଡ଼ ଦେଶ ଯାହା କରିପାରିଲା ନାହିଁ, ଭାରତ ତାହା କରିଦେଖାଇଲା: ପ୍ରଧାନମନ୍ତ୍ରୀ
ପୁଣେ,୬।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ସେଠାରେ ଫସି ରହିଥିବା ସମସ୍ତ ଭାରତୀୟଙ୍କ ସଫଳ ସ୍ଥାନାନ୍ତର କରାଯାଉଛି। ଏହାର ନାମ ‘ଅପରେସନ ଗଙ୍ଗା’ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସି ରହିଥିବା…
ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ
ଶ୍ରୀନଗର,୬।୩: ଶ୍ରୀନଗରର ଅମିରାକଦଲରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀମାନେ ରବିବାର ଗ୍ରେନେଡ ଫିଙ୍ଗଛନ୍ତି। ଗ୍ରେନେଡ ବିସ୍ଫୋରଣ ଯୋଗୁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ କର୍ମଚାରୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି। ହଠାତ୍ ବିସ୍ଫୋରଣ ପରେ ଘଟଣାସ୍ଥଳରେ…
କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…
ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିସାରିଛନ୍ତି। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ହରିୟାଣାର…
ଟିକେଟ୍ କିଣି ମେଟ୍ରୋ ଟ୍ରେନ୍ରେ ଯାତ୍ରା କଲେ ମୋଦି
ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବିଭାଗକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଷ୍ଟେଶନରେ…
ଡ୍ୟୁଟିରେ ବିରକ୍ତ ହୋଇ ୪ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ନିଜକୁ ଗୁଳି କଲେ ବିଏସ୍ଏଫ୍ ଯବାନ…
ଅମୃତସର, ୬।୩ : ରବିବାର ସକାଳେ ଅମୃତସରର ବିଏସ୍ଏଫ୍ର ଖାସା ମୁଖ୍ୟାଳୟରେ ଜଣେ ଯବାନ ୪ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନ ଜଣକ ନିଜକୁ ଗୁଳି କରିଥିଲେ। ଏହି ଘଟଣାରେ ପାଞ୍ଚ…
Archives


