କରୋନା ଟିକାକରଣକୁ ପୂରଣ ହେଲା ବର୍ଷେ: ଦିଆଗଲାଣି ୧୫୭ କୋଟି ଡୋଜ
ନୂଆଦିଲ୍ଲୀ,୧୬ ।୧: ଜାନୁୟାରୀ ୧୬ ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ଅର୍ଥାତ୍ ୧୬ ଜାନୁୟାରୀ ୨୦୨୧ରେ କରୋନା ଭଳି ମହାମାରୀ ବିରୋଧରେ ଲଢିବାକୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ...
୧୯ ବର୍ଷ ପରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୧୬ ।୧: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାଜ୍ୟରେ ୧୯ ବର୍ଷ ପରେ ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ଲଢିବାକୁ ଯାଉଛନ୍ତି । ଏହା...
୨୪ ଘଣ୍ଟା ମଧ୍ୟରେ ଉତ୍ତର ଦିଅ
ନୂଆଦିଲ୍ଲୀ,୧୬।୧: କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ସମାଜବାଦୀ ପାର୍ଟି ଲକ୍ଷ୍ନୌ କାର୍ଯ୍ୟାଳୟରେ ଭର୍ଚୁଆଲ ରାଲି ନାମରେ ଜନ ସମାବେଶ କରିଥିବାରୁ ନିର୍ବାଚନ କମିଶନ (ଇସି) ନୋଟିସ ଜାରି କରିଛନ୍ତି। ଶୁକ୍ରବାର ହୋଇଥିବା ସମାବେଶରେ କୋଭିଡ୍ ଗାଇଡଲାଇନର ଉଲ୍ଲଂଘନକୁ ନେଇ ସମାଜବାଦୀ...
ଗୁରୁତର କରୋନା ରୋଗୀଙ୍କ ପାଇଁ ଆସିଲା ଔଷଧ
ନୂଆଦିଲ୍ଲୀ,୧୬।୧: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦୁଇଟି ନୂଆ ଔଷଧ ବ୍ୟବହାର କରିବାକୁ ସୁପାରିସ କରିଛି। ତାହା ହେଲା ବାରିସିଟିନିବ୍ ଏବଂ କାସିରିଭିମାବ-ଇମ୍ଡେଭିମାବ୍। ଗୁରୁତର କରୋନା ରୋଗୀଙ୍କୁ ବାରିସିଟିନିବ୍ ସହ କୋର୍ଟିକୋଷ୍ଟେରଏଡ୍ ଦେବା ପାଇଁ...
ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନ ଥିବା ଏକ ଅଧ୍ୟୟନରୁ ସୂଚନା ମିଳିଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରୀ ସାଇନ୍ସର ବୈଜ୍ଞାନିକମାନେ ୨୬୪...
ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୬ ।୧: ଘୋଷଣା ହୋଇସାରିଛି ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ । ଏଥିପାଇଁ ଶାସକ କଂଗ୍ରେସ ଦଳ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କଲାଣି । ଏହାରି ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ କମିଶନଙ୍କୁ ଏକ...
କୋର୍ଟରେ ମାମଲାର ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍-ରାଜକୁମାର ବ୍ୟବହାର କରିବା ନେଇ କେନ୍ଦ୍ର-ରାଜ୍ୟର ମତାମତ ଲୋଡ଼ାଗଲା…
ଜୟପୁର, ୧୫।୧ : ହାଇକୋର୍ଟ ଅବା ନିମ୍ନ କୋର୍ଟରେ କୌଣସି ମାମଲାରେ ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍-ରାଜକୁମାର ବ୍ୟବହାର କରି ହେବ କି ନାହିଁ ସେ ନେଇ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ମତାମତ...
ଭାରତ-ପାକିସ୍ତାନ ସୀମାରେ ଉଡିଲା ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା
ଜୟପୁର,୧୫।୧: ଭାରତୀୟ ସେନା ଦିବସ ଅବସରରେ ଶନିବାର ରାଜସ୍ଥାନର ଜୈସଲମେରରେ ଥିବା ଭାରତ-ପାକିସ୍ତାନ ସୀମାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା। ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ମାନ୍ ଏହାକୁ ଉଦ୍ଘାଟନ କରିଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା...
‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’
ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଗାଲ ଅପେକ୍ଷା ତାଙ୍କ ଅଞ୍ଚଳର ରାସ୍ତା ଅଧିକ ଚିକ୍କଣ ହେବ। ଏକ...
ଜାନୁୟାରୀ ୨୨ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ରୋକ…
ନୂଆଦିଲ୍ଲୀ, ୧୫।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଉପରେ ରୋକ ଜାନୁୟାରୀ ୨୨ ପର୍ଯ୍ୟନ୍ତ...
ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍…
ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି। ଏଠାରେ ମୋଟ ୧୩୭ ଭୋଟର ପଞ୍ଜିକୃତ ହୋଇଛନ୍ତି।...
ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…
ନୂଆଦିଲ୍ଲୀ, ୧୫।୧ : ଏଲ୍ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ ଏଭଳି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ। ଚାଇନା ଭାରତର ଧୈର୍ଯ୍ୟର ପରୀକ୍ଷା ନ...
Archives


