ଜାତୀୟ

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଛାଡ଼ିଲେ ବାଟ

ନୂଆଦିଲ୍ଲୀ, ୧୭ା୧୨: ରବିବାର ଉତ୍ତର ପ୍ରଦେଶର ଏକ ରୋଡ ଶୋ’ରେ ଯୋଗ ଦେବାକୁ ଯିବା ସମୟରେ ନିଜ ଗାଡ଼ି ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତ ଦେଇ ନିଜର ମାନବିକତା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ...

ସ୍ତ୍ରୀଙ୍କ ସହିତ ସପ୍ତାହରେ ୨ ଥର ହେଉଛି ଶାରୀରିକ ସମ୍ପର୍କ, ସ୍ବାମୀ ହେଲେ କୋର୍ଟଙ୍କ ଦ୍ୱାରସ୍ଥ…

ଅହମଦାବାଦ,୧୭।୧୨ : ଗୁଜରାଟ ହାଇକୋର୍ଟରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯଦିଓ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି, କିନ୍ତୁ ବିବାଦର କାରଣ କୌଣସି ପାରିବାରିକ ବିବାଦ ନୁହେଁ। ବିବାଦର କାରଣ ହେଉଛି ସ୍ତ୍ରୀ...

ଅସନ୍ତୁଷ୍ଟ କମଲନାଥ ନିଜ ଭବିଷ୍ୟତ ନେଇ ଚିନ୍ତିତ, ଏବେ କରିବେ କ’ଣ…

ଭୋପାଳ,୧୭।୧୨ : ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ମଧ୍ୟ ଦଳର ସଭାପତି କମଲ ନାଥ ଇସ୍ତଫା ଦେଇ ନ ଥିବା ବେଳେ ଦଳ ସେଠାରେ ପରିବର୍ତ୍ତନ ଆଣିଛି। କଂଗ୍ରେସ ନେତା ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। କଂଗ୍ରେସ...

ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ...

ପାର୍ଲାମେଣ୍ଟରେ ସ୍ମୋକ୍‌ ବମ୍‌ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ

ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍‌କୁ ଡେଇଁ ହଳଦିଆ ରଙ୍ଗର କିଛି...

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ଭାରତ ପାଇଁ ଡେବ୍ୟୁ କରୁଛନ୍ତି ସାଇ ସୁଦର୍ଶନ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ -୧.୩୨ ଲକ୍ଷ ହ୍ୟାଣ୍ଡସେଟ ବ୍ଲକ…

ନୂଆଦିଲ୍ଲୀ,୧୭।୧୨ : ଅନଲାଇନ ଠକେଇ ଦେଶରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନକଲି ସିମର ନେଟୱାର୍କ ଭାରତରେ ବ୍ୟାପକ ପରିମାଣରେ ଚାଲିଛି। ଲୋକମାନେ ନକଲି ଡକ୍ୟୁମେଣ୍ଟ ସହିତ ସିମ କାର୍ଡ ପାଉଛନ୍ତି, ତାପରେ ଏହି ସିମ କାର୍ଡ ବ୍ୟବହାର...

ଶିବରାଜଙ୍କୁ ପୁଣି ଝଟକା ଦେବ ଭାଜପା ! ଜ୍ୟୋତିରାଦିତ୍ୟଙ୍କ ପତିଆରା ବୃଦ୍ଧି ପାଇଁ ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା…

ଭୋପାଳ,୧୭।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଶିବରାଜ ସିଂ ଚୌହ୍ବାନଙ୍କୁ ଭାଜପା ସବୁଠାରୁ ବଡ ଝଟକା ଦେଇଛି। ଏଥର ଦଳ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସିଏମ କରିଛି। ଏବେ ରାଜ୍ୟରେ ଚର୍ଚ୍ଚା କରାଯାଉଛି ଶିବରାଜ...

ସୋଲାର ଏକ୍ସପ୍ଲୋସିଭ୍‌ କମ୍ପାନୀରେ ବିସ୍ଫୋରଣ: ଚାଲିଗଲା ୯ ଜୀବନ, ୩ ଆହତ

ନାଗପୁର,୧୭।୧୨: ମହାରାଷ୍ଟ୍ରର ନାଗପୁରର ବାଜାରାଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍‌ କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କାଷ୍ଟ ବୁଷ୍ଟ ପ୍ଲାଣ୍ଟରେ ପ୍ୟାକ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା।...

ହାଡ଼ଥରା ଶୀତ: ଜମ୍ମୁ-କଶ୍ମୀରରେ ଜମାଟ ବାନ୍ଧି ବରଫ ପାଲଟିଲା ନଦୀ-ଝରଣା ପାଣି,ଭିଡିଓ ଭାଇରାଲ…

ଶ୍ରୀନଗର,୧୭।୧୨ : ଦେଶରେ ହାଡ଼ଥରା ଶୀତ ଜାରି ରହିଛି। ମଧ୍ୟ ଭାରତଠାରୁ ଆରମ୍ଭ କରି ଉତ୍ତର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଶୀତ ଲହର ଯୋଗୁ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇ ଯାଇଛି। କଶ୍ମୀରର ପହଲଗାମ ଏବଂ ଗୁଲମାର୍ଗରେ ପ୍ରବଳ ତୁଷାରପାତ...

ନକ୍ସଲଙ୍କ ସହ ଏନକାଉଣ୍ଟରରେ ସିଆର୍‌ପିଏଫ୍‌ ଅଧିକାରୀ ଶହୀଦ

ସୁକମା,୧୭।୧୨: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲାରେ ରବିବାର ନକ୍ସଲଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ଅଧିକାରୀ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା...

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା, ମ୍ୟାନମାର ସୀମାରେ ଉଗ୍ରବାଦୀଙ୍କ ହେଲେ ଶିକାର

ଇଟାନଗର,୧୭।୧୨: ଅରୁଣାଞ୍ଚଳ ପ୍ରଦେଶରେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଧାୟକ ୟୁମସେନ ମ୍ୟାତେଙ୍କୁ ତିରପ ଜିଲାର ଲାଜୁ ସର୍କଲରେ ଭାରତ-ମ୍ୟାନମାର ସୀମା ନିକଟରେ ଉଗ୍ରବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟ ମୁତାବିକ, ମ୍ୟାତେଙ୍କ ହତ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri